Latest Odisha News

BREAKING NEWS

ସ୍ୱପ୍ନାଦେଶ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଫଗୁଣ ମାସ ପଶିକି ଏଇ ଦିନେ ଦି ଦିନ ହେଇଥିବ। ଗାଁରେ ସେତେବେଳକୁ ଜମିବାଡ଼ିରେ ଏତେ କିଛି କାମ ନାହିଁ। ମାଘ ମାସ ସୁଦ୍ଧା ସମସ୍ତଙ୍କ ଧାନ ଅମଳ ସରିଛି। ସେଥିପାଇଁ କେହି କେହି ଜମିରେ ମୁଗ ବିରି ବୁଣିଛନ୍ତି ତ ଆଉ କିଏ ଖରାଦିନିଆ ପନିପରିବା…

ଅଡୁଆରେ ଅକ୍ଷୟଙ୍କ ବଚ୍ଚନ ପାଣ୍ଡେ ଫିଲ୍ମ: ଆଗରେ ଆରଆରଆର ପଛରେ ଦି କଶ୍ମୀର ଫାଇଲ୍ସ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ବଚ୍ଚନ ପାଣ୍ଡେ ଫିଲ୍ମ ରିଲିଜ ହୋଇଯାଇଛି । ତେବେ ଏହି ଫିଲ୍ମ ନେଇ ଦର୍ଶକଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ଅକ୍ଷୟଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ଦି କଶ୍ମୀର ଫାଇଲ୍ସ ଫିଲ୍ମ ଜବରଦସ୍ତ କଲେକ୍ସନ ଜାରୀ କରିଛି…

ହୋଲି ପୂର୍ବରୁ ବିଭିନ୍ନ ରଙ୍ଗ ବିକ୍ରି ଦୋକାନରେ ପୋଲିସର ଚଢାଉ

ଭୁବନେଶ୍ୱର : ହୋଲି ପାଇଁ ଚଳଚଞ୍ଚଳ ରାଜଧାନୀର ରଙ୍ଗ ବଜାର ।ହୋଲି ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ରଙ୍ଗ ଦୋକାନରେ କମିଶନରେଟ୍ ପୋଲିସ ଚଢାଉ କରିଛି । ହର୍ବାଲ ରଙ୍ଗ ଛଡା ଆଉ ସବୁ ରଙ୍ଗକୁ ହୋଲି ଖେଳ ପାଇଁ ବାରଣ କରାଯାଇଛି । ହୋଲି ବଜାରରେ ଦୋକାନୀ ମାନେ ଅପମିଶ୍ରିତ ରଙ୍ଗ ବା କେମିକାଲ ରଙ୍ଗ…

ବାଂଲଦେଶରେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ

ଢ଼ାକା: ସୁଚିନ୍ତିତ ଯୋଜନା ଅନୁସାରେ ବାଂଲାଦେଶରେ ହିନ୍ଦୁ ମନ୍ଦିରକୁ ଦୂବୃତମାନେ ଟାର୍ଗେଟ କରୁଛନ୍ତି । ଶୁକ୍ରବାର ଢ଼ାକାର ଇସ୍କନ ରାଧାକାନ୍ତ ମନ୍ଦିର ଉପରେ ହଠାତ ୨୦୦ ଲୋକ ଆକ୍ରମଣ କରିଥିଲେ । ମନ୍ଦିରକୁ ଭଙ୍ଗାରୁଜା କରିବା ସହ ଲୁଟପାଟ କରିଥିଲେ । ଏଥିରେ ୩ଜଣ ବ୍ୟକ୍ତି ଆହତ ହୋଇଛନ୍ତି ।…

ହୋଲି ଖେଳ ସାରି ଗାଧୋଇବା ହେଲେ କାଳ : ଖରସ୍ରୋତା ନଦୀରେ ବୁଡି ଜଣେ ମୃତ , ୫ ନିଖୋଜ

ଯାଜପୁର : ହୋଲି ଖେଳ ସାରି ଗାଧୋଇବା ହେଲା କାଳ ।ଯାଜପୁର ଟାଉନ ଥାନା ବଡ ସୁଆର ଅଞ୍ଚଳରେ ଅଭାବନୀୟ ଘଟଣା । ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡିଯାଇ ୬ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ।ଜଣଙ୍କୁ ଉଦ୍ଧାର କରାଯାଇ…

ଭାରତ କେଉଁ ଦେଶରୁ ଅଧିକ ଅଶୋଧିତ ତେଲ ଆମଦାନୀ କରେ ?

