Latest Odisha News

BREAKING NEWS

ପୁଟିନଙ୍କୁ ହତ୍ୟା କରିବାକୁ ଚାହୁଁଛି ଆମେରିକା !

ଦିଲ୍ଲୀ : ଋଷ୍ ର ରାଷ୍ଟ୍ରପତି ଭ୍ଲାନ୍ଦମୀର ପୁଟିନଙ୍କୁ ଆମେରିକା ରିପବ୍ଲିକାନ ସିନେଟର ଲିଣ୍ଡେସ ଗ୍ରାହମ ହତ୍ୟା ପାଇଁ ଆହ୍ୱାନ ଦେଇଛନ୍ତି ।  ଏଥିପାଇଁ ସେ ବ୍ରୁଟସ୍ ଏବଂ କର୍ଣ୍ଣେଲ ଷ୍ଟାଫେନବର୍ଗଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଜୁଲିୟସ କେସର ଜଣେ ରୋମୀୟ ଜେନେରାଲ ଯିଏକି ବ୍ରୁଟସ୍…

ବାପା ହେଲେ ଗାୟକ ଆଦିତ୍ୟ ନାରାୟଣ

ମୁମ୍ବାଇ: ଲୋକପ୍ରିୟ ଗାୟକ ଆଦିତ୍ୟ ନାରାୟଣ ଆଜି ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ଶ୍ୱେତା ଅଗ୍ରୱାଲ କନ୍ୟା ସନ୍ତାନ ଜନ୍ମ କରି ମୋ ଜୀବନରେ ଆହୁରି ଅଧିକ ଖୁସି ଆଣି ଦେଇଛନ୍ତି ବୋଲି ସେ କହିଛନ୍ତି । ମୋ ବନ୍ଧୁ ବାନ୍ଧବ ଏକ ପୁତ୍ର ସନ୍ତାନ ଚାହୁଁଥିଲେ, ମୁଁ କିନ୍ତୁ ମନେ ମନେ…

କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ ହେଲେ ମଧୁସ୍ମିତା ଆଚାର୍ଯ୍ୟ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ କଂଗ୍ରେସ ତରଫରୁ ଭୁବନେଶ୍ୱରରୁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ସ୍ବର୍ଗତ କାଙ୍ଗାଳି ଚରଣ ପଣ୍ଡା ପୂର୍ବତନ ବିଧାୟକ ଧର୍ମଶାଳାଙ୍କ ବୋହୁ ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ଵି ଏମ ସି ମେୟର ପ୍ରାଥୀ ଘୋଷଣା । ଆଜି କଂଗ୍ରେସ ଭବନରେ ସାମ୍ବାଦିକ…

ଅମେରୁଦଣ୍ଡୀ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ସେଦିନ ଚକ୍ରଧର ବଡ଼ ବ୍ୟସ୍ତ ଥିଲା। ଏତେ ବ୍ୟସ୍ତ ଯେ, ତା ବାପା ମାଆ ପାଖରେ ଠିଆ ହୋଇଥିଲେ ବି ସେ ସେମାନଙ୍କୁ ଦେଖିପାରୁନଥିଲା। କାରଣଟା କଣ .. ତା ଶାଳକର ବାହାଘର। ବରଯାତ୍ରୀ ବାହାରିବ କନିଆ ଘରକୁ। ସେଥିପାଇଁ କେତେ କଣ ପ୍ରସ୍ତୁତି…

ଗଙ୍ଗାରେ ବାପି ଲାହିରିଙ୍କ ଅସ୍ଥି ବିସର୍ଜନ କଲେ ପରିବାର ଲୋକ

ମୁମ୍ବାଇ : ବାପି ଲାହିରିଙ୍କ ଅନ୍ତିମ ସଂସ୍କାର ସରିଯାଇଛି । ସେ ଆମ ଗ୍ରହଣରେ ଆଉ ନାହାନ୍ତି । ଗୁରୁବାର ଗଙ୍ଗା ନଦୀର ଆଉଟରାମ ଘାଟରେ ତାଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପରିବାର ଲୋକ । ବାପି ଲହରିଙ୍କ ପୁରା ପରିବାର ବର୍ଗ ଦମଦମ ବିମାନ ବନ୍ଦରରେ ପହଁଞ୍ଚିଥିଲେ । ସେହି ସମୟରେ ପାଖରେ ବିମାନ…

