ଶ୍ରୀବତ୍ସ ଖଣ୍ଡଶାଳ -୨
ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”
ଶ୍ରୀମନ୍ଦିରର ନିର୍ମାଣ କାଳ ୧୧ ଶ /୧୨ଶ ଶତାବ୍ଦୀରେ କଳିଙ୍ଗର ଶିଳ୍ପୀମାନେ ପ୍ରାଚୀନ ଶାସ୍ତ୍ର ବର୍ଣ୍ଣିତ ଦେବନାଗରୀ ଭାଷାର ତଥ୍ୟକୁ ନିଜ ଭାଷାରେ ଅନୁବାଦ କରିପଦ୍ୟାକାରରେ ପୁନଃଲେଖନ କ୍ଷେତ୍ରରେ ପ୍ରବୀଣ ଥିଲେ । ସେହିଭଳି…