ବନ୍ୟା ପାଣିରେ ଓଦା ହୋଇଯିବେ ବୋଲି କର୍ମଚାରୀଙ୍କ ପିଠିରେ ପାରି ହେଲେ ବିଜେପି ବିଧାୟକ
ଦିସପୁର: ଆସାମରେ ବନ୍ୟା ପରିସ୍ଥିତି । ପାଣି ଘେରରେ ଲକ୍ଷ ଲକ୍ଷ ଲୋକ । ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଦୁଦ୍ଦର୍ଶା ଦେଖିବାକୁ ଜମୁଛି ନେତାଙ୍କ ଭିଡ଼ । ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ବନ୍ୟା ପାଣି ଜୋତାରେ ଲାଗିଲେ ଖରାପ ହୋଇଯିବ ଚିନ୍ତା କରି ଜଣେ ବିଜେପି ବିଧାୟକ…