Latest Odisha News

BREAKING NEWS

ସୁମି ଆକ୍ରମଣ ବିସ୍ଫୋରଣରେ ପ୍ରାଣ ହରାଇଲେ ୟୁକ୍ରେନ ମାର୍ଶାଲ ଆର୍ଟ ଚାମ୍ପିଅନଙ୍କ ପରିବାର

ଦିଲ୍ଲୀ: ୟୁକ୍ରେନ ସୁମିରେ ଆକ୍ରମଣ ଜାରି । ବିସ୍ଫୋରଣରେ ପ୍ରାଣ ହରାଇଲେ ୟୁକ୍ରେନ ମାର୍ଶାଲ ଆର୍ଟ ଚାମ୍ପିଅନଙ୍କ ସହ ପୁରା ପରିବାର । ଋଷ ସେନାର ଆକ୍ରମଣରେ ପ୍ରାଣ ହରାଇଛନ୍ତି ୟୁକ୍ରେନର ନ୍ୟାସନାଲ ମାର୍ଶାଲ ଆର୍ଟ ଚାମ୍ପିଅନ୍ । କିବ୍ , ଖାରକିବ୍, ଚାର୍ଣ୍ଣିବିଲ ପରି ସହରକୁ ଧ୍ୱସ୍ତ…

ମାତିଛି ବାଲି ମାଫିଆ: ତହସିଲଦାର-ପୁଲିସର ମିଳିତ ଚଢାଉରେ ୧୧ଜଣ ଗିରଫ

ଢେଙ୍କାନାଳ : ମାତିଛି ବାଲି ମାଫିଆ ।  ବର୍ଷ ବର୍ଷ ଧରି ଚାଲିଛି ବେଆଇନ୍ ବାଲି ଚାଲାଣ । ପ୍ରତିଦିନ ନଦୀରୁ ଟ୍ରକ୍ ଟ୍ରକ୍ ବାଲି ଚୋରାରେ ଚାଲାଣ ହେବାରେ ଲାଗିଛି । ଢେଙ୍କାନାଳ ପରଜଙ୍ଗ ସରାଙ୍ଗ ଗାଁ ନିକଟରେ ବ୍ରାହ୍ମଣୀ ନଦୀରେ ବେଆଇନ୍ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଧରାପଡ଼ିଛି। ଆଜି…

ଦୁଃଖଦ ମୁହୂର୍ତ୍ତ ଜୀବନରେ ନୂଆ ରାସ୍ତା ତିଆରିବାରେ ସହାୟକ ହୋଇଥାଏ

ଭୁବନେଶ୍ୱର : ସାହିତ୍ୟ ଓ ଜୀବନ ସବୁବେଳେ ପରସ୍ପର ସହ ପରିପୂରକ । ଏହି ଉକ୍ତିର ଯଥାର୍ଥତାକୁ ନେଇ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ମୈତ୍ରେୟୀ ଲେଖିକା ସଙ୍ଗଠନ ପକ୍ଷରୁ ମାନମୟୀ ରଥଙ୍କର ସଭାପତିତ୍ୱରେ ଏକ ଆଭାଷୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାଷ୍ଟର…

ହୁତ୍ ହୁତ୍ ହୋଇ ଜଳୁଛି ଜଙ୍ଗଲ, ଗାଁ ମୁହାଁ ଜଙ୍ଗଲ ଜୀବ

କେନ୍ଦୁଝର : ଜଳୁଛି ଜଙ୍ଗଲ । ଖରାଦିନ ଆରମ୍ଭରୁ ଜଙ୍ଗଲରେ ନିଆଁ ଲାଗି ଜଳିବାରେ ଲାଗିଛି ।। କେନ୍ଦୁଝର ବନଖଣ୍ଡର ତେଲକୋଇ ରେଞ୍ଜ ଅନ୍ତର୍ଗତ ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଯାଇଛି । ହୁତୁହୁତୁ ହୋଇ ଜଙ୍ଗଲ ଜଳୁଥିବାବେଳେ ବନ୍ୟଜନ୍ତୁଙ୍କ ଜୀବନ ସଂକଟ୍ଟାପନ୍ନ ହୋଇପଡିଛି । ଜଙ୍ଗଲ…

ଆନ୍ତର୍ଜାତୀୟ କ୍ରିକେଟରେ ସଂଶୋଧିତ ହେବ କେତେକ ପୁରୁଣା ନିୟମ

ମେଲବୋର୍ଣ୍ଣ: ଆନ୍ତର୍ଜାତୀୟ କ୍ରିକେଟର କେତେକ ପୁରୁଣା ନିୟମ ଖୁବ ଶୀଘ୍ର ସଂଶୋଧନ ହେବ ବୋଲି ମେରିଲବୋନ କ୍ରିକେଟ କ୍ଲବ ପକ୍ଷରୁ ଘୋଷଣା କରାଯାଇଛି । ଯେତେଦୂର ସମ୍ଭବ ଅଷ୍ଟ୍ରେଲିଆ ଟି୨୦ ବିଶ୍ୱକପ ପୂର୍ବରୁ ଏହି ନିୟମରେ ପରିବର୍ତନ ହେବ । ଏହି ନିୟମଗୁଡିକ ହେଲା- ୧. ବୋଲରମାନେ ବଲକୁ ଚମକାଇବା…

ମାର୍ଚ୍ଚ ୩୧ରେ ରିଲିଜ ହେବ ରିଷି କାପୁରଙ୍କ ଶେଷ ଫିଲ୍ମ ଶର୍ମାଜୀ ନମକୀନ

ମୁମ୍ବାଇ: ମହାନ ଅଭିନେତା ରିଷି କାପୁରଙ୍କ ଅନ୍ତିମ ଫିଲ୍ମ ଶର୍ମାଜୀ ନମକୀନ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ମାର୍ଚ୍ଚ ୩୧ରେ ଏହା ଆମାଜନ ପ୍ରାଇମରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଫିଲ୍ମର ଶୁଟିଂ ଅଧା ହୋଇଥିବା ବେଳେ ରିଷିଙ୍କ ଏପ୍ରିଲ ୨୦୨୦ରେ ନିଧନ ହୋଇ…

ଋୁଷର ତେଲ କିଣିବନି ଆମେରିକା, ଭାରତ ଉପରେ ଏହାର ପ୍ରଭାବ ପଡିବ କି ?

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅଶୋଧିତ ତେଲ ଦର ରକେଟ ବେଗରେ ଉପରମୁହାଁ ହୋଇଚାଲିଛି । ଏପରି ସ୍ଥିତିରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାରି ଭିତରେ ଆମେରିକାର ଜୋ ବାଇଡେନ ସରକାର ଋଷର ତେଲ ଏବଂ ଗ୍ୟାସ ଉପରେ ରୋକ୍ ଲଗାଇଛି । ବ୍ରିଟେନ ମଧ୍ୟ ଏ…

ଋଷ ସହ ଯୁଦ୍ଧ ଭିତରେ ସ୍ୱର ବଦଳାଇଲେ ୟୁକ୍ରେନ ରାଷ୍ଟ୍ରପତି

ଭୁବନେଶ୍ୱର: ୠଷ-ୟୁକ୍ରେନ ଯୁଦ୍ଧର ୧୩ ଦିନ ପରେ ବଦଳିଛି ୟୁକ୍ରେନ ରାଷ୍ଟ୍ରପତିଙ୍କ ସ୍ୱର । କହିଛନ୍ତି, ନାଟୋରେ ସଦସ୍ୟ ହେବାକୁ ୟୁକ୍ରେନ ଚାହୁଁ ନାହିଁ । ଋଷ ସେନା ଆଗରେ ଆଉ ଅଧିକ ଦିନ ତିଷ୍ଠିବାର ଆଶା ନଦେଖି ଶେଷରେ ବୁଝାମଣା କରିବାକୁ ରାଜି ହୋଇଛନ୍ତି । ଏହା ସହ ଯେଉଁ ଦୁଇଟି ୠଷ…

କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରୁ ୧୬ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ବିଭାଗ ଇଲେକ୍ଟ୍ରିକାଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ରେଡ୍ ଚାଲିଛି । ଯାଞ୍ଚ ବେଳେ ଘରୁ ମିଳିଲା ୧୬ଲକ୍ଷ ୭୦ ହଜାର ଟଙ୍କା । ବିଡ଼ା ବିଡ଼ା ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ଆୟ…

ପିଚୁ ରାସ୍ତା ଖୋଳିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କୌଣସି ରାସ୍ତାରେ ପିଚୁ ପଡୁଥିଲେ ମାସକ ମଧ୍ୟରେ କେହି ତାକୁ ଉଠାଇବାକୁ ପ୍ରୟାସ କରିପାରିବେନି । ଏପରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରି ଏକ ଚେତାବନୀ ଦେଇଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ପ୍ରଦୀପ କୁମାର ସାମଲ । ମଙ୍ଗଳବାର ପ୍ରେସ ରିଲିଜ…