Latest Odisha News

BREAKING NEWS

କିଏ ଏହି ‘ସାହେବ’?, ଯାହାଙ୍କ ଜାଲରେ ନପଡିବାକୁ ନିବେଦନ କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ସାହେବ ବୋଲି ସମ୍ବୋଧନ କରି ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀଙ୍କ ଉପରେ ମାନସିକ ଚାପ ପ୍ରୟୋଗ କରାଯାଉଛି । ଏଥିରେ ନପଡିବାକୁ ଅନୁରୋଧ…

ହିଞ୍ଜିଳି ଶେରଗଡର ନବ ନିର୍ବାଚିତ ପ୍ରତିନିଧିଙ୍କୁ ବିକାଶ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ହିଞ୍ଜିଳି ଓ ଶେରଗଡର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦଳ ମତରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଛନ୍ତି ।…

ଭାଇରାଲ୍ ପୋଷ୍ଟମୋର୍ଟମ୍: ଋଷ ସ୍ନାଇପର୍‌ଙ୍କୁ ଠାବ କରୁଛି ଖାର୍କିଭ ପାନ୍ଥର୍‌, କେତେ ସତ ?

ଭୁବନେଶ୍ୱର: ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧକୁ ନେଇ ପ୍ରତିଦିନ ପ୍ରତିକ୍ଷଣରେ କିଛିନାକିଛି ଖବର ସାମ୍ନାକୁ ଆସୁଛି । ଏଥିମଧ୍ୟରୁ କିଛି ସତ ସାବ୍ୟସ୍ତ ହେଉଥିଲାବେଳେ ଆଉ କିଛି ଗୁଜବ ଭାବେ ସାମ୍ନାକୁ ଆସିଥାଏ । ଏହି ଧାରାରେ ଜଣେ ସୈନ୍ୟ ସହ ଏକ ବିଲେଇର ଫଟୋ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।…

ଭାରତ-ଶ୍ରୀଲଙ୍କା ଦିବାରାତ୍ର ଟେଷ୍ଟରେ ଏହି ରେକର୍ଡ ପ୍ରତି ନଜର ରହିବ

ବାଙ୍ଗାଲୋର: ଭାରତ-ଶ୍ରୀଲଙ୍କା ମଧ୍ୟରେ ଶନିବାର ଏଠାରେ ଚଳିତ ଟେଷ୍ଟ କ୍ରିକେଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମୁକାବିଲା ଖେଳାଯିବ । ଆସନ୍ତୁ ଜାଣିବା ଏହି ଦିବାରାତ୍ର ଟେଷ୍ଟରେ କେଉଁ କେଉଁ ରେକର୍ଡ ପ୍ରତି ନଜର ରହିବ । କ୍ରମାଗତ ୧୫ ସିରିଜ ଜିତିବା ଲକ୍ଷ୍ୟରେ ଟିମ ଇଣ୍ଡିଆ: ଭାରତ ଏହି…

ପେଟିଏମକୁ ଝଟକା, ନୂଆ ଗ୍ରାହକ ଯୋଡିବା ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପେଟିଏମ୍ ଉପରେ ରୋକ୍ ଲଗାଇଛନ୍ତି । ଏଣିକି ଏହି ପେଟିଏମ୍ ବ୍ୟାଙ୍କ ନୂଆ ଗ୍ରାହକ ଯୋଡିପାରିବ ନାହିଁ । ଆରବିଆଇ ଏପରି ଆଦେଶ ଦେବା ପୂର୍ବରୁ ମେଟେରିଆଲ ସୁପରଭାଇଜର ସହିତ ଜଡିତ ଅନେକ ପ୍ରସଙ୍ଗ ଉପରେ ଚିନ୍ତାବ୍ୟକ୍ତ କରିଥିଲା । ଏପରି ଚିନ୍ତାବ୍ୟକ୍ତ…

ସିଙ୍ଗର ମିକା ସିଂଙ୍କ ସ୍ୱଂୟମ୍ବର ପ୍ରମୋ ଭିଡିଓ ରିଲିଜ

 ମୁମ୍ବାଇ : ସିଙ୍ଗର୍ ମିକା ସିଂଙ୍କ ପାଇଁ ଚାଲିଛି ଝିଅ ଖୋଜା । ରିଆଲିଟି ସୋ ଜରିଆରେ ସ୍ୱଂୟମ୍ବର କରି ନିଜ ପାଇଁ ଜୀବନସାଥୀ ଖୋଜିବେ ମିକା ସିଂ । ରିଆଲିଟି ସୋ ‘ମିକା ଦି ବୋଟି’ ରେ ଆସି ନିଜ ପାଇଁ ଝିଅ ଖୋଜିବେ ମିକା ସିଂ ।ଆଉ ଏହି ରିଆଲିଟି ସୋ କୁ ନେଇ ବେଶ୍ ଏକ୍ସାଇଟେଡ୍ ଅଛନ୍ତି ମିକା…

ଚୀନକୁ ପୁଣି ଫେରିଲା କରୋନା

ବେଜିଂ: କରୋନାର ଏନ୍ତୁଡିଶାଳ ଭାବେ ବିବେଚିତ ଚୀନକୁ ପୁଣି ଫେରିଛି ଏହି ଭାଇରସ । ରିପୋର୍ଟ ମୁତାବକ ଚାଙ୍ଗଚୁନ ସହରରେ ଏହା ଦ୍ରୁତ ଗତିରେ ବ୍ୟାପିବାରୁ ଲକଡାଉନ ନିୟମ ଲାଗୁ କରାଯାଇଛି । ୯୦ ଲକ୍ଷ ବିଶିଷ୍ଟ ଏହି ସହର ଏବେ ପୁଣି ନୀରବ ପାଲଟି ଯାଇଛି । ଅତ୍ୟାବଶକୀୟ ସେବାକୁ ଛାଡି ଅନ୍ୟ ସବୁ…

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ, ୧୦୦ ପ୍ରଶ୍ନ ପ୍ରସ୍ତୁତ

 ଭୁବନେଶ୍ୱର : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ । ଏଥିପାଇଁ ପ୍ରାୟ ୧୦୦ ପ୍ରଶ୍ନ ପ୍ରସ୍ତୁତ ହୋଇଛି ।ରମେଶ ରିମାଣ୍ଡ ସମୟରେ ଭୁଲ ତଥ୍ୟ ଦେଉଥିବା ଓ ତଦନ୍ତରେ ସହଯୋଗ କରୁନଥିବା ଅଭିଯୋଗରେ ପଲିଗ୍ରାଫ୍ ଟେଷ୍ଟ ହେବ । ଏନେଇ ରମେଶ ସ୍ୱାଇଁ ମଧ୍ୟ ସହମତି ପ୍ରକାଶ କରିଛି ।…

ଆସନ୍ତୁ ଜାଣିବା କିପରି ଥିଲା ବିଜେପି ବିଜୟରେ ଆନ୍ତର୍ଜାତୀୟ ମିଡିଆର ପ୍ରତିକ୍ରିୟା

ଭୁବନେଶ୍ୱର: ୫ଟି ରାଜ୍ୟର ବିଧାନସଭା ନିର୍ବାଚରେ ବିଜେପି ୪ଟିରେ ବିଜୟ ହାସଲ କରି ପୁନର୍ବାର ମୋଦି ମ୍ୟାଜିକ ବଜାୟ ରଖିଛି । ପଞ୍ଜାବରେ କେବଳ ଆମ ଆଦମୀ ପାର୍ଟି ବିଜୟ ହାସଲ କରିଛି । ଆସନ୍ତୁ ଜାଣିବା କଣ ରହିଥିଲା ଉତରପ୍ରଦେଶ ନିର୍ବାଚନରେ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ବିଜୟ ନେଇ…

ରାଜସ୍ଥାନର ବୋଲିଂ କୋଚ ହେଲେ ମାଲିଙ୍ଗା

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଆଗାମୀ ଆଇପିଏଲ ସଂସ୍କରଣ ପାଇଁ ଶ୍ରୀଲଙ୍କାର ପୂର୍ବତନ ପେସ ବୋଲରଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରିଛି । ମାଲିଙ୍ଗାକୁ ଦଳର ଫାଷ୍ଟ ବୋଲିଂ କୋଚ କରାଯାଇଛି । ସେ ତାଙ୍କ ସାଥୀ ଖେଳାଳି କୁମାର ସାଙ୍ଗକାରାଙ୍କ ସହ ମିଳିତ ଭାବେ କାମ କରିବେ । ସୂଚନାଯୋଗ୍ୟ,…