Latest Odisha News

BREAKING NEWS

[ଭିଡିଓ] ବିଧାନସଭା ଅଧିବେସନରେ ଅଖିଳେଶଙ୍କ ସହ ହାତ ମିଶାଇଲେ ଯୋଗୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ସୋମବାର ବିଧାନସଭା ଅଧିବେସନ ଆରମ୍ଭ ହୋଇଛି ।ଏହି ଅଧିବେସନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦତ୍ୟନାଥ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହ ହାତ ମିଳାଉଥିବା ନଜର ଆସିଛନ୍ତି । ଯୋଗୀ ଅଖିଳେଶଙ୍କ କାନ୍ଧରେ ହାତ ପକାଉଥିବା ଭିଡିଓ ଏବେ ସୋସିଆଲ…

ମାନସ ସ୍ୱାଇଁ ହତ୍ୟା ମାମଲା: ଶେଷରେ ବନ୍ଧାହେଲେ ଶର୍ମିଷ୍ଠା

ଭୁବନେଶ୍ୱର  : ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଶେଷରେ ବନ୍ଧାହେଲେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ୍ । ଭଦ୍ରକ ନଳାଙ୍ଗ ଗାଁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । କେବଳ ଶର୍ମିଷ୍ଠା ନୁହେଁ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ ।…

ବିଧାନସଭାରେ ଶ୍ରୀମନ୍ଦିର ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରାଚୀରକୁ ଲାଗି ହୋଇଥିବା ଗର୍ତ୍ତକୁ ପୋତିବାକୁ ଦାବି କଲେ ସୁର…

ଭୁବନେଶ୍ୱର : ବିଧାନସଭାରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ । ବିଧାନସଭା ଶୂନ୍ୟ କାଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଲାଗିରହିଥିବା ବିବାଦ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଶ୍ରୀମନ୍ଦିର ପାଚେରୀକୁ ଲାଗି ଯେଉଁ ବଡ ବଡ ଗାତ ଖୋଳାଯାଇଛି ସେଗୁଡିକୁ…

‘ଭୁବନେଶ୍ୱର ସାହିତ୍ୟ ପର୍ବ’ ଉଦଯାପିତ

ଭୁବନେଶ୍ୱର : ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା 'ଭୁବନେଶ୍ୱର ସାହିତ୍ୟ ପର୍ବ' ଉଦଯାପିତ ହୋଇଯାଇଛି । ଏହି ପର୍ବର ପ୍ରଥମ ପର୍ଯ୍ୟାୟରେ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଏବଂ  ନିରଞ୍ଜନ ପାଢ଼ୀ ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିଲେ।…

ମାନସ ସ୍ବାଇଁ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲେ ବିଧାୟକ ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ବର: ଆଜି ବିଧାନସଭାର ଶୁନ୍ୟକାଳରେ ଫଟୋଗ୍ରାଫର୍ ମାନସ ସ୍ବାଇଁ ହତ୍ୟା ମାମଲା ଉଠିଛି ।  ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆସାମୀ ଶର୍ମିଷ୍ଠା ରାଉତକୁ ଗିରଫ କରାଯାଇ ନାହିଁ।…

ଦେଶରେ ୨୪ ଘଣ୍ଟାରେ ୧୨୭୦ ନୂଆ ଆକ୍ରାନ୍ତ ଚିହ୍ନଟ , ୩୧ ମୃତ

ଦିଲ୍ଲୀ : ଦେଶରେ କିଛି ଦିନ ହେଲା କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ୧୨୭୦ ନୂତନ କରୋନା ସଂକ୍ରମିତ ଚିହ୍ନଟ  ହୋଇଥିବା ରେକର୍ଡ କରାଯାଇଛି । ଦିନକରେ ୩୧ ଜଣଙ୍କ ମୃତ୍ୟୁ ହୋଇଯାଇଛି । ସଂକ୍ରମଣ ହ୍ରାସ…

ରାଜ୍ୟରେ ବଢୁଛି ଖରା ପ୍ରକୋପ : ୭ଟି ସହରରେ ୪୦ ଡିଗ୍ରୀ ଟପିଛି ପାରଦ

 ଭୁବନେଶ୍ୱର:  ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିଚାଲିଥିବା ବେଳେ ୪୦ ଡେଇଁଲାଣି ପାରଦ । ଗତକାଲି ୭ଟି ସହରରେ ୪୦ ଡିଗ୍ରୀ ଟପିଛି ପାରଦ । ୪୦ ଦଶମିକ ୮ ଡିଗ୍ରୀ ସହ ସମ୍ବଲପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର । କଟକର ସର୍ବାଧିକ ତାପମାତ୍ରା ଗତକାଲି ୩୭.୪ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଓ…

ସିନେମା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲା, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର : ଫିଲ୍ମରେ ଅଭିନୟ କରାଇଦେବା ନାଁରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ପୁଲିସ ଛାନ୍ଭିନ୍ ଆରମ୍ଭ ହୋଇଥିଲା । ତେବେ ଘଟଣାର କିଛି ଦିନ ପରେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଖୋର୍ଦ୍ଧା ଅଞ୍ଚଳରୁ ଅଭିଯୁକ୍ତ ଗିରଫ ହେବା ସହିତ ତାକୁ ଥାନାରେ…

କେନ୍ଦୁଝରରେ ଭାରତ ବନ୍ଦର ପ୍ରଭାବ : ରାଜପଥ ଅବରୋଧ ,ଗାଡି ମଟର ଚଳାଚଳ ବାଧାପ୍ରାପ୍ତ

କେନ୍ଦୁଝର : ବିଭିନ୍ନ ଦାବି ନେଇ ଆଜି ଠାରୁ ଦୁଇ ଦିନ ଭାରତ ବନ୍ଦ ଡାକରା ଦିଆଯାଇଛି ।ୟୁନାଇଟେଡ ଟ୍ରେଡ ୟୁନିୟନ ପକ୍ଷରୁ ଏହି ବନ୍ଦ ଡାକାରା ଦିଆଯାଇଛି ।ଏଥିରେ ସାମିଲ ହୋଇଛନ୍ତି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଙ୍ଗଠନ । କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ଦୁଇଦିନ ଭାରତ…

ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ଭେଟିବା ପ୍ରସଙ୍ଗରେ ବିଜେପି-ବିଜେଡି ବାକଯୁଦ୍ଧ

ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନରେ ବିପୁଳ ବିଜୟ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶାସନିକ ଅଧିକାରୀ ଭେଟିବା ପ୍ରସଙ୍ଗରେ ଜୋର ଧରିଛି ରାଜନୀତି । ଅଫିସରଙ୍କୁ ଟାର୍ଗେଟ କରିଛି ବିଜେପି । ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନିକ ଅଧିକାରୀଙ୍କୁ…