Latest Odisha News

BREAKING NEWS

‘କୃଷ୍ଣଯଶ’ ଓ ‘ସହିଷ୍ଣୁ ପାଷାଣ’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ଅଭିମାନ ପକ୍ଷରୁ ପ୍ରଥମ ପୁସ୍ତକ ଉନ୍ମୋଚନ ପର୍ବ , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ କବି ଗୋଲକ ବିହାରୀ ରଥଙ୍କର "କୃଷ୍ଣ ଯଶ "ଏବଂ ଅନୁବାଦକ ପ୍ରଦୀପ ରାୟଙ୍କର ଅନୂଦିତ ପୁସ୍ତକ "ସହିଷ୍ଣୁ ପାଷାଣ" ଉନ୍ମୋଚିତ ହୋଇଯାଇଛି।…

ଶିଶୁ କବିତା : ପତର

ପ୍ରତିଭା ସାହୁ  ପତର ପତର ନାଆଁଟି ପତର ଛୋଟ ବଡ଼ ମୋ ଆକାର ଦେହଟି ମୋହର ସବୁଜ ରଙ୍ଗର ସଦା କରେ ଉପକାର ।। ଅନେକ ସୁଗୁଣ ରହିଛି ମୋ ପାଖେ ପତରୁ ହୁଏ ଔଷଧ ହୋମ ଯଜ୍ଞ ଆଦି ପୂଜା ପାର୍ବଣରେ ଲୋଡା ହୁଏ ମୁଁ ଆଦ୍ୟ ।। ଜାତି ଜାତିକା ପତରରେ ମୋର ରନ୍ଧା ହୁଏ ପୁଣି ଶାଗ ରକ୍ତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୭ ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆମେ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ମଧ୍ୟ କହିଥାଉ, ଏହା ପ୍ରତିପାଦିତ କରେ କି ମହାପ୍ରଭୁ ଙ୍କ ପୁରୁଷ ତତ୍ତ୍ୱଟି ବିଶେଷ ଭାବରେ ଆଦୃତ। ଗୀତା କହେ "ଦ୍ଵାବିମୋୖ…

ଭାଷା ଭାଗବତ : ଲିପି ପ୍ରତି ଭୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୦  ଭାଷାରେ ଯାହା ବି ଜଟିଳ ସେ ସବୁ କରିବା ସରଳ ଯାହା ବି ରହିଛି ବିସ୍ତୃତ ସେ ସବୁ କରିବା ସଂକ୍ଷିପ୍ତ ଶିକ୍ଷଣ ଗତି ହେଲେ ଦ୍ରୁତ ଶିକ୍ଷାର୍ଥୀ ହେବେ ଉପକୃତ ବଢ଼ିବ ଭାଷାର ମହତ୍ତ୍ବ ଗୁରୁତ୍ବ ହେବ ପ୍ରତିଷ୍ଠିତ ଲିପି ପ୍ରତି…

କବିତା : ଦିନିକିଆ ପଖାଳ

ଶ୍ରୀମାନ ସର୍ବଗିଳା  ଯେବେଠାରୁ ଯୁଗ ଆଗେଇଲା ଓଡ଼ିଆଙ୍କ ପଖାଳ କଂସା ପ୍ରମୋସନ ପାଇ ଢ଼ାବା, ଷ୍ଟାର ହୋଟେଲରେ ପଶିଲା ଏବେ ବରଷକେ ଏଇ ଦିନ ଆସୁଛି ଚାର୍ଟ ଚାଉମିନ ହଟ ପିଜାଖିଆ ପାଟି ପଖାଳ କଂସାକୁ ଖୋଜୁଛି ଚୁନା ମାଛ ବଡି ଚୁରାକୁ ଶାଗ ଭଜା ଘରଣୀ ଭାଜୁଛି ଯେବେ ଏଇ ପଖାଳ ଦିବସ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୩)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୨ ଦେ ତ ଫୋନଟା । ସେବେଠୁ ଫୋନ୍ ଦେଖିନି । ସତରେ ବୈଭବଙ୍କର ଦୁଇଟି ମେସେଜ୍ ଅଛି । ଗେଟ୍‌ୱଲ୍ ସୁନ୍‌, ଟେକ୍‌ କେୟାର । ସେ ଆହୁରି ଗମ୍ଭୀର ହେଇଗଲା । ସମ୍ପର୍କମାନେ ପ୍ରକୃତରେ କ'ଣ? ଯେଉଁ ମାନେ ତା’ର…

