Latest Odisha News

BREAKING NEWS

ଯୁଦ୍ଧର ଘନଘଟା ମଧ୍ୟରେ ୟୁକ୍ରେନ ସ୍ଥିତ ଆଣବିକ ପ୍ଲାଣ୍ଟକୁ ନେଇ ସସପେନସ

ୟୁକ୍ରେନ୍ : ଋଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ତୁହାକୁ ତୁହା ବୋମାମାଡ଼ ସାଙ୍ଗକୁ ଗୁଳିମାଡ଼ରେ ଖେଳି ଯାଇଛି ଭୟର ବାତାବରଣ । ଏପରି ସ୍ଥିତିରେ ୟୁକ୍ରେନସ୍ଥିତ ଆଣବିକ ପ୍ଲାଣ୍ଟକୁ ନେଇ ଦେଖାଦେଇଛି ସସପେନସ । ଋଷ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ,…

S-400 ଏୟାର ଡିଫେନ୍ସ ସିଷ୍ଟମ ସହ ଅଭ୍ୟାସ ଆରମ୍ଭ କଲା ଋଷ ସେନା

ମସ୍କୋ : ଯୁଦ୍ଧର ଅଷ୍ଟମ ଦିନରେ ଘନ ଘନ ମିସାଇଲ, ଗୁଳିଗୋଳା ମାଡ କରି ଚାଲିଛି ଋଷ । ନ୍ୟୁକ୍ଲିଅର ପରେ ଏବେ ଆଲର୍ଟରେ ଏସ-୪୦୦ ମିସାଇଲ୍‌ ସିଷ୍ଟମ୍‌ । ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ସହ ଅଭ୍ୟାସ ଆରମ୍ଭ କରିଛି ଋଷ୍‌ ସେନା । ରାଜଧାନୀ କିଭ୍ ଦଖଲ ପାଇଁ ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ କରିଛି ଋଷ…

ରଣଜୀ ଟ୍ରଫି: ଶାନ୍ତନୁ ୮୯, ଓଡିଶା ୨୫୦/୬

ଅହମ୍ମଦାବାଦ: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଡିର ର ପ୍ରଥମ ଦିବସ ଖେଳରେ ମୁମ୍ବାଇ ବିପକ୍ଷରେ ଓଡିଶା ଭଲ ପ୍ରଦର୍ଶନ କରିଛି । ଶାନ୍ତନୁ ମିଶ୍ରଙ୍କ ଚମତ୍କାର ୮୯ ରନ ସହାୟତାରେ ଓଡିଶା ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ୬ ୱିକେଟ ହରାଇ ୨୫୦ ରନ ସଂଗ୍ରହ କରି ନେଇଛି । ଅଭିଷେକ ରାଉତ ୩୫ ଓ…

ପଶ୍ଚିମ ଦେଶମାନଙ୍କର ଖଳ ପ୍ରବୃତ୍ତି ହିଁ ତୃତୀୟ ବିଶ୍ୱଯୁଦ୍ଧର କାରଣ ହେବ: ଋଷର ବୈଦେଶିକ ମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମ ଦେଶମାନଙ୍କର ଖଳ ପ୍ରବୃତ୍ତି ହିଁ ତୃତୀୟ ବିଶ୍ୱଯୁଦ୍ଧର କାରଣ ହେବ । ପଶ୍ଚିମ ଦେଶର ରାଜନେତାଙ୍କ କୁଟ ରାଜନୀତି ହିଁ ପରମାଣୁ ଯୁଦ୍ଧ ପାଇଁ ପଞ୍ଜି ପୋତୁଛି । ଆମେ ପରମାଣୁ ଆକ୍ରମଣ ଚାହୁଁନାହୁଁ ବୋଲି ଋଷର ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭରଭ ଏକ ବିଦେଶ ଗଣମାଧ୍ୟମକୁ…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ସୁବର୍ଣ୍ଣରେଖା: ନଦୀ ଗର୍ଭରୁ ବାହାରୁଛି ସୁନା

