ଧାରାବାହିକ ଉପନ୍ୟାସ : ଚୋରାବାଲି (୭୬)
ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୬
ପରିବେଶ ଭାରି ଗମ୍ଭୀର ।
ମ୍ୟାଡ଼ମ୍? ମ୍ୟାଡ଼ମ୍ ଉପରେ ତ?
ଝିଅଟି ନୀରବ ।
ସେ ଚାହିଁଲା ସମସ୍ତକୁ । ସମସ୍ତେ ଚୁପ୍ । ଯେମିତି କଌ୰୩୯;ଣ ଗୋଟେ ଭୁଲ୍ କରି ଧରାପଡିଯାଇଛନ୍ତି, ସେମିତି । କାହା ମୁହଁରେ ହରସ…