Latest Odisha News

BREAKING NEWS

ଦୋକାନୀଙ୍କୁ ଗୁଳିମାଡ଼ : ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଖଡିବାହାଲି ଛକ ନିକଟରେ ଜଣେ ଦୋକାନୀଙ୍କୁ ଗୁଳିମାଡ଼  । ଗୁରୁତର ଅବସ୍ଥାରେ ଦୋକାନୀ ଜଗବନ୍ଧୁ ମହାପାତ୍ରଙ୍କୁ ପ୍ରଥମେ ହରିଚନ୍ଦନପୁର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ଦୁଇ ଜଣ ଯୁବକ ମାତାଲ…

ପୁରୀ ଅଭିମୁଖେ ଭୁବନେଶ୍ବର ସାଂସଦ ଅପରାଜିତା

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ମଧ୍ୟରେ ଆଜି ପୁରୀ ଗସ୍ତ କରୁଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ପୂର୍ବାହ୍ନରେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଟ୍ୱିଟ୍‌ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି : ଚାରି ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ…

ବ୍ୟଙ୍ଗ : ଭଗବାନ ତୁସି ଗ୍ରେଟ ହୋ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଚାର ଏଇ କିଛି ଦିନ ତଳର କଥା । ସନ୍ଧ୍ୟାରେ ପତ୍ନୀଙ୍କ ସାଙ୍ଗରେ ଝଗଡା । ଝଗଡାଟା ମୋର ଦେହସୁହା କଥା । କାରଣ ତାଙ୍କ ଅଭିଯୋଗର ତାଲିକା ଏତେ ଲମ୍ବା ଯେ ତାକୁ ପୂରା କରୁ କରୁ ଦାମ୍ପତ୍ୟର ଗୋଟିଏ ଜନ୍ମର ବାରଅଣା ଜୀବନ ସରିଗଲାଣି । ଆହୁରି ଛଅ ଜନ୍ମ ପାଇଁ…

କବିତା : ପ୍ରକୃତି ରାଣୀ

ବାସନ୍ତୀ ଲତା ଜେନା  ପ୍ରକୃତି ରାଣୀ ସ୍ରଷ୍ଟାଙ୍କର ସୃଷ୍ଟି ଅତୁଳନୀୟ ସୁଷମା ଶୋଭା ଭଣ୍ଡାରର ଗନ୍ତାଘର ସେତ ତାକୁ ଦେବା କି ଉପମା ll ସବୁଜିମା ଭରା ଏ ସାରା ଧରଣୀ ସତେ କି ପିନ୍ଧିଛି ପାଟ ବନ ଉପବନ ମନୋହର ଦିଶେ ଦିଶୁ ଥାଏ ଝଟ ଝଟ ll ପାହାଡି ଝରଣା କୁଳୁ କୁଳୁ ନାଦେ ତଳକୁ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୧  ଆଉ କେତେ ଦିନ ଏଇ ଗେଷ୍ଟ ହାଉସ୍‌ରେ ରହିଥିବ ଅରୁ? ଠିକ୍ କହିଲ କୁମାର । କାଲି ହିଁ ଗାଁ ଆରପାଖ ମନ୍ଦିର ପାଖରେ ଗୋଟେ ଘର ବୁଝିଛି । ଦୁଇ ବଖରା । ବାରି ବଗିଚା । ଆଗରୁ ଯିଏ ରହୁଥିଲେ, ଏବେ ଛାଡିଛନ୍ତି ।…

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ଷଷ୍ଠ ଭାଗ’ ରହସ୍ୟବାଦର ଅସଲ ନିର୍ଯ୍ୟାସ ହେଉଛି କ୍ଷୁଦ୍ର ମଧ୍ୟରେ ବୃହତ୍ତରର ଆବିଷ୍କାର ଓ ଦର୍ଶନ। ପିଣ୍ଡ ଭିତରେ ବ୍ରହ୍ମାଣ୍ଡର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ଧାରଣା।ତେଣୁ ଆଧ୍ୟାତ୍ମିକତା କେବଳ ନିଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ନୁହେଁ…

ଭାଷା ଭାଗବତ : ଭାଷା ଏକ ସିଂଧୁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୮ ଧ୍ବନି ଓ ବର୍ଣ ଜଳକଣା ଶବ୍ଦ ତ ଜଳବିଂଦୁ, ଜଣା ବିଂଦୁ ମିଶିଲେ ଭାଷାସିଂଧୁ ଏ ସତ୍ୟ ବୁଝୁଁ, ଏବେ ବଂଧୁ ଭାଷାର ପୁସ୍ତକ ପସରା ଅଟଂତି ବହୁ ଜଳଧାରା ଝରଣା ନଦୀ ଯୋର ନାଳ ରୂପରେ ମୂଳତଃ ନିର୍ମଳ ଭାଷାସିଂଧୁରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୫୫   ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସାକାର ବିଗ୍ରହ ଉପାସନା କରିବା ବେଳେ ଆମେ ଲକ୍ଷ୍ୟ କରୁ ଜଣେ ସାଧାରଣ ମଣିଷ ପରି ସମସ୍ତ କ୍ରିୟାରେ ପ୍ରଭୁ ଲିପ୍ତ ରହନ୍ତି। ଯାହାକୁ ଶାସ୍ତ୍ର…

ଜିଆରଏସଙ୍କ ମାସକୁ ଦରମା ୮ ହଜାର ୫୦୦, ସମ୍ପତ୍ତି କୋଟି କୋଟି ଟଙ୍କାର

ଭୁବନେଶ୍ୱର: ଜେଲ ଗଲେ କୋଟିପତି ଜିଆରଏସ। ଯିଏ ମାସକୁ ପାଆନ୍ତି ସାଢେ ଆଠ ହଜାର ଟଙ୍କା ଦରମା। ହେଲେ ରୁହନ୍ତି ସେହି ତିନିମହଲା ଘରେ ଯାହାର ଦାମ ୧କୋଟି ୨୪ଲକ୍ଷ। କେବଳ ସେତିକି ନୁହେ ଭୁବନେଶ୍ୱର ରେ ଗୋଟିଏ ୧୪ଲକ୍ଷ, ଆଉ ଗୋଟିଏ ୩୨ ଲକ୍ଷର ୨ଟି ଘର ସହ ୧୪ଲକ୍ଷର ଏକ ଫ୍ଲାଟ । ଏଥି ସହ ୫ଲକ୍ଷର…