ସ୍ୱାଭାବିକ ହେଲା ମା’ ତାରିଣୀଙ୍କ ଦର୍ଶନ ,ଭୋଗଲାଗି କରିପାରିବେ ଭକ୍ତ

କେନ୍ଦୁଝର : ଶ୍ରଦ୍ଧାଳୁଙ୍କ ପାଇଁ ଆସିଲା ଖୁସିଖବର । ଏଣିକି ଘଟଗାଁ ପୀଠରେ ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ ଶ୍ରଦ୍ଧାଳୁ । ଏନେଇ ପୂର୍ବରୁ ଥିବା କଟକଣାକୁ ହଟାଇ ଦେଇଛି ଜିଲ୍ଲା ପ୍ରଶାସନ । ଯାହାଫଳରେ ଭକ୍ତ ମାନେ ମା’ଙ୍କ ପାଖରେ ପୂଜାର୍ଚ୍ଚନା ସହ ଭୋଗ ଲାଗି କରିପାରିବେ ।…

ଭାଗଲପୁରରେ ୩ ମହଲା ଘରେ ବିସ୍ଫୋରଣ: ୫ ମୃତ, ୮ ଗୁରୁତର

ବିହାର : ଭାଗଲପୁରରେ ଅଘଟଣ, ତୃତୀୟ ମହଲା କୋଠାରେ ବିସ୍ଫୋରଣ ଘଟି ୫ ମୃତ । ବିସ୍ଫୋରଣ ଘଟି ୩ ମହଲା ଘର ଭୁଷୁଡି ପଡିଛି । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ, ଆଖପାଖ ଇଲାକା ବି ଥରି ଉଠିଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୨ ଜଣ ଗୁରୁତର ଆହତ…

ଜଳୁଛି ଜଙ୍ଗଲ ସଙ୍କଟରେ ବନ୍ୟଜନ୍ତୁ : ନିଆଁରେ ମୂଲ୍ୟବାନ ଗଛଲତା ଜଳି ନଷ୍ଟ

ତେଲକୋଇ : ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ଜଙ୍ଗଲ । ନିଆଁର ଆଁ ଭିତରେ ତେଲକୋଇ ବନାଞ୍ଚଳ। ଜଳୁଛି ଜଙ୍ଗଲ ଆଉ ସଙ୍କଟରେ ବନ୍ୟଜନ୍ତୁ । ତେଲକୋଇ ରେଞ୍ଜ ଅଧିନ କରଦାଙ୍ଗି ପଞ୍ଚାୟତ ଶ୍ରୀଧରପୁର ଗାଁ ନିକଟ ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ଜଙ୍ଗଲ ନିଆଁ ରେ ମୂଲ୍ୟବାନ ଗଛଲତା…

ଋଷକୁ ଆମେରିକାର ପ୍ରସ୍ତାବ: ଯୁଦ୍ଧ ବନ୍ଦ କଲେ ସମସ୍ତ ପ୍ରତିବନ୍ଧକ ହଟାଇଦିଆଯିବ

ଦିଲ୍ଲୀ : ଋଷ- ଆମେରିକା ଯୁଦ୍ଧକୁ ହେଲାଣି ୯ ଦିନ । ଏହା ଭିତରେ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଦେଇଛନ୍ତି ଖୋଲା ପ୍ରସ୍ତାବ । କହିଛନ୍ତି ଯଦି ପୁଟିନ ଯୁଦ୍ଧ ରୋକିବେ ତେବେ ଯାଇ ତାଙ୍କ ଉପରେ ଅନ୍ତର୍ଜାତୀୟ ସ୍ତରରେ ଲାଗିଥିବା ସମସ୍ତ ପ୍ରତିବନ୍ଧକକୁ…

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀ: ପୁଣି ଜଣେ ଭାରତୀୟ ଛାତ୍ର ୟୁକ୍ରେନରେ ବର୍ବରତାର ଶିକାର ହୋଇଛନ୍ତି । ଜଣେ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନରେ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ତେବେ ଗୁରୁତର ଅବସ୍ଥାରେ ଉକ୍ତ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଗୁଳିମାଡ଼ର ଶିକାର ହୋଇଥିବା ଛାତ୍ରଙ୍କ…