Latest Odisha News

BREAKING NEWS

ଆଜି ଆକାଶରେ ଚମକିବ ‘ଗୋଲାପି ଜହ୍ନ’

ଭୁବନେଶ୍ବର: ଆଜି ଆକାଶରେ ଚମକିବ ‘ଗୋଲାପି ଚନ୍ଦ୍ର’ । ସାଧାରଣତଃ ପ୍ରାରମ୍ଭିକ ବସନ୍ତରେ ଫୁଟୁଥିବା ଏକ ପ୍ରକାର ଗୋଲାପି ଫୁଲର ନାମ ଅନୁସାରେ ଏପ୍ରିଲର ପୂର୍ଣ୍ଣ ଚନ୍ଦ୍ରକୁ ଗୋଲାପି ଜହ୍ନ ନାମରେ ନାମିତ କରାଯାଇଛି । ନାସା ଅନୁସାରେ ଏହି ଗୋଲାପି ଚନ୍ଦ୍ର ପୂର୍ବାଞ୍ଚଳ ଦିବାଲୋକ ସମୟ ୨ଟା ୫୫ରେ…

ମାନସ ସ୍ବାଇଁ ହତ୍ୟା ମାମଲା, ଜେଲ୍‌ରେ ଅଭିଯୁକ୍ତଙ୍କୁ ହେବ ଜେରା

ଭଦ୍ରକ : କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଉପକାରାଗାରରେ ଭାଗ୍ୟଧର ଓ ବିବେକକୁ ପଚରାଉଚରା କର । ଏଥିପାଇଁ ଚାନ୍ଦବାଲି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସେହିପରି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ କଳ୍ପନା ସାହୁଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୪  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରକଟ ହେବାର ଠିକ ପୂର୍ଵରୁ ନୀଳାଚଳରେ ନୀଳମାଧବ ପୂଜିତ ହେଉଥିଲେ କିନ୍ତୁ ଅତ୍ୟନ୍ତ ଗୋପନୀୟ ଭାବରେ କେବଳ ଦେବତା ଓ ଶବର ରାଜା ବିଶ୍ୱାବସୁ ହିଁ…

୧୦ମ ଏବଂ ଦ୍ୱାଦଶ ପରୀକ୍ଷା ଶୈଳୀରେ ପରିବର୍ତନ ନେଇ ନିଷ୍ପତ୍ତି ହୋଇନି: ସିବିଏସଇ

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମିଛି । ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଯେଉଁଭଳି ସିବିଏସଇ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦୁଇଟି ଅଲଗା ଅଲଗା ହେଉଥିଲା ତାହା ଆଉ ହୋଇନପାରେ । ଆଗକୁ ନୂଆଶିକ୍ଷା ବର୍ଷ ଆରମ୍ଭ ହେବ । ଏହାପୂର୍ବରୁ ଏଭଳି କିଛି ଚର୍ଚ୍ଚା ଚାଲିଛି । କିନ୍ତୁ ଚର୍ଚ୍ଚା…

ଭାଷା ଭାଗବତ : ଜ୍ଞାନର ନିବାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୭ ଉଡ଼ା ଗୁଜବ, ଗଢ଼ା ବାର୍ତା ପୂରିତ ହୁଏ ଯାହା ମଥା ତତ୍ତ୍ବ ଓ ଜ୍ଞାନଯୁକ୍ତ କଥା ଠାରୁ ସେ ରଖଇ ଦୂରତା ନ କଲେ ଜ୍ଞାନର ସଂଧାନ ଦିଶେନି, ଶୁଣେନାହିଁ କାନ ଅନାୟାସରେ ପ୍ରାପ୍ତ ତଥ୍ୟ ମନ ସକାଶେ ନୁହେ ତଥ୍ୟ ଅଜ୍ଞାନ…

ଠିକାଦାରଙ୍କ ଆତ୍ମହତ୍ୟା, ଇସ୍ତଫା ଦେଲେ ମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତ ରାଜ ମନ୍ତ୍ରୀ କେ. ଏସ୍. ଈଶ୍ୱରପ୍ପା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଠିକାଦାର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା ମାମଲାରେ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୭୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୦ ଅଫିସ ଆସୁଆସୁ କୁମାର ହାତରେ ଏନ୍‌ଭଲବଟା ଧରେଇ ଦେଇ ଚାଲିଗଲା ପିଓନ୍ । ଏ ତ’ ବୈଭବ ସାର୍‌ଙ୍କ ହାତଲେଖା ଚିଠି । କୁମାର, ଏ ସବୁ ଏବେ ମୋ କଣ୍ଟ୍ରୋଲ ବାହାରେ । ମୁଁ ଏଠୁ ଚାଲିଯିବାକୁ ବାଧ୍ୟ ହେଉଛି ।…

ବଡ଼ ଖବର: ଦୁଇ ଟ୍ରେନ ମଧ୍ୟରେ ଦୁର୍ଘଟଣା, ଏକ୍ସପ୍ରେସ ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ

ମୁମ୍ବାଇ: ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇର ମାଟୁଙ୍ଗାରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ମାଟୁଙ୍ଗା ଓ ଦାଦର ଷ୍ଟେସନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।…

ବଡ଼ ବଡ଼ ହୋଟେଲରେ ଚାଲିଛି କି କୋକେନ କାରବାର ?

ଭୁବନେଶ୍ୱର: ବିଦେଶରେ ବଡ ବଡିଆ ଯେଉଁ ନିଶା (କୋକେନ) ବ୍ୟବହାର କରନ୍ତି ତାହା ଏବେ ଭୁୂବନେଶ୍ୱର ବଜାରରେ । ବିଦେଶୀ ପର୍ଯ୍ୟଟକ ଏବଂ ଆଗନ୍ତୁକଙ୍କ ଯିବା ଆସିବା ରାଜଧାନୀକୁ ରହୁଛି । ଏହି ସମୟରେ କୋକେନ ଭୁବନେଶ୍ୱରରୁ ୨୦୨ ଗ୍ରାମ ଜବତ ହେବା ଅନେକ ପ୍ରଶ୍ନ ଛିଡ଼ା କରିଛି । ମୁଖ୍ୟତଃ ଏହି…

ଅକାଳରେ ଝଡ଼ି ଯାଉଥିବା ଜୀବନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗାଁରେ ବହୁଦିନରୁ ଦୁଇଟି ମଦ ଦୋକାନ ଥିଲା। ତା ପୁଣି ଗାଁ ବାହାରେ, ଟିକିଏ ଦୂରରେ। ଦିନ ବେଳେ ସେଇଠି କାଁ ଭାଁ ବାହାର ଗାଁର ଜଣେ ଦି ଜଣ ଲୋକଙ୍କୁ ଦେଖିବାକୁ ମିଳେ। ରାସ୍ତା କଡ଼ରେ ଦୋକାନ ଥିବାରୁ, କେବେ କେମିତି ଟ୍ରକ୍…