Latest Odisha News

BREAKING NEWS

ଭାଷା ଭାଗବତ : ସୁରକ୍ଷା ଓ ସଂସ୍କାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୨  ଲିପିରେ ଥାଏ ବର୍ଣମାନ ଯାହାର ଯେତେ ପ୍ରୟୋଜନ ସେ କରେ ସେତେ ବ୍ୟବହାର ସଂହାର ନ ହୁଏ କାହାର ସୁରକ୍ଷା ସହିତ ସଂସ୍କାର ଭାଷାରେ ଚଳେ ନିରଂତର ଅଲୋଡ଼ା ସମସ୍ତ ବିବାଦ ସଂବାଦ ଅବା ବିସଂବାଦ ଜୀବନ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୫)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୫ ସେଇଟିକୁ କ'ଣ ସୁକାନ୍ତି ପଢିଦେଲାକି ତା’ ଆଖିରେ? ସେଥିପାଇଁ କ'ଣ ସିଧା ତା'କୁ ହିଁ ଫୋନ୍ କରି ଡାକିଦେଲା! ଓଫ୍‌...ଆଜି ଏ କି ଅଦ୍ଭୁତ କଥା ସେ ଭାବିଯାଉଛି ? ଏଇ ଅବସ୍ଥାରେ ତାଙ୍କ ଯତ୍ନ ନେବା ବେଶୀ ଆବଶ୍ୟକ ।…

ଭାରତ ରାଜନୈତିକ ଇତିହାସରେ ପ୍ରଥମ: ୧୩ ଜଣ ଡାକ୍ତର ହେଲେ ଲୋକଙ୍କ ପ୍ରତିନିଧୀ

ଭୁବନେଶ୍ୱର: ପଞ୍ଜାବ ବିଧାନସଭା ନିର୍ବାଚନରେ ୧୩ ଜଣ ଡାକ୍ତର ବିଧାୟକ ନିର୍ବାଚିତ ହୋଇଛନ୍ତି । ଯାହା ଭାରତ ରାଜନୈତିକ ଇତିହାସରେ ପ୍ରଥମ ଥର ହୋଇଛି । ଏଭଳି ଦାବି କରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଶୁକ୍ରବାର ଦିନ ସେ ଟ୍ୱିଟ୍ କରି ସୂଚନା ଦେଇ ସୂଚନା ଦେଇଛନ୍ତି ।…

ସାହସ ଦରକାର

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସଭାରେ ଠିଆ ହୋଇ ଭାଷଣ ଦେବା ହେଉ, ଅଥବା ପଚାଶ ଲୋକଙ୍କୁ ସାମ୍ନା କରିବା, ଜଣେ ମନୋବଳ ଜୁଟାଇ ସହଜରେ ଏ କାମ କରିପାରିବ। କିନ୍ତୁ ନିତିଦିନିଆ ଜୀବନରେ ପ୍ରତିମୁହୂର୍ତ୍ତରେ ଯଦି ସାମାଜିକ ନିନ୍ଦା, ଅପବାଦ ବା ପ୍ରତିବନ୍ଧକକୁ ସାମ୍ନା…

ସିକେ ନାଇଡୁ ଟ୍ରଫି: ଆୟୋଜକଙ୍କ ମଧ୍ୟରେ ରହିଲା ଓସିଏ, ତ୍ରିଭେନ୍ଦ୍ରମରେ ଖେଳିବ ଓଡିଶା ଟିମ

ଭୁବନେଶ୍ୱର: ସିକେ ନାଇଡୁ କ୍ରିକେଟ ଟ୍ରଫି ଆୟୋଜକଙ୍କ ମଧ୍ୟରେ ଓସିଏ ସ୍ଥାନ ପାଇଛି । ନାଗାଲାଣ୍ଡ, ମିଜୋରମ, ମେଘାଳୟ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଖେଳାଯିବାକୁ ଥିବା ପ୍ଲେଟ ଗ୍ରୁପର ମୁକାବିଲା ମାର୍ଚ୍ଚ ୧୭ରୁ ଓଡିଶାର ୨ଟି ଭେନ୍ୟୁରେ ଖେଳାଯିବ । ଏହା ପୂର୍ବରୁ ଏଠାରେ ରଣଜୀ ଟ୍ରଫି…