ନୂଆଦିଲ୍ଲୀ: ଭାରତ ନିଜର ତୈଳ ଆବଶ୍ୟକତାକୁ ପୂରଣ କରିବାକୁ ଯେଉଁ ପଦକ୍ଷେପ ନେଇଛି ତାକୁ ରାଜନୀତିକରଣ କରିବା ଠିକ୍ ନୁହେଁ । ଯେଉଁ ଦେଶମାନେ ତୈଳ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କିମ୍ବା ଯେଉଁ ଦେଶ ଋଷ ପାଖରୁ ତେଲ ଆମଦାନୀ କରନ୍ତି ସେମାନେ ସେମାନେ ପ୍ରତିବନ୍ଧକ ବାଣିଜ୍ୟକୁ ସମର୍ଥନ କରିପାରିବେ…

ନନ୍ଦନକାନନରେ ତୃତୀୟଥର ପାଇଁ ଶାବକ ଜନ୍ମ ଦେଲା ସିଂହୀ ବିଜଲୀ

ଭୁବନେଶ୍ୱର : ନନ୍ଦନକାନନରେ ଖୁସି ଖବର ଆଣିଲା ସିଂହୀ ବିଜଲୀ ।ତୃତୀୟ ଥର ପାଇଁ ମା’ ହୋଇଛି ସିଂହ ବିଜଲୀ । ଆଜି ଭୋରର ୨.୧୫ ମିନିଟ୍ ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପୂର୍ବରୁ ବିଜଲୀ ୪ଟି ଶାବକ ଜନ୍ମଦେଇଥିଲା । ସେମାନଙ୍କ ମଧ୍ୟରୁ ୨ ଟି ମୃତ୍ୟୁ ଘଟିଥିବା ବେଳେ ୨ ଟି ଶାବକ ବଡ…

ଚା’, ନୁଡୁଲ୍ସ ପରେ ବଢିଲା ସାବୁନ ଏବଂ ଡିଟରଜେଣ୍ଟ ଦାମ୍

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଚା', ନୁଡୁଲ୍ସ ଏବଂ କ୍ଷୀରର ଦାମ ବଢିଥିଲା। ଏବେ ସାବୁନ ଏବଂ ଡିଟରଜେଣ୍ଟର ଦାମ ବଢିଛି । ହିନ୍ଦୁସ୍ଥାନ ୟୁନିଲିଭର କମ୍ପାନୀ ଏହି ଦାମ ବଢାଇବାକୁ ନିଷ୍ପତ୍ତି ନେଇଛି। ବିଗତ ୬ ମାସ ମଧ୍ୟରେ ଏଫଏମସିଜି କମ୍ପାନୀ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡ (ଏଚୟୁଏଲ) ୨୫ରୁ…

ଜେଲେଁସ୍କିଙ୍କୁ ମିଳିବ ନୋବେଲ ପୁରସ୍କାର !

କୀଭ: ରୁଷିଆ ବିରୋଧରେ ଲଢ଼ୁଥିବା ୟୁକ୍ରେନ ଏବଂ ଏହାର ରାଷ୍ଟ୍ରପତି ଭ୍ଲାଡିମିର ଜେଲେଁସ୍କି ଏବେ ସାରା ବିଶ୍ୱରେ ଚର୍ଚ୍ଚିତ ଓ ପ୍ରଶଂସନୀୟ ହୋଇ ପଡିଛନ୍ତି । ରିପୋର୍ଟ ମୁତାବକ ୟୁରୋପର କେତେକ ବଡ ନେତା ଜେଲେଁସ୍କିଙ୍କୁ ନୋବେଲ ପୁରସ୍କାର ଦେବା ପାଇଁ ଦାବୀ କରିଛନ୍ତି । ଏଥିପାଇଁ ଏହାର ଚୂଡାନ୍ତ…

ଜି.ଉଦୟଗିରିରେ ଜମୁଛି ପ୍ରଚାର, ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀମାନେ

କନ୍ଧମାଳ : ପ୍ରଚାରରେ କମ୍ପୁଛି ଗାଁ ଗଣ୍ଡା । ଆସନ୍ତା ୨୪ ତାରିଖରେ ଜି ଉଦୟଗିରି ଏନଏସିରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି ।ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି ବିଜେଡି ଓ କଂଗ୍ରେସ ନିଜ ନିଜ ରଣନୀତି ଆରମ୍ଭ…