‘ଓଡ଼ିଶା ସମ୍ବାଦ’ର ଖବର କପି ପେଷ୍ଟ କରୁଛି ‘ଗଞ୍ଜାମ ପୋଷ୍ଟ’ ନାମକ ଓ୍ୱେବସାଇଟ୍
ଭୁବନେଶ୍ୱର: ନକଲି ପ୍ରତି ସାବଧାନ ! ଖବରର ପ୍ରତିଯୋଗିତା ଭିତରେ ସାମ୍ନାକୁ ଆସିଛି କିଛି ଅସାଧୁ ସାମ୍ବାଦିକଙ୍କ କପି ପେଷ୍ଟ କାରନାମା । 'ଓଡ଼ିଶା ସମ୍ବାଦ' ନିଜ ପାଠକଙ୍କୁ ୨୪ ଘଣ୍ଟା ଅନବରତ ସଠିକ୍ ଏବଂ ନିର୍ଭୁଲ ଖବର ଯୋଗାଇବାରେ ପ୍ରୟାସ କରୁଛି। କିନ୍ତୁୁ ଏହାରି ଭିତରେ 'ଗଞ୍ଜାମ ପୋଷ୍ଟ'…