ରାଜଧାନୀରେ ପୁଣି ମାତିଲେ ପଲସର ଲୁଟେରା

ଭୁବନେଶ୍ୱର: ପୁଣି ରାଜଧାନୀରେ ମାତିଲେ ପଲସର ଲୁଟେରା ଗ୍ୟାଙ୍ଗ । ହେଲମେଣ୍ଟ ପିନ୍ଧି ଆସି ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୩ ଲକ୍ଷ ନଗଦ କ୍ୟାସ୍ । ଏଭଳି ଘଟଣା ଘଟିଛି ଶୈଳଶ୍ରୀ ବିହାର ଅଞ୍ଚଳରେ । ଲୁଟ୍ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି ଗୁଜୁରାଟର ଜଣେ ବେପାରୀ ।   …

ପାକିସ୍ତାନରେ ହିଟ୍ କଲା ଭାରତୀୟ ମିସାଇଲ୍, ଘଟଣାର ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ପାକିସ୍ତାନରେ ହିଟ୍ କରିଛି ଭାରତୀୟ ମିସାଇଲ୍ । ଏହା ଭାରତ ପଟୁ ଭୁଲବସତଃ ଫାୟାରିଂ ହୋଇଥିବା ଜଣାପଡ଼ିଛି । ଏଥିରେ ପାକିସ୍ତାନର କୌଣସି କ୍ଷୟ କ୍ଷତି ହୋଇନଥିବା ଜଣାପଡ଼ିଛି । ଏହା ଭୁଲରେ ହୋଇଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତ୍ରୁଟି ସ୍ୱୀକାର କରାଯାଇଛି। ଗୁରୁବାର…

କଏଦୀ ହେବେ ଆତ୍ମନିର୍ଭଶୀଳ, ୩ଦିନ ଇଂଲିସ୍ କ୍ଲାସ ସାଙ୍ଗକୁ କମ୍ପ୍ୟୁଟର ଶିକ୍ଷା

ଝାରସୁଗୁଡ଼ା: କଏଦୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆଜି ଝାରସୁଗୁଡ଼ା ଜିଲ୍ଳା ଉପ-କାରାଗାରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ରେଞ୍ଜ ଡିଆଇଜି ଅନସୂୟା ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ, ଏଲଇଡି ବଲବ୍, ଏସେମ୍ବଲିଂ ୟୁନିଟ୍ ଏବଂ ଡିଟରଜେଣ୍ଟ…

କେଶ ପ୍ରତିରୋପଣ କରିବାର ୨୪ ଘଣ୍ଟା ପରେ ଯବାନଙ୍କ ମୃତ୍ୟୁ, ମେ’ରେ ହୋଇଥାନ୍ତା ବାହାଘର

ପାଟଣା: ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ବିହାରରେ ଜଣେ ଯୁବକ କେଶ ପ୍ରତିରୋପଣ କରିବାର ୨୪ ଘଣ୍ଟା ପରେ ପ୍ରାଣ ହରାଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ବିହାରର ସ୍ପେଶାଲ ପୋଲିସର ଜଣେ ଯବାନ । ସେ ପାଟନାରେ ନିୟୋଜିତ ଥିଲେ । ମୁଣ୍ଡରେ କେଶ ପ୍ରତିରୋପଣ ପରେ ଯୁବକ ଜଣକ ତାଙ୍କ କ୍ୱାର୍ଟରକୁ…

ପାକିସ୍ତାନ ସୀମାରେ ଭୁଲରେ ପଶିଗଲା ଭାରତୀୟ ମିସାଇଲ

ନୂଆଦିଲ୍ଲୀ: ପାକିସ୍ତାନ ସୀମା ମଧ୍ୟକୁ ଭୁଲରେ ଏକ ଭାରତୀୟ ମିସାଇଲ ପ୍ରବେଶ କରିଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହା ଭୁଲ ବୋଲି ସ୍ୱୀକାର କରିଛି । ମାର୍ଚ୍ଚ ୯ରେ ରୁଟିନ ମେଂଟନାନ୍ସ ଚେକିଂ ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମିସାଇଲଟି…