Latest Odisha News

BREAKING NEWS

ପରୀକ୍ଷା ପେ ଚର୍ଚ୍ଚା: ଓଡ଼ିଶାରୁ ଯୋଗଦେବେ ୨୬ ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଏପ୍ରିଲ ୧, ସକାଳ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ପଂଚମ ସଂସ୍କରଣ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ମତ ବିନିମୟ କରିବେ ।  ସୋମବାର  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ…

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ)ର ଅତିରିକ୍ତ କିସ୍ତି ପ୍ରଦାନ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏଥିସହିତ କେନ୍ଦ୍ର ସରକାରଙ୍କ ଅଧୀନରେ ସମସ୍ତ…

କି ବା ଅସାଧ୍ୟ ମହୀତଳେ

ସୁଷମା ପରିଜାଙ୍କ ସ୍ୱତନ୍ତ୍ର ଆଲେଖ୍ୟ… ଦୃଢ ଇଚ୍ଛାଶକ୍ତି ଆଉ କଠୋର ସାଧନ ବଳରେ ମଣିଷ ଅସାଧ୍ୟ ସାଧନ କରିପାରେ ତା’ର ଅନେକ ଉଦାହରଣ ରହିଛି । ତନ୍ମଧ୍ୟରୁ ଏକ ଜ୍ୱଳନ୍ତ ଉଦାହରଣ ହେଲେ ପର୍ବତାରୋହୀ ଅରୁଣିମା । ତାଙ୍କର ଜୀବନରେ ଆସିଥିବା ଭୟଙ୍କର ବିପର୍ଯ୍ୟୟମାନଙ୍କୁ ଦୃଢ ଭାବରେ ସାମନା କରି…

ଯୋଗୀଙ୍କୁ ଭେଟିଲେ ଶିବପାଲ, ପୁଣି ଆରମ୍ଭ ହେବ କି ଦଳ ଡିଆଁ ପର୍ବ ?

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସହିତ ଶିବପାଲ ଯାଦବଙ୍କ ଦଳ ମେଣ୍ଟ କରିଥିଲା। ଏବେ କିନ୍ତୁ ନିର୍ବାଚନ ପରେ ସମାଜବାଦୀ ପାର୍ଚି ସୁପ୍ରିମୋ ତଥା ପୁତୁରା ଅଖିଳେଶ ଯାଦବଙ୍କ ସହ ଶିବପାଲଙ୍କ ମନାନ୍ତର ବଢିଛି । ଏହାକୁ ନେଇ ୟୁପି ରାଜନୀତିରେ ସପ୍ତାହେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆପଣାର କରିବାର ମୁଖ୍ୟ ପଥ ହେଉଛି ଶରଣlଗତି। ଜଣେ ଭକ୍ତ କେବଳ ମୁହଁରେ କହିଦେଲେ ହେବନାହିଁ। ସମ୍ପୂର୍ଣ୍ଣ ଶରଣlଗତି ପାଇଁ ଛଅ ଗୋଟି ଆଚରଣ ପାଳନ କରିବାକୁ…

ଅନୁବାଦ କବିତା : ସ୍ମୃତି

ମୂଳ ରଚନା : ଉଆନ ରମୋନ ହିମେନେଜ ମୋ ଆତ୍ମାର ନିଭୃତରେ ଏକ କ୍ଷୁଦ୍ର ଝରଣାର ଧାରା ମତେ ଛୋଟ କରିଦିଏ। ମୁଁ ପ୍ରାୟ ମୋର ଶକ୍ତି ହରାଇ ବସେ। ଆକାଶ ବି ମତେ ସାହାଯ୍ୟ କରେନି ଏପରିକି ତାରାମାନେ ବି ମତେ ପ୍ରତାରିତ କରନ୍ତି। ମୋ ଉପରେ କେହି ହେଲେ ନାହିଁ ସବୁ ଖାଲି ତଳେ ମୋର ଅତଳ…

ଭାଷା ଭାଗବତ : ଲିପି ଅବସ୍ଥାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୧  ଭାଷାର ଅଗଣିତ ବର୍ଣ କଂପ୍ୟୁଟର୍‌ରେ ନେଲେ ସ୍ଥାନ ଅପରିମିତ ସ୍ମୃତିକୋଷ ହେବନି ଧ୍ବଂସ କିଂବା ଶେଷ ଅକ୍ଷର ବସ୍ତୁତ୍ବ ହରାଇ ଚିତ୍ର ରୂପରେ ଅଛି ରହି ତେଣୁ ଗଣନା ମୂଲ୍ୟହୀନ ରହିପାରିବେ ସବୁ ବର୍ଣ କିଂତୁ ତହିଁର ବ୍ୟବହାର…

ଧାରାବାହିକ ଉପନ୍ୟାସ : ଚୋରାବାଲି (୫୪)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୪ ଆଗରୁ ଏ ବ୍ରାଞ୍ଚକୁ ଯେବେ ବି ଆସେ ଏଇଠି ରହେ । ହରିଶ୍ ହିଁ ତା'ର ଭଲ ମନ୍ଦ ବୁଝାସୁଝା କରେ । ହରିଶ୍ ତା’ ଠାରୁ ବୟସରେ ଦୁଇଗୁଣ । ତା’ ର ସବୁଠାରୁ ଭଲ ଗୁଣ ହେଲା , ଅତିଥିଙ୍କ ପ୍ରତି ଯତ୍ନଶୀଳତା ।…

ପ୍ରତାପ ଷଡ଼ଙ୍ଗୀଙ୍କୁ ଆବଣ୍ଟିତ ହୋଇଥିବା ସରକାରୀ ଘର ଛାଡିବାକୁ ନୋଟିସ

ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ ତଥା ଏବେର ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସରକାରୀ ଆବଣ୍ଟିତ କରିଥିବା ଘର ଛାଡିବାକୁ ନୋଟିସ୍ ହୋଇଛି । ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ସରକାରୀ କୋଠା ଆବଣ୍ଟିତ କରିଥିଲେ । ଏବେ କିନ୍ତୁ ବାଲେଶ୍ୱର ସାଂସଦ ମନ୍ତ୍ରୀ ପଦରେ ନଥିବାରୁ…

ମହିଳା ହକି ଲିଗ୍ :ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲ ରନର୍ସଅପ

ଭୁବନେଶ୍ୱର: ଲକ୍ଷ୍ନୌରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୨୧ ବର୍ଷରୁ କମ ମହିଳା ହକି ଲିଗରେ ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ବୁଧବାର ଲକ୍ଷ୍ନୌରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭୁବନେଶ୍ୱର ଟିମ ୦-୫ ଗୋଲରେ ସୋନପତରେ ପ୍ରୀତମ ସିୱଚ ହକି ଏକାଡେମୀ…