ବୁର୍ଖା ପିନ୍ଧି ଗ୍ରେନେଡ ଫିଙ୍ଗିଲେ ଆତଙ୍କବାଦୀ: ଜଣେ ମୃତ, ତିନି ଗୁରୁତର
ଶ୍ରୀନଗର: ଜମ୍ମୁ କଶ୍ମୀରର ବରମୂଳା ସହରରେ ଥିବା ଏକ ମଦ ଦୋକାନରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗ୍ରେନେଡ୍ ଫିଙ୍ଗିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି।
ମୃତତଙ୍କ ନାଁ ରଞ୍ଜିତ ସିଂହ ଏବଂ ସେ ରଜୌରିର ବାସିନ୍ଦା ବୋଲି ଜଣାପଡ଼ିଛି। 35 ବର୍ଷୀୟ ଗାରିସନ୍ ସହରରେ…