Latest Odisha News

BREAKING NEWS

ଭୁବନେଶ୍ୱର ମେୟର ନିର୍ବାଚନ: ବିଜେଡିର କ୍ଲିନ୍ ସୁଇପକୁ ରୋକିବେ କି ବିଜେପିର ତିନି ତୁଙ୍ଗ ନେତା ?

ଭୁବନେଶ୍ୱର: ପଂଚାୟତ ନିର୍ବାଚନର ଫଳାଫଳ ପୌର ଏବଂ ମହାନଗର ନିଗମ ନିର୍ବାଚନରେ ଯେମିତି ନପଡିବ ସେ ନେଇ ଅଣ୍ଟା ଭିଡିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏବେ ପ୍ରଚାର ମୈଦାନକୁ…

ସ୍ୱୟମ୍ବର ପାଇଁ ମିକା ନେଇଛନ୍ତି ୫୦ କୋଟି !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂଙ୍କ ସ୍ୱୟମ୍ବର ଏବେ ପ୍ରଶଂସକ ମହଲରେ ଚର୍ଚ୍ଚାର କାରଣ ସାଜିଛି । ରିପୋର୍ଟ ମୁତାବକ ମିକା ଏହି କାର୍ଯ୍ୟକ୍ରମ ପାଇଁ ୫୦ କୋଟି ଟଙ୍କା ନେଇଛନ୍ତି । ଅବଶ୍ୟ ଏ ନେଇ ଶୋର ନିର୍ମାତା କିମ୍ବା ମିକାଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ ।…

ଅବସର ଘୋଷଣା କଲେ ଶ୍ରୀସନ୍ଥ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର ଏସ.ଶ୍ରୀସନ୍ଥ ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଭାରତ ପକ୍ଷରୁ ୨୭ ଟେଷ୍ଟ, ୫୩ ଦିନିକିଆ ଓ ୧୦ ଟି୨୦ ମ୍ୟାଚ ଖେଳିଥିବା ଶ୍ରୀସନ୍ଥଙ୍କ କ୍ୟାରିୟରର ଏଥିସହ ସମାପ୍ତି ଘଟିଛି । ଏହା ମୋ ଜୀବନର ସବୁଠାରୁ କଷ୍ଟଦାୟ…

ଭୁଷୁଡିଲା ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ: ଜଣେ ମୃତ, ୨ଜଣ ଗୁରୁତର

କଟକ : କଟକରେ ଅଘଟଣ । ଛତ୍ର ବଜାର ନିକଟରେ ଭୁଷୁଡିଲା ଛତ୍ର ବଜାର ପୋଲ। ପୋଲ ଭୁଷୁଡି ଜଣେ ମୃତ, ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ପୋଲ ନିର୍ମାଣ କାମ ଚାଲିଥିବା ସମୟରେ ମାଟି ଅତଡା ଖସି ପୋଲ ଭୁଷୁଡିଥିବା ସୂଚନା । ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରୁଥିବା ପୋଲ ଭୁଷୁଡିବା ଫଳରେ କିଛି…

ଠିକାଦାରଙ୍କୁ ଦଣ୍ଡିତ କରିବା ବଦଳରେ ଲୋକଙ୍କୁ ନାଲି ଆଖି ଦେଖାଉଛନ୍ତି ସରକାର: ବିରୋଧୀ

ଭୁବନେଶ୍ୱର: ନୂଆ ପିଚୁ ପଡିଥିବା ରାସ୍ତାକୁ ମାସକ ଭିତରେ ଯିଏ ଉଠାଇଲେ ହେବ କାର୍ଯ୍ୟାନୁଷ୍ଠାନ । ମଙ୍ଗଳବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ପ୍ରଦୀପ କୁମାର ସାମଲ ଏଭଳି ଚେତାବନୀ ଦେବା ପରେ ଏହାକୁ ନେଇ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଲୋକେ ରାସ୍ତା…

ଦେବେନ୍ଦ୍ର ଫଡନାଭିିସଙ୍କୁ ଅଟକ ରଖିଲା ମହାରାଷ୍ଟ୍ର ପୋଲିସ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ସ୍ଥାନୀୟ ପୋଲିସ ଅଟକ ରଖିଛି । ଏନସିପି ନେତା ନୱାବ ମଲିକଙ୍କ ଇସ୍ତଫା ଦାବୀରେ ଆଜାଦ ମୈଦାନରୁ ବିଜେପି ପକ୍ଷରୁ ଫଡନାଭିସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା । ପୋଲିସ ସେମାନଙ୍କୁ ମେଟ୍ରୋ…

ତୀବ୍ରତର ହେଉଛି ଋଷ-ୟୁକ୍ରେନ୍ ଯୁଦ୍ଧ: ଆର୍ଥିକ ସ୍ତରରେ ଋଷ ପ୍ରଭାବିତ ହେଉଥିବା ୟୁକ୍ରେନର ଦାବି

ଦିଲ୍ଲୀ : ତୀବ୍ରରୁ ତୀବ୍ରତର ହେଉଛି ଋଷ-ୟୁକ୍ରେନ୍ ଯୁଦ୍ଧ। ଲାଗୁନି ବିରାମ । ଋଷ ତରଫରୁ ଆଜକୁ ୧୪ ଦିନ ହେବ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ଏହାରି ମଧ୍ୟରେ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଦେଇଛି ଋଷ ସେନା । ଏହାସହ ୟୁକ୍ରେନର ହଜାର ହଜାର ସାଧାରଣ ନାଗରିକ ପ୍ରାଣ ହରାଇ ସାରିଛନ୍ତି…

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲା : ୩୨ ବର୍ଷ ପରେ ପେରାରିଭଲନଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାଲାରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ କରିଛନ୍ତି । ୩୨ ବର୍ଷ ପରେ ଦୋଷୀ ପେରାରିଭଲନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଟାଡା ଅଦାଲତ ଏବଂ ସୁପ୍ରିମକୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ…

[ଦେଖନ୍ତୁ ଭିଡିଓ] ୟୁକ୍ରେନରୁ ଫେରିଲେ ଓଡ଼ିଶା ଛାତ୍ରୀ

ଭଦ୍ରକ : ଦିନକୁ ଦିନ ଋଷ-ୟୁକ୍ରେନ୍ ଯୁଦ୍ଧ ତୀବ୍ରତର ହେଉଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟ ଫେରିବାରେ ଲାଗିଛନ୍ତି । ଏବେ ସୁଦ୍ଧା ବହୁ ଛାତ୍ରଛାତ୍ରୀ ଫସି ରହିଥିବା ବେଳେ ଫେରିବାକୁ ଅନୁରୋଧ କରିଚାଲିଛନ୍ତି । ସେହିଭଳି ଓଡ଼ିଶାର  ଜଣେ ଛାତ୍ରୀ ସେଠାରୁ ନିଜ ଘରକୁ ଫେରିଛନ୍ତି।…

ଜମ୍ମୁ-କଶ୍ମୀର ବିସ୍ଫୋରଣରେ ଜଣେ ମୃତ, ୧୩ ଗୁରୁତର ଆହତ

ଦିଲ୍ଲୀ: ଜମ୍ମୁ-କଶ୍ମୀରର ଉଧମପୁରରେ ଆଜି ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଫଳରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି । ଏମାନଙ୍କୁ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲେ ଏଯାଏଁ ବିସ୍ଫୋରଣର କାରଣ ଜଣାପଡିନାହିଁ । ଏନେଇ ସେନା…