କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ
ଭଦ୍ରକ : କଥାରେ ଅଛି ରଖେ ହରି ତ ମାରେ କିଏ । କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ଏପରି ଅଘଟଣ ଭଦ୍ରକ ଜିଲ୍ଲା ପିରାହାଟ ଥାନା ଛେଳିଆ ନେଇରେ ଘଟିଛି । ଲୋକମାନେ ନଦୀର ମାଛ ଧରୁଥିଲେ ହେଲେ ହଠାତ୍ ଏହି ସମୟରେ କେଉଁଠୁ କୁମ୍ଭୀର ଆସି ଯୁବକ ଗଗନ ନାଏକଙ୍କୁ ଝାମ୍ପି ନେଇଥିଲା ।…