Latest Odisha News

BREAKING NEWS

[ଦେଖନ୍ତୁ ଭିଡ଼ିଓ] ଲକ୍ଷ୍ମଣେଶ୍ୱର ମହାଦେବ ମନ୍ଦିର ଶିବଲିଙ୍ଗରେ ଲକ୍ଷେ ଛିଦ୍ର ରହସ୍ୟ

ଭୁବନେଶ୍ୱର: ଆମ ଚାରିପଟେ ଅନେକ ମଠ ମନ୍ଦିର ସବୁ ରହିଛି। ହେଲେ ଏମିତି କିଛି ମନ୍ଦିର ରହିଛି ତାହା କିନ୍ତୁ ଟିକେ ଭିନ୍ନ। ଆମେ ଅନେକ ମହାଦେବଙ୍କ ମନ୍ଦିର ଦେଖିଛେ। ହେଲେ ଛତିଶଗଡ଼ରେ ରହିଥିବା ମହାଦେବଙ୍କ ମନ୍ଦିର କଥା ଶୁଣିଲେ ବେଶ ଆଶ୍ଚର୍ଯ୍ୟ ଲାଗିଥାଏ। ଏଠାରେ ରହିଛି ଲକ୍ଷ୍ମଣେଶ୍ୱର ମନ୍ଦିର।…

ଅନୁବାଦ କବିତା : ପ୍ରେମ ପ୍ରେମ ପ୍ରେମ

ମୂଳ ରଚନା : ଡେରେକ ୱାଲକର୍ଟ  ସମୟ ଆସିବ, ଯେତେବେଳେ ଅତି ଆନନ୍ଦରେ ନିଜ ଘରର ଦ୍ୱାର ଦେଶରେ ନିଜ ଆସିବାକୁ ଅଭ୍ୟର୍ଥନା ଜଣାଇବ , ତୁମ ନିଜ ଆଇନାରେ ନିଜକୁ ଅନାଇ ପରସ୍ପରକୁ ସ୍ୱାଗତ କରିବ ଏବଂ କହିବ ଏଇଠି ବସ, ଖାଅ । ତୁମେ ପୁଣିଥରେ ତୁମ ଅଚିହ୍ନା ନିଜକୁ ଭଲ ପାଇବ। ବାଢି ଆଣ…

ବିବେକଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ କଙ୍ଗନା !

ମୁମ୍ବାଇ: ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଏବେ ସାରା ଭାରତରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ତାଙ୍କ ନିର୍ଦ୍ଦେଶିତ ଦି କଶ୍ମୀର ଫାଇଲ୍ସ ଏବେ ସାରା ଭାରତରେ ସଫଳତାର ନୂତନ ଅଧ୍ୟାୟ ସୃଷ୍ଟି କରିଛି । ବିବେକ, ଅନୁପମ ଖେର ଓ ମିଥୁନ ଚକ୍ରବର୍ତିଙ୍କ କମ୍ବିନେଶନ ଫିଲ୍ମକୁ ଜୀବନ୍ତ…

ଭାଷା ଭାଗବତ : କାହାର ସହିତ?

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୫୭ ଏତଦ୍‌ବ୍ୟତୀତ ଏହାଛଡ଼ା କେଉଁ ଶବ୍ଦଟି ଏବେ ଲୋଡ଼ା ଏତଦ୍ଦ୍ବାରା କି ଏହାଦ୍ବାରା କେଉଁଟି ଚଳେ ଭାଷା ସାରା? ଅଗୋଚର ଅର୍ଥ ଅଜଣା ଅଗ୍ରିମ ଅର୍ଥ ତ ବଇନା ଊର୍ଦ୍ଧ୍ୱ ଉପର ବୋଲି ଜଣା ତଦ୍ରୂପ ସେହିପରି ଗଣା ଅଜସ୍ର ବୋଇଲେ ବହୁତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୧୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଏ ବ୍ରହ୍ମlଣ୍ଡର ସର୍ବମୟ କର୍ତ୍ତା। କାରଣ ବୋଲି ବିବେଚନା କରି ଆମେ ଜାଣିଲେ ଯେ ସେହି ପରଂବ୍ରହ୍ମଙ୍କ ଇଛା ଶକ୍ତିରୁ ସୃଷ୍ଟି ପ୍ରକାଶିତ ହେଲା। ଏକ…