ଅନୁବାଦ ଗଳ୍ପ : ଚେର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୮   ମୂଳ ଉର୍ଦ୍ଦୁ: ଇସମତ୍ ଚୁଘତାଇ  ଆମ ସମସ୍ତଙ୍କ ମୁହଁରୁ ରଙ୍ଗ ହଜି ଯାଇଥିଲା । ଗଲା ଛଅଦିନ ଧରି ଘରେ ଚୁଲି ଉପରେ ହାଣ୍ଡି ସୁଦ୍ଧା ବସି ନ ଥିଲା । ପିଲାମାନେ ସ୍କୁଲକୁ ବି ଯାଇ ନ ଥିଲେ ଓ ଘରେ ପାଟିତୁଣ୍ଡ କରି ସମସ୍ତଙ୍କୁ ବ୍ୟସ୍ତ…

ପ୍ରତିଶ୍ରୁତି ପୂରଣ କଲା ଜନତାଙ୍କ ‘ଆପ’, ପ୍ରଥମ କ୍ୟାବିନେଟରେ ୨୫ ହଜାର ନିଯୁକ୍ତିକୁ ମୋହର

ଚଣ୍ଡିଗଡ: ୧୦ କ୍ୟାବିନେଟ ମନ୍ତ୍ରୀ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ନେତୃତ୍ୱରେ ବସିଥିଲା ବୈଠକ । ଏହି ବୈଠକରେ ୨୫ ହଜାର ନିଯୁକ୍ତି ସୃଷ୍ଟି କରିବାକୁ କ୍ୟାବିନେଟ ନିଷ୍ପତି ନେଇଛି । ୨୫ ହଜାର ଚାକିରିରୁ ୧୫ ହଜାର ପୁଲିସ ଚାକିରି ଏବଂ ୧୦ ହଜାର ଅନ୍ୟାନ୍ୟ ବିଭାଗ ପାଇଁ ରହିବ ।…

ମହିଳା ବିଶ୍ୱକପ କ୍ରିକେଟ: ଭାରତକୁ ହରାଇ ସେମିରେ ପ୍ରବେଶ ନିଶ୍ଚିତ କଲା ଅଷ୍ଟ୍ରେଲିଆ

ଅକଲାଣ୍ଡ: ଆଇସିସି ମହିଳା ବିଶ୍ୱକପ କ୍ରିକେଟରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ୬ ୱିକେଟରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ବିଜୟ ସହ ଅଷ୍ଟ୍ରେଲିଆ ସେମି ଫାଇନାଲ ପ୍ରବେଶ ଏକ ପ୍ରକାର ନିଶ୍ଚିତ କରିଛି । ପ୍ରଥମେ ବ୍ୟାଟିଂ…

ହୋଲି ଖେଳ ହେଲା କାଳ: ଇନ୍ଦ୍ରାବତୀ ନଦୀରେ ବୁଡି ୨ ମୃତ

କୋରାପୁଟ : ହୋଲି ଖେଳ ହେଲା କାଳ । ହୋଲି ଖେଳିସାରି ଗାଧୋଇବା ବେଳେ  ଇନ୍ଦ୍ରାବତୀ ନଦୀରେ ଦୁଇ ଯୁବକ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି ।ଏହି ଦୁଇ ଜଣ ଯୁବକ ହେଉଛନ୍ତି କୋଟପାଡର ଜଗନ୍ନାଥ ମାହାପାତ୍ର ଏବଂ ଅଙ୍କୁଶ ନାୟକ । ଖବର ପାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଦମକଳ ବିଭାଗ । ଏହି…