Latest Odisha News

BREAKING NEWS

ମୋଦୀଙ୍କ ‘କଂଗ୍ରେସ ମୁକ୍ତ ଭାରତ’ ଅଭିଯାନ ବିରୋଧରେ ଗଡ଼କରୀ ?

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରୁ କଂଗ୍ରେସ ହଟିବା ନେଇ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାରା ଦେଉଛନ୍ତି ଅନ୍ୟପଟେ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ କହିଛନ୍ତି, ଦେଶରେ କଂଗ୍ରେସ ସୁଦୃଢ ହେବା ଦରକାର । ପାଞ୍ଚ ରାଜ୍ୟରେ କଂଗ୍ରେସ ମୂଳପୋଛ ହେବା ପରେ…

ସନେଟ : ପୂଣ୍ୟ ଜନମ ଭୂଇଁ

ଅନୀତା ପାଣି  ଏଇ ଉତ୍କଳ ସୁନାର ଉତ୍ପଳ ମୋ' ପୂଣ୍ୟ ଜନମ ଭୂଇଁ, ପହିଲି ସୂରୁଜ ସୁନେଲି ମୁରୁଜ ତା' ମାଟିକୁ ଦିଏ ଛୁଇଁ । ଭାରତ ମାତାର ଜୟ ଜୟକାରେ ଧମନୀରେ ଛୁଟେ ପ୍ରାଣ, ସୀମା ସରହଦେ ସୁପୁତ ରକ୍ଷକ ଛାତି ତା'ର ଶିରସ୍ତ୍ରାଣ । ପ୍ରଭାତେ ଓଁକାର ମନ୍ତ୍ର ବେଦଧ୍ଵନି ଆଖିପତା ଯାଏ…

ପୁସ୍ତକ ପରିଚୟ : ମହା ଜାଗୃତି

ମହା ଜାଗୃତି କବି : ଦେବରାଜ ସାହୁ ପ୍ରକାଶକ : ବନଫୁଲ ପ୍ରକାଶନୀ ପୃଷ୍ଠା : ୯୦ ମୂଲ୍ୟ : ୧୦୦ ଯେଉଁ ସାହିତ୍ୟରେ ଉଚ୍ଚମାନର ମାନବତାବାଦୀ ଚେତନା ଅତି ନିବିଡ଼ ଭାବରେ ରହିଥାଏ, ତାହା ହିଁ ମଣିଷର ଆତ୍ମାକୁ ସେତେ ଅଧିକ ଆବିଷ୍ଟ କରି ପାରିଥାଏ । ସବୁକାଳର ଅସଲ ସୃଜନଶୀଳତା ହେଉଛି…

ଅପରାଜିତାଙ୍କୁ ଖାରବେଳଙ୍କ ପ୍ରଶ୍ନ, ଦଳକୁ ଏକାଠି କରିବ କିଏ ?

ଭୁବନେଶ୍ୱର: ନିଜର ଏକ ସ୍ୱତନ୍ତ୍ର ସଙ୍ଗଠନ କରି ନିଜର ପତିଆରା ବିସ୍ତାର କରୁଥିବା ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱର ସାଂସଦଙ୍କ ବିରୋଧରେ ଏକଚାଟିଆ ନିଷ୍ପତ୍ତି ନେଉଥିବା ଅଭିଯୋଗ ଆସିଛି । ମେୟର ନିର୍ବାଚନ ବେଳେ ସାଂସଦ ଅପରାଜିତା ନିଜ ଇଚ୍ଛାରେ ପ୍ରାର୍ଥୀ ଦେଉଥିଲେ ଏବଂ ହାରିବା ପରେ…

ବୋମା ଫୁଟି ୩ ଜଣ ନାବାଳିକା ଗୁରୁତର ,ହସ୍ପିଟାଲରେ ଭର୍ତି

ଭଦ୍ରକ : ଭଦ୍ରକ ଜିଲା ଵନ୍ତ ବ୍ଲକ ତ୍ରିକୋଣ ଗାଁରେ ଅଘଟଣ । ବୋମା ଫୁଟି ୩ ଜଣ ଶିଶୁ କନ୍ୟା ଗୁରୁତର ହୋଇପଡିଛନ୍ତି । ଗୁରୁତର ନାବାଳିକା ମାନେ ହେଲେ ଦେବତା ଗଢିଆ ଅଞ୍ଚଳର ସବିତା ମୁର୍ମୁ (୯), ପୂଜା ହାଂସଦା(୧୦) ଓ ବାସନ୍ତି ହାଂସଦା (୮) । ପିଲାମାନେ ଖେଳୁଥିଲେ । ଏହି ସମୟରେ ତ୍ରୀକୋଣା…

ସପ୍ତମ ବେତନ କମିଶନର ୨୦% ବକେୟା ଦେୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

 ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କୁ ମିଳିବ ବକେୟା ଦେୟ । ସପ୍ତମ ବେତନ କମଶନ ବାବଦରେ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ସରକାରୀ କର୍ମଚାରୀ ମାନେ ସମ୍ପୁର୍ଣ୍ଣ ବକେୟା ରାଶି ପାଇପାରିବେ । ପୂୂର୍ବରୁ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ୭ମ ବେତନ କମିଶନ ବାବଦ ବକେୟା ୨୦% ଅର୍ଥ ଦେବାକୁ ନିର୍ଦ୍ଦେଶ

ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ପ୍ରକାଶ ପାଇଛି. ଏହାଦ୍ୱାରା…

ଶିମିଳିପାଳ ଅଭୟାରଣ୍ୟରେ ଲାଗିଲା ନିଆଁ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଲାଗିଲା ନିଆଁ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ, ଏବଂ ତାଳବନ୍ଧ ରେଞ୍ଜର ଚାରୋଟି ସ୍ଥାନରେ ନିଆଁ ଲାଗିଛି । ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ମାରିବା ଘଟଣା ,୯ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ମାରିବା ଘଟଣା । ଏହି ଅଭିଯୋଗରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି ।ଏହି ଅଭିଯୁକ୍ତ ମାନେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବାଣପୁର ବ୍ଲକ ପରିସରରେ ନିସ୍ତୁକ ମାଡ ମାରିଥିଲେ ।ପୋଲିସ ଏହି ଅଭିଯୁକ୍ତମାନଙ୍କୁ ବିଭିନ୍ନ ସ୍ଥାନରେ ଚଢାଉ କରି…

ପ୍ରତିଭା ଏବଂ ପ୍ରମୋଦଙ୍କୁ ପଦ୍ମ ପୁରସ୍କାର: ସମ୍ମାନିତ କଲେ ରାଷ୍ଟ୍ରପତି

ଦିଲ୍ଲୀ: ଲେଖିକା ପ୍ରତିଭା ରାୟ ଏବଂ ଆଥଲେଟ ପ୍ରମୋଦ ଭଗତଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ନିଜ କ୍ଷେତ୍ରରେ ସୁନ୍ଦର ପ୍ରଦର୍ଶନ କରିଥିବାରୁ ଏମାନଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଲେଖିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ…