Latest Odisha News

BREAKING NEWS

ଦିଲ୍ଲୀ ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ ଏୟାରପୋର୍ଟ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଟରନାଶନାଲ ଏୟାରୋର୍ଟ ବିଶ୍ୱ ସ୍ତରରେ ରେକର୍ଡ କରିଛି । ଦିଲ୍ଲୀ ହେଉଛି ବିଶ୍ୱର ଦ୍ୱିତୀୟ ବ୍ୟସ୍ତ ବହୁଳ ଏୟାୋର୍ଟ । ଗତ ମାର୍ଚ୍ଚ ମାସରେ ୩.୬୧ ମିଲିଅନ ଯାତ୍ରୀ ଦିଲ୍ଲୀ ଏୟାରୋର୍ଟ ଦେଇ ଯାତ୍ରା…

ଅଧା ରାସ୍ତାରେ ଦୁର୍ଘଟଣା, ଅଧୁରା ରହିଗଲା ଗୁପ୍ତେଶ୍ୱର ଦର୍ଶନ

ଜୟପୁର: ବୋଧ ହୁଏ ଭାଗ୍ୟରେ ନଥିଲା ଗୁପ୍ତେଶ୍ୱର ଦର୍ଶନ । ରାସ୍ତା ମଝିରେ ବାଟ ହୁଡିଥିଲେ ଯମ । ଫେଲ୍ ମାରିଥିଲା ବ୍ରେକ୍‌, ହେଲେ ପାସ୍ କରିଥିଲା ମୃତ୍ୟୁର ଫର୍ମାନ୍ । ଗୁପ୍ତେଶ୍ୱର ଦର୍ଶନ କରିବାକୁ ଘରୁ ବାହାରିଥିବା କିଛି ଲୋକ ଅଧା ରାସ୍ତାରେ ଦୁର୍ଘଟଣାର ଶିକାର ହେବା ପରେ ଶୋକର ବାତାବରଣ…

[ଦେଖନ୍ତୁ ଭିଡିଓ] ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିଛି ଚାଷୀକୂଳ

ସୁବର୍ଣ୍ଣପୁର : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଅଖିମୁଠି ଅନୁକୂଳ କରିଛି ଚାଷୀକୂଳ। ମାଟିମାଆକୁ ପୂଜା କରି ଆଜିର ଦିନରେ ଚାଷୀ ଚାଷ ଅନୁକୂଳକରିଥାଏ। ଅନ୍ୟ ସ୍ଥାନ ଭଳି ସୁବର୍ଣ୍ଣପୁରରେ ମଧ୍ୟ ଚାଷୀ ଅଖି ମୁଠି ପର୍ବ ପାଳନ କରିଛି। ସୁ ମଧୁର ହଳିଆ ଗୀତର ସୁରେ ସୁରେ ଜିଲ୍ଲା ପରିଷଦ…

ବ୍ରଜରାଜନଗର ଉପନିର୍ବାଚନ : ପ୍ରତିକ୍ରିୟା ରଖିଲେ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା

ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନରେ କିଏ ହେବ ବିଜେପି ପ୍ରାର୍ଥୀ ? ପ୍ରତିକ୍ରିୟା ରଖିଲେ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା । ଦଳ ମୋତେ ପ୍ରସ୍ତୁତ ରହିବା ପାଇଁ କହିସାରିଛି । ମୁଁ ଲଢେ ବୋଲି ହାଇକମାଣ୍ଡ ଚାହୁଁଛନ୍ତି । ନାଁ ଘୋଷଣା ହୋଇଗଲେ ଲଢିବା ପାଇଁ ପ୍ରସ୍ତୁତ ହେବି । ସେପଟେ,…

ସୁନା ଚୋରି ଘଟଣାର ପର୍ଦ୍ଦଫାଶ: ଦୁଇ ଅଭିଯୁକ୍ତ ଗିରଫ

ରାୟଗଡା : ଗୁଣୁପୁର ପୁଲିସର ବଡ଼ସଫଳତା। ସୁନା ଚୋରି ଘଟଣାର ପର୍ଦ୍ଦଫାଶ କରିଛି ପୁଲିସ। ଘଟଣାସ୍ଥଳରୁ ପ୍ରାୟ ୧କେଜି ୪ଶହ ଗ୍ରାମ ସୁନା ଜବତ କରିବା ସହିତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ଯାଜପୁରର ଅଜର୍୍ୁନ ପ୍ରଧାନ ଓ ଭଞ୍ଜନଗରର ତରୁଣ ଦାସ ବୋଲି ଜଣାପଡ଼ିଛି। ଉଭୟ…