ଛତିଶଗଡ଼: ସୁବର୍ଣ୍ଣରେଖାରୁ ବାହାରୁଛି ସୁନା । ଏହି ଘଟଣା ବିଶ୍ୱାସ ନହେଲେ ବି ସତ। ଝାଡଖଣ୍ଡରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ବର୍ଷ ବର୍ଷ ଧରି ଏହି ନଦୀରୁ ସୁନା ବାହରୁଥିବା ବେଳେ କିଛି ନା କିଛି ସୁନା ବାଲିରୁ ସଂଗ୍ରହ କରି ପାଖ କିଛି ଗାଁର ଲୋକେ ପରିବାର ପ୍ରତିପୋଷଣ କରୁଛନ୍ତି । ଏହି…

ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ରଣବୀର ଓ ଶ୍ରଦ୍ଧା , ଆସନ୍ତା ବର୍ଷ ହୋଲିରେ ରିଲିଜ ହେବ ଫିଲ୍ମ

ମୁମ୍ବାଇ : ବଡ ପରଦାରେ ଏକାଠି ନଜର ଆସିବେ ରଣବୀର କପୁରଙ୍କ ସହ ଶ୍ରଦ୍ଧା କପୁର । ଉଭୟ ଯୋଡିଙ୍କୁ ଏକାଠି ବଡ ପରଦାରେ ଦେଖିବା ପାଇଁ ଫ୍ୟାନ୍ ମାନଙ୍କ ଉତ୍ସାହ ବଢିବାରେ ଲାଗିଛି । ଏହି ଫିଲ୍ଲରେ ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ । ଫିଲ୍ମର ନାଁ ଏପର୍ଯ୍ୟନ୍ତ ଡିକ୍ଲାର ହୋଇନାହିାଁ ଆସନ୍ତା ବର୍ଷ…

ସ୍ପେନିଶ ପାରା ବ୍ୟାଡମିଂଟନ: ଏଲିମିନେଶନରେ ପ୍ରବେଶ କଲେ ପ୍ରମୋଦ, ଦୀପରଂଜନ

ଭୁବନେଶ୍ୱର: ସ୍ପେନିଶ ପାରା ବ୍ୟାଡମିଂଟନ ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରମୋଦ ଭଗତ ଓ ଦୀପରଂଜନ ବିଶୋୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କ ସମସ୍ତ ମ୍ୟାଚ ଜିତି ଏଲିମିନେଶନ ରାଉଣ୍ଡକୁ ପ୍ରବେଶ କରିଛନ୍ତି । ପ୍ରମୋଦ ଏସଏଲ୩…

ମୋହାଲୀରେ କୋହଲି ଖେଳିବେ କି ବିରାଟ ଇନିଂସ !

ମୋହାଲୀ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଶୁକ୍ରବାର ତାଙ୍କ ଟେଷ୍ଟ କ୍ୟାରିୟରର ୧୦୦ତମ ମ୍ୟାଚ ଖେଳିବେ । ଶ୍ରୀଲଙ୍କା ବିପକ୍ଷ ଏହି ଟେଷ୍ଟ କୋହଲିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଛି । କୋହଲି ଅଢ଼େଇ ବର୍ଷ ହେବ ୭୦ ଇନିଂସରେ ଶତକ ହାସଲ କରିପାରି ନାହାନ୍ତି । ମୋହାଲୀ…

ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ନେଇ ବାହାରିଲେ ସୋନୁ ସୁଦ

ଭୁବନେଶ୍ୱର: ଅଭିନେତା ସୋନୁ ସୁଦଙ୍କ ସଙ୍ଗଠନ ସୁଦ୍ ଚାରିଟେବୁଲ ଟ୍ରଷ୍ଟ ୟୁକ୍ରେନର ଭାରତୀୟ ଦୂତବାସ ସହିତ ଯୋଗାଯୋଗ କରିଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ସୂଚନା ଅନୁସାରେ, ସୋନୁ ସୁଦ ୟୁକ୍ରେନ୍ରେ ଫସିଥିବା ପଞ୍ଜାବ…

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ

ଭୁବନେଶ୍ୱର: ସିବିଆଇ ଅଫିସର କହି ଠକୁଥିଲା । ଧରିଦେଲା ପୋଲିସ । ରାଜଧାନୀରେ ନକଲି ସିବିଆଇ ଅଧିକାରୀକୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତର ନାଁ ହେଉଛି ନିଖିଲ ସ୍ୱାଇଁ । ନିଖିଳ ନିରିହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା । ବିଶେଷକରି ଲୋକଙ୍କୁ ସିବିଆଇ ଅଫିସର କହି ଟାର୍ଗଟ…