ଗଳ୍ପ : ଆଇଁଷ ଚିନ୍ତା
ସତ୍ୟନାରାୟଣ ଗନ୍ତାୟତ
ସତ୍ୟେନ୍ଦୁ ଆଜିକାଲି କମ୍ ଖାଉଥିବା ଦେଖି ସଭିଏଁ ତା ପତ୍ନୀ ସୁତପାକୁ କହନ୍ତି, ଏତେ କମ୍ କ'ଣ ଲୋ ଖାଉଚନ୍ତି ?
"ଦେଖୁଛ ତ କେମିତି ଉଙ୍ଖୁରା ଖିଆ , ତା ସହ ପୁଣି ଶାଗଡାଳ ଖିଆ ପ୍ରାଣୀଟେ ବି " ସେମାନଙ୍କ କଥାରେ କଥା ଯୋଡେ ସୁତପା !
ଏଁ, ନନ୍ ଭେଜ୍ ଜମା…