ଶ୍ରୀମନ୍ଦିରରେ ଅନୁକୂଳ ହେବ ରଥ ନିର୍ମାଣ, ୨୧ ଦିନ ଚାପ ଖେଳିବେ ମହାପ୍ରଭୁ

ଆଜି ଶ୍ରୀମନ୍ଦିରରେ ୨ଟି ପର୍ବ ପାଳନ କରାଯିବ । ଗୋଟିଏ ରଥ କାଠ ଅନୁକୂଳ ହେବ ଓ ଅନ୍ୟଟି ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଚାପ ଖେଳିବାର ପରମ୍ପରା ରହିଛି । ପବିତ୍ର ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ ରଥ ନିର୍ମାଣ ଆରମ୍ଭ ହେବ । ବନଜାଗ ବିଧିରେ ପୂଜା କାର୍ଯ୍ୟ ସହ ସୁନା…

[ଦେଖନ୍ତୁ ଭିଡିଓ] ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଲୋକମାନଙ୍କ ସମସ୍ୟାର ସମାଧାନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜ଼ିଲ୍ଲାରେ ରାଜ୍ୟ ସରକାରଙ୍କ ତରଫରୁ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟ ସରକାରଙ୍କର ସବୁ ବିଭାଗ ପ୍ରତେକ ପଂଚାୟତ ସ୍ତରରେ ପହଂଚି ଲୋକ ମାନଙ୍କର ପ୍ରତି ସମସ୍ୟାକୁ ବୁଝି ତାହାକୁ ସମାଧାନ…

ସ୍ୱଳ୍ପ ଗଳ୍ପ : ମାର୍ଟିନଙ୍କ ଶବ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୯  ପରିକଳ୍ପନା ଅନୁସାରେ ଲଣ୍ଡନର ଏକ ଶବାଗାରରୁ ଗୋଟିଏ ଶବକୁ ଆଗ ଚିହ୍ନଟ କରାଯାଇଥିଲା । ଶବକୁ ବାଛିବା ପାଇଁ ଅନେକ ସମୟ ନିଆଯାଇଥିଲା । ବେଶ୍ କେତୋଟି ଶବାଗାରକୁ ଭଲ ଭାବରେ ଦେଖାଯାଇଥିଲା । ଶବକୁ ବାଛିବା ବେଳେ…

ପାଣିରେ ଭାସମାନ ସହର ନିର୍ମାଣ କରିବ ଦକ୍ଷିଣ କୋରିଆ

ବୁସାନ: ବିଶ୍ୱାସ ନ ହେଲେ ବି ସତ । ଦକ୍ଷିଣ କୋରିଆ ପାଣିରେ ଏକ ଭାସମାନ ସହର ନିର୍ମାଣ କରିବା ପାଇଁ ସମସ୍ତ ଯୋଜନା ପ୍ରସ୍ତୁତ କରିସାରିଛି । ୧୫୩୦ କୋଟି ଟଙ୍କାରେ ଏହି ଭାସମାନ ସହର ଗତ ବର୍ଷରୁ ପ୍ଳାନିଂ କରାଯାଇଥିଲା । ଏବେ ଏହାର ଥ୍ରୀଡି ଡିଜାଇନ ପ୍ରସ୍ତୁତ କରାଯାଇଛି । ୨୦୨୫ ସୁଦ୍ଧା ଏହାର…

[ଦେଖନ୍ତୁ ଭିଡିଓ] କାଠମାଣ୍ଡୁ ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀ : ଭିଡିଓ ଜାରି କରି ଘେରିଲା ବିଜେପି

ଦିଲ୍ଲୀ : ମଙ୍ଗଳବାର ଦିନ ଏକ ବିଦେଶୀ ନାଇଟ୍ କ୍ଲବରେ ଦେଖିବାକୁ ମିଳିଛନ୍ତିି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଏକ ନାଇଟ କ୍ଲବ ପବରେ ରାହୁଲଙ୍କୁ ଜଣେ ନେପାଳି ବାନ୍ଧବୀଙ୍କ ସହ ଦେଖିବାକୁ ମିଳିଛି । ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାହୁଲ ଗାନ୍ଧୀଙ୍କୁ ଘେରିଛି ବିଜେପି । ଏହି…