କବିତା : ମାଆର ମମତା
ଶୁଭ୍ରାଂଶୁ ଶେଖର ମାହୁନ୍ତ
ମାଆର ମମତା ଅତୁଳନୀୟ ଯେ
ଶ୍ରଦ୍ଧାରେ ଥାଏ ଯେ ଭରା ,
ସ୍ନେହର ପଣତ ଢାଙ୍କିଥାଏ ସିଏ
ସଦା ସେ ଜୀବନସାରା ।
ନିଃସ୍ବାର୍ଥ ସମ୍ପର୍କ ନିଃସର୍ତ୍ତ ବନ୍ଧନ
ଥାଏ ତା' ସନ୍ତାନ ସହ,
ଅଳି ଅର୍ଦ୍ଦଳି ସେ ପୂରଣ କରଇ
ହୃଦୟରେ ଚାପି କୋହ ।
ଅନାବିଳ ସ୍ନେହ…