Latest Odisha News

BREAKING NEWS

୨୦୦୧ ସଂସଦ ଆକ୍ରମଣକୁ ପୂରିଲା ୨୦ ବର୍ଷ; ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୨୦୦୧ ଡିସେମ୍ବର ୧୩ରେ ସଂସଦ କମ୍ପ୍ଲେକ୍ସ ଭିତରେ ପାଞ୍ଚଜଣ ଆତଙ୍କବାଦୀଙ୍କ ଆକ୍ରମଣରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏମାନଙ୍କ ମଧ୍ୟରେ ମୁଖ୍ୟତଃ ସୁରକ୍ଷା ବାହିନୀର କର୍ମଚାରୀ ଏବଂ ସାଧାରଣ ନାଗରିକ ସାମିଲ୍‌ ଥିଲେ। ଏହି ଆକ୍ରମଣକୁ ଆଜି ୨୦ ବର୍ଷ ପୂରିଛି। ରାଷ୍ଟ୍ରପତି ରାମ…

ସଂକ୍ରମଣ ବିରୁଦ୍ଧରେ ଟିକାର ପ୍ରଭାବକୁ ହ୍ରାସ କରେ ଓମିକ୍ରନ୍‌!

ନୂଆଦିଲ୍ଲୀ: କରୋନାର ମାରାତ୍ମକ ପ୍ରଜାତି ଓମିକ୍ରନ୍, ଯାହା ବର୍ତ୍ତମାନ ସମୟରେ ୬୩ ଟି ଦେଶରେ କାୟା ବିସ୍ତାର କରିସାରିଛି। ଡେଲଟା ଷ୍ଟ୍ରେନ୍ ଅପେକ୍ଷା ଏହା ଅଧିକ ସଂକ୍ରମଣକାରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦାବି କରିଛି। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ ଓମିକ୍ରନ୍ ସଂକ୍ରମଣ…

କରୋନା ସଂକ୍ରମଣରେ ବଡ଼ ଜୁଆର ଆଣିବ ଓମିକ୍ରନ୍, ଚେତେଇଲେ ବୋରିସ୍ ଜନସନ୍

ଲଣ୍ଡନ: ସାରା ବିଶ୍ୱକୁ ଘାରିଛି ଓମିକ୍ରନ୍ ଆତଙ୍କ । ୬୩ ଦେଶକୁ ମାଡିଲାଣି । ଦ୍ରୁତ ସଂକ୍ରମଣ କରୁଛି । ଆଗକୁ ସ୍ଥିତି ଭୟାବହ ହୋଇପାରେ । କରୋନା ସଂକ୍ରମଣରେ ବଡ଼ ଜୁଆର ଆଣିବ ଓମିକ୍ରନ୍ । ଏଭଳି କଡ଼ା ଚେତାବନୀ ଓ ସତର୍କବାଣୀ ଶୁଣାଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ।…

କୋହଲିଙ୍କ ସହ ବିଶ୍ୱକପ ମ୍ୟାଚ ବେଳେ କଣ କଥା ହୋଇଥିଲ ପ୍ରଶ୍ନରେ ରାଗିଗଲେ ବାବର

କରାଚୀ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଶୋଚନୀୟ ଭାବେ ପାକିସ୍ତାନ ନିକଟରୁ ପରାଜିତ ହୋଇଥିଲା । ସୋମବାର ଏକ ସାକ୍ଷାତକାରରେ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ପତ୍ରକାର ପଚାରିଥିଲେ, ତୁମେ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ କଣ କଥା ହୋଇଥିଲ ? ଏଥିରେ ବାବର ରାଗିଯିବା ସହ…

ଫିଲ୍ମ ଷ୍ଟାଇଲରେ ଦୋଳିରେ ଏଣ୍ଟ୍ରି ମାରୁଥିଲେ ବର-କନ୍ୟା, ହଠାତ୍ ଛିଣ୍ଡିଗଲା ଦଉଡ଼ି

ରାୟପୁର: ଫିଲ୍ମ ଷ୍ଟାଇଲରେ ନବ ବିବାହିତ ଦୋଳିରେ ଏଣ୍ଟ୍ରି ମାରିବା ବେଳେ ଅଘଟଣ । ଛିଣ୍ଡିଗଲା ଦୋଳିର ଦଉଡ଼ି । ଆଉ ତାପରେ ଯାହା ଘଟିଲା କେହି କେବେ କଳ୍ପନା କରି ନଥିଲେ । ବିବାହ ଉତ୍ସବରେ ସମସ୍ତେ ଖୁସିରେ ମସଗୁଲ ଥିବା ବେଳେ ହଠାତ୍ ବରକନ୍ୟା ଆସୁଥିବା ଦୋଳିର ଦଉଢ଼ି ଛିଣ୍ଡିଗଲା । ଏଭଳି ଘଟଣା…

ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୬ବୃଦ୍ଧି ପାଇଛି । ଏନେଇ ରାଜ୍ୟ…

୧୫ କୋଟିର ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡ଼ା(କନ୍ଧମାଳ): ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ । ଏକର ଏଖର ଜାଗାରେ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ୧୫ କୋଟି ଟଙ୍କାର ଗଞ୍ଜେଇ ଗଛକୁ କାଟି ପୋଡିଛି ପୋଲିସ ଓ ଅବକାରୀ ବିଭାଗ । ମହାସିଙ୍ଗ ପଞ୍ଚାୟତର ଗୁମାପଦର…

ଆଜି ରାଜ୍ୟରୁ ୧୭୮ କରୋନା ପଜିଟିଭ୍ ଚିହ୍ନଟ, ୧୨ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଭିତରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୭୮ ସଂକ୍ରମିତ । ୧୮ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୦୫ ଓ ଲୋକାଲ୍ କଣ୍ଟାକ୍ଟ…

ମିସ୍ ୟୁନିଭର୍ସ ୨୦୨୧ ହେଲେ ପଞ୍ଜାବ ସୁନ୍ଦରୀ ହରନାଜ୍ କୌର

ନୂଆଦିଲ୍ଲୀ: ମିସ୍ ୟୁନିଭର୍ସ ୨୦୨୧ରେ ଜଲଓ୍ୱା ଦେଖାଇଲେ ଭାରତୀୟ ସୁନ୍ଦରୀ । ପଞ୍ଜାବର ଝିଅ ହରନାମ କୌର ସାନ୍ଧୁ ମିସ୍ ୟୁନିଭର୍ସ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଛନ୍ତି । ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ଟାଇଟଲ ଜିତିଛନ୍ତି । ୨୦୨୦ର ମିସ୍ ୟୁନିଭର୍ସ ମେକ୍ସିକୋର ଆଣ୍ଚ୍ରିୟା…

କଟକ ଓ ଖୋର୍ଦ୍ଧାରେ ଆଜି BSKY ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେବ କଟକ ଓ ଖୋର୍ଦ୍ଧା ଜିଲ୍ଲା । ଏହି ଦୁଇ ଜିଲ୍ଲାବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକର ଉପର ବାଲିଯାତ୍ରା ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ…