Latest Odisha News

BREAKING NEWS

କିଏ ଧରିବ ମଣିପୁର ମଙ୍ଗ? ଏବେ ସୁଦ୍ଧା ଟ୍ରେଣ୍ଡରେ ବହୁ ଆଗରେ ବିଜେପି

ମଣିପୁର : ଚାଲୁଛି ଭୋଟ୍ ଗଣତି । ମଣିପୁର ମଙ୍ଗ କିଏ ଧରିବ ସେନେଇ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ୍ । ସକାଳ ୧୦ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡରେ କଂଗ୍ରେସ ମାତ୍ର ୧ଟା ଆସନରେ ଥିବାବେଳେ ୨୨ଟି ଆସନରେ ଆଗେଇ ଚାଲିଛି ବିଜେପି । ସେହିପରି ଟ୍ରେଣ୍ଡ ହିସାବରେ ଅନ୍ୟାନ୍ୟ ୮ଟି ଆସନରେ ଆଗେଇ ଚାଲିଛନ୍ତି…

‘ନିର୍ବାଚନ କମିଶନ ୱାନ ନେଶନ, ୱାନ ଇଲେକ୍ସନ ପାଇଁ ପ୍ରସ୍ତୁତ’

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି । ଗଣତି ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା କହିଛନ୍ତି, ନିର୍ବାଚନ କମିଶନ ୱାନ ନେଶନ, ୱାନ ଇଲେକ୍ସନ ପାଇଁ ପ୍ରସ୍ତୁତ ରହିଛି । କିନ୍ତୁ ଏପରି କରିବାକୁ ହେଲେ ପ୍ରଥମେ ଆମ ସମ୍ବିଧାନରେ ନିୟମ…

କାଉଣ୍ଟିଙ୍ଗ ଆରମ୍ଭରୁ ବିଶୃଙ୍ଖଳା: ଇଭିଏମ ମେସିନକୁ ନେଇ ବିବାଦ

ଭୁବନେଶ୍ୱର: ୫ଟି ରାଜ୍ୟରେ ବିଧାନସଭା ଆସନ ନେଇ ଭୋଟ ଗଣତି ଜାରି ରହିଛି । ହେଲେ ଆରମ୍ଭରୁ ହିଁ ବାରାଣସିରେ ଦେଖାଦେଇଛି ବିବାଦ । ଭୋଟ ପାଇଁ ବ୍ୟବହୃତ ଇଭିଏମ ମେସିନରେ ଅନିୟମିତତାକୁ ନେଇ ବାରାଣସୀରେ ବିବାଦୀୟ ପରିସ୍ଥିତିି ଦେଖାଦେଇଛି । ବାରାଣସି ସମେତ ଅନ୍ୟ କିଛି ଅଞ୍ଚଳରେ ଇଭିଏମସ ବ୍ୟାଲାଟ…

ଅନୁବାଦ କବିତା : ବିମାନ ପରିଚାରିକା

ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ କକପିଟରେ ବିଶ୍ରାମହୀନ ସୂର୍ଯ୍ୟାଲୋକର ଝୁଲନ୍ତ ଖରା ପ୍ରପେଲାରରେ ଆତ୍ମହରା ବିଂଶ ଶତାଦ୍ଦୀ ଯେମିତି ରକ୍ ଆଣ୍ଡ ରୋଲରେ ପ୍ରିସଲିର ସ୍ୱର ତାପରେ ଉଡ଼ିଯାଅ , ପକ୍ଷୀ ପରି ପ୍ରବାସକୁ ଏ ଜାଗାରେ କିଏ ରହେ ? ମୁହଁ ଓ ଛାତିରେ ତୁଷାରର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୭  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଭୈରବ ଓ ମା ବିମଳାଙ୍କୁ ଭୈରବୀ ବୋଲି ବିବେଚନା କରି ଶ୍ରୀପୀଠକୁ ମହାପୀଠ ରୂପେ ପ୍ରମାଣ କରାଯାଇଛି। ଶାସ୍ତ୍ର ମତରେ "ଉତ୍କଳେ ନାଭିଦେଶଶ୍ଚ, ବିରଜା…

