ଓବେସୀଙ୍କୁ ଗୁଳିମାଡ ଘଟଣାର ଖୋଲୁଛି ଗୁମର, କେନ୍ଦ୍ର ସରକାର ଦେଲେ ‘Z’ କ୍ୟାଟାଗୋରୀ ସୁରକ୍ଷା
ନୂଆଦିଲ୍ଲୀ : ଏଆଇଏମଆଇଏମ ସଭାପତି ଆସାଦୁଦ୍ଦିନ ଓବେସୀଙ୍କୁ କାର ଉପରକୁ ଗୁଳିମାଡ ଘଟଣାର ବଡ ଖୁଲାସା । ଓବେସୀ କହିଛନ୍ତି ସମସ୍ତେ ଜାଣଥିଲେ ଆମେ ମେରୁଟରୁ ଦିଲ୍ଲୀ ଯାଇଛୁ । ଅଟୋମୋବାଇବେ ଟୋଲ ପ୍ଲାଜା ନିକଟରେ ଗାଡି ସ୍ଲୋ ହୁଏ ସେହି ସମୟରେ ଆକ୍ରମଣକାରୀ ମାନେ ଗୁଳିମାଡ କରିଥିଲେ ।
ପ୍ରାୟ ୪…