ନିଆରା ପରମ୍ପରା, ହୋଲିରେ ଗଧ ଉପରେ ବସନ୍ତି ନବବିବାହିତ ଜ୍ୱାଇଁ ପୁଅ

ଭୁବନେଶ୍ୱର: ଶୀତ ଋତୁର ଅନ୍ତ ଓ ଗ୍ରୀଷ୍ଣ ଋତୁର ପ୍ରାରମ୍ଭରେ ପଡିଥାଏ ହୋଲି ପର୍ବ । ଭାରତର କୋଟିକୋଟି ହିନ୍ଦୁଧର୍ମୀ ଏହି ଦିନ ପରସ୍ପର ଦେହରେ ରଙ୍ଗ ବୋଳି ନିଜ ପରମ୍ପରାକୁ ବଜାୟ ରଖିଆସିଛନ୍ତି । ତେବେ ରାଜ୍ୟକୁ ରାଜ୍ୟ ଓ ଜିଲ୍ଲାକୁ ଜିଲ୍ଲା ହୋଲି ପର୍ବ ପାଳନ କରିବା ନେଇ ଭିନ୍ନଭିନ୍ନ…

[ଭିଡିଓ] କୋରାପୁଟ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ଶୁଣାଣି

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଆଜି ରାୟ ଶୁଣାଣି ହୋଇଛି । ଆଡହକ ଆଡିସନାଲ ସେସନ ଜଜ, ଫାଷ୍ଟଟ୍ରାକ ସ୍ପେସିଆଲ କୋର୍ଟ ଜୟପୁର ପ୍ରଦୀପ କୁମାର ସାସମଲ ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ ଶୁଣାଣି କରିଛନ୍ତି । ଅଭିଯୁକ୍ତ…

ପୋଲାଣ୍ଡର କ୍ୟାରୋଲିନା ହେଲେ ନୂତନ ବିଶ୍ୱ ସୁନ୍ଦରୀ

ନୂଆଦିଲ୍ଲୀ: ପୋଲାଣ୍ଡର କ୍ୟାରୋଲିନା ବିଲାୱସ୍କା ମିସ ୱାର୍ଲ୍ଡ (ବିଶ୍ୱ ସୁନ୍ଦରୀ) ୨୦୨୧ ଟାଇଟଲ ନିଜ ନାମରେ କରିଛନ୍ତି । ଜାମାଇକାର ଟୋନୀ ଏନ ସିଂ ତାଙ୍କୁ ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧାଇଥିଲେ । ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଶ୍ରୀ ସୈନୀ ପ୍ରଥମ ରନର୍ସଅପ ଏବଂ ଆଇଭରୀ କୋଷ୍ଟର…

କଟକ ପୋଲିସ ହାବୁଡରେ ଦୁଇ ସାଇବର ଠକ, ୩ଶହ ସିମ୍‌କାର୍ଡ ଜବତ

କଟକ : ପୋଲିସ ହାବୁଡରେ ସାଇବର ଠକ । ସାଧାରଣ ଲୋକଙ୍କୁ ଫୋନକରି ସାଇବର ଠକେଇ କରୁଥିବା ଅଭିଯୁକ୍ତଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ସାଇବର ଥାନା ପୋଲିସ । ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଲେ ବାଲେଶ୍ୱରର ସୁଶାନ୍ତ କୁମାର ବେହେରା ଓ ଶଙ୍କର ଦାସ । । ଗିରଫ ଅଭିଯୁକ୍ତଙ୍କ ଠାରୁ ତିନୋଟି…

ଭାରତରେ ବିକ୍ରୟ ହେଉଛି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ନାଁରେ ଚା’ ପତି

ଭୁବନେଶ୍ୱର: ୟୁକ୍ରେନ୍ ଓ ଋଷିଆର ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱର ଧ୍ୟାନ ଆକର୍ଷଣ କରିଛି । ଆଖି ଆଗରେ ୟୁକ୍ରେନ୍‌କୁ ଧ୍ୱସ୍ତ କରିବାରେ ଲାଗିପଡିଛି ପୁତିନଙ୍କ ନୃଶଂସ ସେନା । ଏପରି ସ୍ଥିତିରେ ବି ୟୁକ୍ରେନ୍ ରାଷ୍ଟ୍ରପତି ଭଲ୍‌ଡିମିର୍ ଜିଲେନ୍‌ସ୍କି ବିଚଳିତ ନହୋଇ ନିଜ ଜନତାଙ୍କ ସହ ଠିଆ…