Latest Odisha News

BREAKING NEWS

ପୌର ନିର୍ବାଚନକୁ ହିଂସାମୁକ୍ତ କରିବା ନେଇ କମିଶନରେଟ ପୋଲିସର ପ୍ରସ୍ତୁତି

ଭୁବନେଶ୍ୱର  : ସରିଲା ପ୍ରଚାର ।  କାଲି ପୌର ନିର୍ବାଚନ ପାଇଁ  ଭୋଟ ହେବ । ଭୋଟିଂକୁ ଅବାଧ ହିଂସାମୁକ୍ତ କରିବାକୁ କମିଶନରେଟ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପ୍ରସ୍ତୁତି ଜୋରସୋରରେ କରିଛି । ସମସ୍ତ ପୋଲିସ ଅଧିକାରୀଙ୍କୁ ନେଇ ରିହାଲର୍ସଲ କରାଯାଇଛି । ଚଳିତ ପୌର ନିର୍ବାଚନରେ ୫୦ ପ୍ଲାଟୁନ ଫୋର୍ସ…

କବିତା : କର୍ତ୍ତବ୍ୟ

ମିନାକ୍ଷୀ ଦ୍ବିବେଦୀ  ସମସ୍ତେ ଆସନ୍ତି ଯାଆନ୍ତି ସେ(ମାଟି) କିନ୍ତୁ ମୁହଁ ପାତି ପଡ଼ି ରହିଛି କୁଆଡେ ଯିବାର ନଥାଏ, ନା ସ୍ବର୍ଗକୁ ନା ନର୍କକୁ, ନା ମନ୍ଦିରକୁ ନା ମସଜିଦକୁ, ସମସ୍ତେ ଟାଣି ହୋଇ ଆସନ୍ତି ଶେଷ ସମୟରେ। ଭଲପାଏ ସେ ସୂର୍ଯ୍ୟକୁ ତାର ଉଷ୍ଣ କିରଣକୁ, ଭଲପାଏ ଜହ୍ନକୁ ତାର…

ପୌର ନିର୍ବାଚନ ପାଇଁ ଖୋର୍ଦ୍ଧାରେ ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ

ଖୋର୍ଦ୍ଧା  : ଆସନ୍ତାକାଲି ପୌର ନିର୍ବାଚନ ପାଇଁ ବନ୍ଦ ରହିବ ଖୋର୍ଦ୍ଧା ଜିଲ୍ଲାର ଶିକ୍ଷାନୁଷ୍ଠାନ । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି । ଆଜି ଓ ଆସନ୍ତାକାଲି ସ୍କୁଲ ଏବଂ କଲେଜ ବନ୍ଦ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଆସନ୍ତାକାଲି ପୌର…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୬)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୬ କର ସାର୍‌ଙ୍କ କହିବା ମୁତାବକ ତାଙ୍କୁ କୈଣସି ମାନସିକ ଚାପଠାରୁ ଦୂରେଇ ରଖିବାକୁ ପଡିବ । ଯେତେ ଏକୁଟିଆ ହେବେ, ସେତେ ୟାଡୁସିଆଡ଼ୁ ଭାବିବେ । କଥା ବୁଲେଇ ଦେଲା କୁମାର । ହୋଉ ତେବେ ଚାଲନ୍ତୁ, ଘରେ ବସି ଆଲୋଚନା…

ହାଇଦ୍ରାବାଦର ଏକ କବାଡିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ କବାଡିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେଠାରୁ ଜଣେ ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଚାରିଆଡେ ଆତଙ୍କ…

ବାଇଡେନଙ୍କ ବୟାନ, ଖୁବଶୀଘ୍ର ବଦଳିବ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟ

ନ୍ୟୁୟର୍କ: ପୋଲାଣ୍ଡ ଗସ୍ତ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୟାନ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି ।  ଆମେରିକାର ଏହି ୪୬ ତମ ରାଷ୍ଟ୍ରପତି କହିଛନ୍ତି ଯେ ଖୁବ୍ ଶୀଘ୍ର ବଦଳିବ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟ। ଆଉ ଏହାର ନେତୃତ୍ୱ ନେବ ଆମେରିକା । ଏଥିପାଇଁ ଆମେରିକା ବିଶ୍ୱର…

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି: ଆଗକୁ ଖାଦ୍ୟ ସଙ୍କଟ ନେଇ ସତର୍କ ବାଣୀ

ଦିଲ୍ଲୀ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି । ଏହାରି ଭିତରେ ଯୁଦ୍ଧ ୨୭ଦିନରେ ପହଞ୍ଚିଥିବା ବେଳେ ସପିଂ ମଲରେ କ୍ରେମଲିନ ସେନାର ବୋମାମାଡରେ ୮ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ସତର୍କ କରାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । କହିଛନ୍ତି ୟୁକ୍ରେନ ଖାଦ୍ୟଶସ୍ୟ ଉତ୍ପାଦନକାରୀ ରାଷ୍ଟ୍ର…

ଆଜି ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ:  ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ହେବ ବନକଲାଗି ନୀତି । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର…

ହୁତ ହୁତ ହୋଇ ଜଳିଗଲା କାଠ ଗୋଦାମ, ୧୧ ଜୀବନ୍ତଦଗ୍ଧ

ସିକନ୍ଦରାବାଦ: ତେଲେଙ୍ଗାନା ସିକନ୍ଦରାବାଦର ଭୋଇଗୁଡା ଅଞ୍ଚଳରେ ଥିବା ଏକ କାଠ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାରମ୍ଭିକ ଭାବେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ନିଆଁର ଆଁରୁ ବର୍ତ୍ତିଯାଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ…

ବିଧାୟକ ପ୍ରଶାନ୍ତଙ୍କ ଗାଡ଼ି ନମ୍ବର ବଦଳାଗଲା ନା ପୂର୍ବରୁ ବଦଳାଯାଇଥିଲା

ଭୁବନେଶ୍ୱର: ଗିରଫ ହୋଇ ବାଣପୁର ଜେଲରେ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହେବ ବୋଲି ସୂଚନା ରହିଛି । ଯେଉଁ ଗାଡି ବ୍ୟବହାର କରୁଥିଲେ ବିଧାୟକ ସେଥିରେ ଲାଗିଥିବା ଗାଡି ନମ୍ବର ଆଉ ଗୋଟିଏ ଗାଡିର । ସେହି ଗାଡିଟି ହ୍ୟୁଣ୍ଡାଇ କ୍ରେଟାର ଏବଂ…