ପ୍ରଥମ ଭାରତୀୟ ପେସ ବୋଲର ଭାବେ ଟି୨୦ରେ ୨୫୦ ୱିକେଟ ପୂର୍ଣ୍ଣ କଲେ ବୁମରାହ
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ପେସ ବୋଲର ଯଶପ୍ରୀତ ବୁମରାହ ଟି୨୦ରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପ୍ରଥମ ଭାରତୀୟ ପେସ ବୋଲର ଭାବେ ଟି୨୦ କ୍ରିକେଟରେ ୨୫୦ ୱିକେଟ ଅକ୍ତିଆର କରିଛନ୍ତି । ୱାଶିଂଟନ ସୁନ୍ଦରଙ୍କ ୱିକେଟ ହାସଲ କରିବା ପରେ ସେ ଏହି ଲ୍ୟାଣ୍ଡମାର୍କ ଛୁଇଁ ନ ଥିଲେ ।…