ଶିଶୁ କବିତା : ସନ୍ଧ୍ୟା
ଝରଣା ବାରିକ
ଦିନର ଶେଷରେ ରାତି ଆରମ୍ଭରେ
ପାଦ ଚିପି ଚିପି ଆସ,
ମୁଣ୍ଡରେ ଓଢ଼ଣା ହାତେ ବାଜେ ବୀଣା
କଳା ଶାଢୀ ପିନ୍ଧି ହସ।
ସୂର୍ଯ୍ୟ ଲୁଚିଯାଏ ଜହ୍ନ ଆସିଯାଏ
ତୁମ ମୁହଁ ଯେବେ ଚାହେଁ,
ପକ୍ଷୀମାନେ ଉଡି ଯାଆନ୍ତି ବସାକୁ
ଯେତେ ଦୂରେ ଥାଉ ଯିଏ।
ତରତର ହୋଇ ଲୁଗା ପାଲଟାଇ
ବୋଉ…