ଭାଷା ଭାଗବତ : ଏକାକୀ ସେବାରତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୫୦  ପହଁରା ଆସେ ମୋତେ, ସତ ନଦୀରେ ଥିଲେ ଜଳାବର୍ତ ତତ୍କାଳ ପଡ଼େନାହିଁ ଡେଇଁ ଦେଖେଁ କେବଳ ତଟେ ଥାଇ କଥା ବୋଇଲେ କୋଳାହଳ ଯୁକ୍ତି ମାତ୍ରକେ ଗଂଡଗୋଳ ଯେଉଁଠି ଗୋଷ୍ଠୀର ପ୍ରବୃତ୍ତି ସେଆଡ଼େ ଯାଏନାହିଁ ମତି…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୩ ସତରେ ସିଙ୍ଗାପୁର ନୁହେଁ ଏଇଟା ସ୍ୱର୍ଗପୁର । ଇଉ କାଣ୍ଟ ଇମାଜିନ୍ । ମୁଁ ବହୁତ ଖୁସି । ଏ ଚିକମିକ୍ ସହରରେ କି ଆକର୍ଷଣ! ଯାହା ହେଲେ ବି ଦେଶ ବାହାରର କଥା କିଛି ଅଲଗା । ଇଛା ହେଉଛି ସାରା ଜୀବନ ଏଇଠି…

ଛତ୍ରବଜାର ବ୍ରିଜ୍ ଭୁଷୁଡ଼ିବା ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା, ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: କଟକ ଛତ୍ରବଜାର ପରିବା ମାର୍କେଟ୍ ନିକଟରେ ବ୍ରିଜ୍ ଭୁଷୁଡ଼ିବା ଘଟଣାର ଆରଡିସିସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବ୍ରିଜ୍ ଭୁଷୁଡ଼ିବା  ଯୋଗୁ ପ୍ରାଣ ହରାଇଥିବା ୨ଜଣ ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି…

ନଡ୍ଡାଙ୍କ ସାମ୍ନାରେ ରାଜ୍ୟ ବିଜେପିର ଗୁମର ଖୋଲିଲେ ପ୍ରଭାରୀ ପୂରନ୍ଦେଶ୍ୱରୀ !

ଭୁବନେଶ୍ୱର: ରାଜ୍ୟ ବିଜେପିର ପଞ୍ଚାୟତ ପ୍ରଦର୍ଶନକୁ ନେଇ ବିଜେପି ସଭାପତି ଜେପି ନଡ୍ଡା ବୈଠକ କରିଛନ୍ତି । ପ୍ରଭାରୀ ଡି. ପୂରନ୍ଦେଶ୍ୱରୀ , ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ତିନି ସାଧାରଣ ସମ୍ପାଦକଙ୍କୁ ନେଇ ଶନିବାର ଦିଲ୍ଲୀରେ ବୈଠକ ବସିଥିଲା ବୋଲି ସୂଚନା ମିଳିଛିା ଏହି ବୈଠକରେ…

ୟୁକ୍ରେନକୁ ଯୁଦ୍ଧ ବିମାନ ପଠାଇବ ନାହିଁ ଜର୍ମାନୀ

ବର୍ଲିନ: ରୁଷ ବିପକ୍ଷ ଯୁଦ୍ଧରେ ୟୁକ୍ରେନକୁ ଆଜି ପୁଣି ଆଉ ଏକ ଝଟକା ଲାଗିଛି । ବର୍ତମାନ ପରିସ୍ଥିତିରେ ୟୁକ୍ରେନକୁ ଯୁଦ୍ଧ ବିମାନ ପଠାଯାଇ ପାରିବ ନାହିଁ ଜର୍ମାନୀ କହିଛି । ପୂର୍ବରୁ ପୋଲାଣ୍ଡର ପ୍ରସ୍ତାବକୁ ଆମେରିକା ମନା କରିବାରୁ ଆମେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛୁ ବୋଲି ଜର୍ମାନୀ…