Latest Odisha News

BREAKING NEWS

ସୁପରସୋନିକ ମିଜାଇଲ ଆକ୍ରମଣ କଲା ରୁଷ, ୟୁକ୍ରେନ ତୈଳ ଭଣ୍ଡାର ଛାରଖାର

ଦିଲ୍ଲୀ : ୟୁକ୍ରେନ-ରୁଷ ଯୁଦ୍ଧର ୨୫ ଦିନରେ ଘନ ଘନ ବୋମାମାଡ ଓ ମିଜାଇଲ ଆକ୍ରମଣ । ରବିବାର ୟୁକ୍ରେନର ଦକ୍ଷିଣରେ ଥିବା ମାଇକୋଲାଇଭ ଅଞ୍ଚଳର ସୁପରସୋନିକ ମିଜାଇଲ ମାଡ କରି ତୈଳ ଭଣ୍ଡାରକୁ ଛାର ଖାର କରିଦେଇଛି । ବ୍ଲାକ ସିିରୁ ସୁପରସୋନିକ ମିଜାଇଲ ମିଜାଇଲ ମାଡରେ ତୈଳଭଣ୍ଡାର ନଷ୍ଟ ହେବା ସହ…

ଋଷର ଜୋରଦାର ଆକ୍ରମଣ, ପ୍ରାଣ ହରାଇଲେ ୧୦୦ ଯବାନ

ଦିଲ୍ଲୀ : ଥମିବାର ନାଁ ଧରୁନି ଯୁଦ୍ଧ । ୨୫ ଦିନରେ ୟୁକ୍ରେନ ଓ୍ବାର । ଦିନକୁ ଦିନ ତୀବ୍ର ହେଉଛି ଆକ୍ରମଣ । ମାୟକୋଲେଭର ଏକ ସାମରିକ ବାରାକ ଉପରେ ଋଷ କରିଥିବା ବୋମାମାଡ ଘଟଣାରେ ମୃତ୍ୟୁସଂଖ୍ୟା ୧୦୦ରୁ ଅଧିକ ହୋଇଥିବା ଆଶଙ୍କା କରାଯାଉଛି । ବାରାକରେ ୨୦୦ରୁ ଅଧିକ ସୈନ୍ୟ ଶୋଇଥିବା ବେଳେ ଏହି…

ଦିଲ୍ଲୀରେ ବିଜେପିର ବିଜୟ ଉତ୍ସବ ଓ ମହା ବାଇକ୍ ରାଲିରେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶର ପ୍ରମୁଖ ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆଜି ଦିଲ୍ଲୀ ପ୍ରଦେଶ ବିଜେପି ତରଫରୁ ଦିଲ୍ଲୀର ବୁରାଡି ନିରଙ୍କାରୀ ପଡିଆରେ ବିଜୟ ଉତ୍ସବ ଓ ବିଶାଳ ମଟରସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଉପସଭାପତି…

[ଦେଖନ୍ତୁ ଭିଡିଓ] ପଖାଳ ଦିବସ: ସହରର ବିଭିନ୍ନ ହୋଟେଲରେ ବିଶେଷ ପ୍ରସ୍ତୁତି

କଟକ :  ଓଡିଆର ପ୍ରିୟ ଖାଦ୍ୟ ହେଉଛି ପଖାଳ । ଘରେ ଘରେ ପରିଚିତ ପଖାଳ ଓଡିଆ ଜାତିର । ଏଥିପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ଏହି ଦିବସକୁ ପାଳନ କରିଥାନ୍ତି ପଖାଳ ଦିବସ । ଆଜି ପଖାଳ ଦିବସ ଥିବାରୁ କଟକର ବିଭିନ୍ନ ହୋଟେଲ୍, ରେଷ୍ଟୁରାଣ୍ଟରେ ବିଶେଷ ପ୍ରସ୍ତୁତି କରାଯାଇଥିଲା ।…

୪୧ ଡିଗ୍ରୀ ଟପିଲା ଟିଟିଲାଗଡ଼ ସହରର ତାପମାତ୍ରା

ଭୁବନେଶ୍ୱର: ଆଜି ରାଜ୍ୟର ୫ଟି ସହହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରିରୁ ଅଧିକ ରେକର୍ଡ କରାଯାଇଛି। ୪୧.୪ ଡ଼ିଗ୍ରି ସହ ଟିଟଲାଗଡ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ସେହିପରି ବଲାଙ୍ଗୀରରେ ୪୧ ଡ଼ିଗ୍ରି, ଅନୁଗୁଳରେ ୪୦.୧ ଡ଼ିଗ୍ରି, ବୌଦ୍ଧ ଏବଂ ବାରିପଦା ରେ ୪୦ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ…

[ଭିଡିଓ] ଡ୍ରେନ ଭିତରୁ ନବଜାତ ଉଦ୍ଧାର

କେନ୍ଦୁଝର: କାହିଁକି ଅଲୋଡା ହେଉଛନ୍ତି ଶିଶୁକନ୍ୟା ? ବ୍ୟାପକ ପ୍ରଚାର ପ୍ରସାର ପରେ ମଧ୍ୟ ଆଜି ଶିଶୁକନ୍ୟ ଅଲୋଡା । କେନ୍ଦୁଝର ମେଡିକାଲ ଆହାର କେନ୍ଦ୍ର ଡ୍ରେନରୁ ଆଜି ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଉଦ୍ଧାର କରି ଶିଶୁ କନ୍ୟାଟିକୁ ଏସଏନସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।…

ଯାଜପୁର ନଦୀ ବୁଡି ଘଟଣା: ୬ ଜଣଙ୍କ ମୃତ ଦେହ ଉଦ୍ଧାର

ଯାଜପୁର: ଯାଜପୁର ବଡସୁଆର ବନ୍ଧମୁଣ୍ଡା ଖରସ୍ରୋତା ନଦୀ ବୁଡି ଘଟଣା । ଏଥିରେ ନିଖୋଜ ୬ ଜଣ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ସୁଦ୍ଧା ନିଖୋଜ ୫ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ସକାଳୁ ଶେଷ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଉଦ୍ଧାର ଯୁବକଙ୍କ ଶବ…

ପିଚୁ କଡେଇରେ ପଡ଼ିଗଲେ ୩ ଶିଶୁ, ତାପରେ….

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଞ୍ଚଳ କନକନା ଗାଁରେ ଅଘଟଣ । କନକନା ଗାଁ ରାସ୍ତା କାମ ଚାଲୁଥିଲା । ହଠାତ ପିଚୁ କଡେି ଭିତରେ ୩ ଜଣ ଶିଶୁ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ଶିଶିମାନଙ୍କୁ ଉଦ୍ଧାର କରିଥିଲେ ଗାଁ ଲୋକେ । ସୂଚନା ଅନୁସାରେ, କନକନା ଗାଁର ରାସ୍ତା କାମ ଚାଲିଛି…

[ଦେଖନ୍ତୁ ଭିଡିଓ] ନବୀନ ନିବାସରେ ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 ଭୁବନେଶ୍ୱର : ପଖାଳ ପ୍ରତିଟି ଓଡ଼ିଆର ହାଣ୍ଡିଶାଳର ପରିଚୟ । ପଖାଳ ଦିବସ ପାଳନରୁ ବାଦ ପଡିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ ହୋଇ ଆସୁଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନବୀନ ନିବାସରେ ପାଳନ କରିଛନ୍ତି ପଖାଳ…

ବସ୍ତିପିଲାଙ୍କ ସହ ହୋଲି ପାଳିଲା ଅଙ୍କୁର ଫାଉଣ୍ଡେସନ

ଭୁବନେଶ୍ୱର: ଅଙ୍କୁର ଫାଉଣ୍ଡେସନ ପକ୍ଷରୁ ୧୮ ତାରିଖରେ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଏକ ନିଆରା ଆୟୋଜନରେ ଫାଉଣ୍ଡେସନ ତରଫରୁ ବସ୍ତିରେ ରହୁଥିବା ପିଲାଙ୍କ ସହିତ ରଙ୍ଗ ଖେଳ କରା ଯାଇଥିଲା। ପିଲାଙ୍କୁ ହୋଲି ଖେଳିବା ପାଇଁ ରଙ୍ଗ ଓ ପିଚକାରୀ ଉପହାର ଦେବାସହ ସୁରକ୍ଷିତ ଓ ସୁନ୍ଦର ହୋଲି ପାଳନର…