Latest Odisha News

BREAKING NEWS

ବିଜେପି ପ୍ରାର୍ଥୀଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ, ଗୁରୁତରଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ନର: ପୋଷ୍ଟର ମାରିବାକୁ ନେଇ ରାଜଧାନୀରେ ହିଂସା । ବିଜେପି କର୍ପୋରେଟର ପ୍ରାର୍ଥୀ ଧରିତ୍ରୀ ଜେନାଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତ୍ରିରେ ସଂଘବଦ୍ଧ ଭାବେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତରଙ୍କୁ ରାଜଧାନୀ…

ଦୁର୍ଘଟଣା ପରେ ଲଙ୍କାକାଣ୍ଡ

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ଜାତୀୟ ରାଜପଥର ୫୩ରେ ସର୍ଲାପାଲି ଛକ ନିକଟରେ ଦୁର୍ଘଟଣା । ମର୍ଣ୍ଣିଂୱାକରେ ଯିବା ବେଳେ ବରିଷ୍ଠ ଆଇନଜିବୀଙ୍କ ଉପରେ ଅଙ୍ଗୁର ବୋଝେଇ ଟ୍ରକ୍‌ ମାଡ଼ି ଗଲା । ମୃତକଙ୍କ ନାଁ ଉମେଶ ଚନ୍ଦ୍ର ପ୍ରଧାନ ଓ ଘର ସାକ୍ଷୀପଡ଼ାରେ । ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର…

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୭ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ । ୭ଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିଥିଲେ । ସେଠାରୁ ୭ ଜଣଙ୍କର ପୋଡି…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନରେ ବଡ଼ ସଫଳତା । ପୃଥକ ପୃଥକ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡ଼ିଲା ୪ ଆତଙ୍କୀଙ୍କ ମୁଣ୍ଡ । ଏଥିସହ ଜଣେ ଆତଙ୍କବାଦୀକୁ ଜୀବନ୍ତ କାବୁ କରିଛନ୍ତି ସୁରକ୍ଷାବାହିନୀ। ଜମ୍ମୁ-କଶ୍ମୀରର ଗାନ୍ଦେରବଲ, ପୁଲୱାମା ଓ ହାଣ୍ଡୱାରାରେ ଏହି…

ରାଜ୍ୟରେ ୨-୩ ଡିଗ୍ରୀ ଯାଏ ବଢ଼ିବ ଦିନର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବଢିବ ତାତି । ୨ ରୁ ୩ ଡ଼ିଗ୍ରୀ ଯାଏ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ୨ରୁ ୩ ଡ଼ିଗ୍ରୀ ଯାଏ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।…

କବିତା ଅତୀତର ଅନୁଭୂତି ସହ ଭବିଷ୍ୟତର ସ୍ୱର

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ଗୋବିନ୍ଦ ଚନ୍ଦ୍ର ଦାଶଙ୍କର ଚାରିଗୋଟି କବିତା ସଙ୍କଳନ ଫେରିବା ବାଟରେ , ଅମୃତ ଆଲେଖ୍ୟ , ଶ୍ରୀଜଗନ୍ନାଥ ଭଜନ ଶତକ ଓ ଶ୍ରୁତି ସଂଜୀବନୀ ସହିତ ଏ ବି ପ୍ରଡକ୍ସନ ଦ୍ୱାରା ଏକ ମ୍ୟୁଜିକ ଭିଡ଼ିଓ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପ ମହାମାୟା ବା ଯୋଗମାୟାଙ୍କ ବିଷୟରେ ଆଲୋଚନା ସମୟରେ ଗୋଟିଏ କଥା ମନେ ରଖିବାକୁ ହେବ ଯେ ପରମାତ୍ମାଙ୍କ ଇଛାଶକ୍ତି ବଳରେ ପ୍ରକୃତି…

ଶ୍ରୀବତ୍ସ ଖଣ୍ଡଶାଳ -୧

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ” ସର୍ବଭାରତୀୟ ମନ୍ଦିର ସ୍ଥାପତ୍ୟର କ୍ରମବିକାଶ କ୍ଷେତ୍ରରେ ଉତ୍ତର ଭାରତୀୟ ନାଗର ସ୍ଥାପତ୍ୟ ଶୈଳୀରେ ମୂଳ ଗଣ୍ଡି ମଧ୍ୟରେ ଦ୍ରାବିଡ଼ ଓ ବେସର ସ୍ଥାପତ୍ୟର ମିଶ୍ରଣ ଓ ସମନ୍ୱୟ ପ୍ରତିଷ୍ଠା କରି ପ୍ରାଚୀନ କଳିଙ୍ଗରେ ଯେଉଁ…

ଗଳ୍ପ : ସଂସ୍କାର

ରଶ୍ମିତା ଦାସ ରୀନା ନୂଆ ବାହା ହେଇ ଦୁଇ ମାସ ପରେ ପ୍ରଥମ ଥର ଘରକୁ ଫେରିଛି । ଘରର କିଛି ଅସୁବିଧା ବଶତଃ ପ୍ରଥମ ଥର ଫେରିବାରେ ଡେରି ହେଇ ଯାଇଥିଲା ।ଫେରିଲା ବେଳକୁ ଘର ବନ୍ଧୁ ବାନ୍ଧବରେ ଭରି ହେଇ ଯାଇଥିଲା । ସାହି ପଡିଶା ଲୋକ ମଧ୍ୟ ଅପେକ୍ଷାରେ ଅଛନ୍ତି । ରୀନାକୁ ଦେଖିବା ପାଇଁ ।…

ତିନି ଶହ ରାମାୟଣ (୨)

ମୂଳ ରଚନା  : ଏ. କେ. ରାମାନୁଜନ୍  ଏହା କହିବା ଅନାବଶ୍ୟକ, ଏହି ଶହ ଶହ ରାମାୟଣର କଥା ପରସ୍ପରଠାରୁ ଭିନ୍ନ । ମୁଁ ଏହିଠାରେ ଜାଣିଶୁଣି କଥା ଶବ୍ଦଟିର ବ୍ୟବହାର କରୁଛି ଏବଂ ପ୍ରକାର କିମ୍ବା ରୂପର ବ୍ୟବହାର କରୁନାହିଁ । କାରଣ ପ୍ରକାର କିମ୍ବା ରୂପ ଶବ୍ଦମାନଙ୍କର ବ୍ୟବହାର କଲେ ଆମେ ବୋଧହୁଏ…