Latest Odisha News

BREAKING NEWS

ଜାଡେଜା ଶେୟାର କଲେ ଟିମ୍ ଇଣ୍ଡିଆର ନୂଆ ଲୁକ୍‌

ନୂଆଦିଲ୍ଲୀ: ଭାରତ ଜୁନ ୨ରେ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ୧୮ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଖେଳିବ । ଏହି ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆକୁ ନୂଆ ଲୁକରେ ଦେଖିବାକୁ ମିଳିବ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏହାର ଏକ ଫଟୋ ସୋସିଆଲ…

ୟାସ ପ୍ରଭାବରେ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା

ଭଦ୍ରକ : ଭଦ୍ରକ ଜିଲ୍ଲାରେ ବାତ୍ୟାରେ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା । ବାତ୍ୟା ୟାସ ପ୍ରଭାବରେ ଭଦ୍ରକ ଜ଼ିଲ୍ଲାର ଯେଉଁ ସବୁ କ୍ଷୟକ୍ଷତି ହୋଇଛି, ତାହାର ଆକଳନ କିପରି କରାଯାଉଛି । ତା ସହିତ ଓ ରିଲିଫରୁ ନେଇ ପୁନରଉଦ୍ଧାର କାର୍ଯ୍ୟ କିପରି ଆରମ୍ଭ ହୋଇଛି, ତାହାର ସମୀକ୍ଷା କରିଛନ୍ତି ରାଜ୍ୟ…

ଆଇପିଏଲର ବଳକା ମ୍ୟାଚ ୟୁଏଇରେ, ଟି୨୦ ବିଶ୍ୱକପ ଆୟୋଜନ ଓ ଟ୍ୟାକ୍ସ ଛାଡ ନେଇ ମଧ୍ୟ ଆଲୋଚନା

ନୂଆଦିଲ୍ଲୀ:ବିସିସିଆଇର ଶନିବାର ଅନୁଷ୍ଠିତ ବାର୍ଷିକ କାର୍ଯ୍ୟକାରିଣୀ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୧ ସଂସ୍କରଣର ବଳକା ମ୍ୟାଚ ତକ ୟୁଏଇରେ ଖେଳାଯିବ ବୋଲି ଚୂଡାନ୍ତ ହୋଇଛି । ସେପ୍ଟେମ୍ବର, ଅକ୍ଟୋବରରେ ଭାରତରେ ବର୍ଷା ଋତୁ ଥିବାରୁ…

ୟାସ୍ ଯିବା ପରେ ପ୍ରଭାବିତ ବିପନ୍ନଙ୍କ ଥମୁନି ଦୁଃଖ….

ଭୁବନେଶ୍ୱର: ବାତ୍ୟା ପରେ ମାଟିରେ ମିଶିଛି ଚାଷ ଆଉ ବାସ । ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ଉଜୁଡି ଯାଇଛି ଘରଦ୍ୱାର। କିଛି ସ୍ଥାନରେ ପାଣି ଛାଡିଯାଇଥିବା ବେଳେ କିଛି ସ୍ଥାନରେ ପାଣି ଘେରରେ ରହିଛନ୍ତି ଲୋକମାନେ । ବାତ୍ୟା ସମୟରେ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ନିଆଯାଇଥିଲା । ହେଲେ ସେଠାରୁ…

କଳାଶ୍ରୀ: ଚଳଚ୍ଚିତ୍ର କଳାର ସଚ୍ଚୋଟ ସେବକ

ଭାଗ- ୪ ବ୍ରହ୍ମପୁରରୁ ହିଁ ପ୍ରକାଶିତ ହୋଇଥିଲା ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘ସିନେ ଓଡ଼ିଶା’ ପ୍ରକାଶନର ଚାରିମାସ ପରେ । ଅଗଷ୍ଟ ୧୯୫୧ରେ । ପ୍ରଥମ ସଂଖ୍ୟାରେ ହିଁ ‘କଳାଶ୍ରୀ’ ସ୍ୱଷ୍ଟ କଲାଯେ ଚଳଚ୍ଚିତ୍ର କଳାର ସଚ୍ଚୋଟ…

ବେଆଇନ ପ୍ରମାଣପତ୍ର ପାଇଁ ଠକ କମ୍ପ୍ୟୁଟର ସଂସ୍ଥାଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ସମ୍ପ୍ରତି କାର୍ଯ୍ୟ ଦକ୍ଷତା ବୃଦ୍ଧି ନିମନ୍ତେ କମ୍ପ୍ୟୁଟର ଶିକ୍ଷା ଅତ୍ୟନ୍ତ ଜରୁରୀ। ଏଥିପାଇଁ ରାଜ୍ୟ ସରକାର ସରକାରୀ କିମ୍ବା ଅନ୍ୟ ସରକାରୀ ଏବଂ ଅର୍ଦ୍ଧସରକାରୀ କାର୍ଯ୍ୟାଳୟରେ ମୌଳିକ କମ୍ପ୍ୟୁଟର ପାଠ୍ୟକ୍ରମକୁ ବାଧ୍ୟତାମୂଳକ କରିଛନ୍ତି। ତେବେ ଏହାର ସୁଯୋଗ ନେଇ…

କରୋନାରେ ଫିଲ୍ମ ନିର୍ମାତା ରିୟାନ୍ ଷ୍ଟିଫେନ୍‌ଙ୍କ ପରଲୋକ

ମୁମ୍ବାଇ: କରୋନାରେ ବଲିଉଡ୍‌ ନିର୍ମାତା ନିର୍ମାତା ରିୟାନ୍ ଇଭାନ୍ ଷ୍ଟିଫେନ୍‌ଙ୍କ ଆଜି ମୃତ୍ୟୁ ହୋଇଛି। ଆଜି ସକାଳେ ସେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କରୋନା ଆକ୍ରାନ୍ତ ହୋଇ ପ୍ରାୟ ୨୦ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ରିଆନ୍ ଫିଲ୍ମ…

କୁଳାଙ୍ଗାର ଉବାଚ : ଯେବେ ଘରଣୀ ସାଜିଲେ ଦୋକାନୀ

ଡଃ.କୁଳାଙ୍ଗାର  ଘରଣୀ କହିଲେ ରୋଜଗାର ନାହିଁ ଚାଲ ହେ ବିକିବା ମିଠା ; କବିତା ଲେଖିଲେ ପେଟ ତ ପୁରୂନି ଘରଖର୍ଚ୍ଚ ହେଉ ଉଠା ! ଜିଲାପି ତିଆରି ୟୁଟୁବରୁ ଶିଖି ଗେଟ୍ ସାମନାରେ ଥୋଇ ; ଘରଣୀ ଡାକିଲେ ବଡ ପାଟି କରି ନିଅ ଆଳୁ ନିଅ ଭାଇ ! ପଚାରିଲି ହୟେ ଜିଲାପିକୁ ଆଳୁ କହୁଛ…

ଅନ୍ଧ ବିଶ୍ୱାସ ଚିତ୍ର: ପୁଅ ବଞ୍ଚିବାକୁ ଗୁଣି ଗାରେଡିର ସାହାରା

ସୋନପୁର: ଆଧୁନିକ ସମାଜରେ ଅନ୍ଧବିଶ୍ୱାସର ଚିତ୍ର । ସୋନପୁର ଜିଲ୍ଲାର ନାରାୟଣପୁର ଗାଁରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ୧୦ ମାସର ