ୟୁରୋପୀୟ ଦେଶକୁ ନାଲି ଆଖି ଦେଖାଇଲେ ପୁଟିନ୍
ମସ୍କୋ: ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ୟୁରୋପୀୟ ରାଷ୍ଟ୍ରକୁ ଧମକାଇଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ୍ ଉପରେ ହମଲା ପାଇଁ ରୁଷ ଉପରେ ବିଭିନ୍ନ ଦେଶ ଅର୍ଥନୈତିକ କଟକଣା ଲଗାଇଛନ୍ତି । ରୁଷ୍ ପାଇଁ କିଛି ଦେଶ ବାୟୁସୀମା ବନ୍ଦ କରିଛନ୍ତି । ଏମିତି ସ୍ଥିତିରେ ପୁଟିନ୍…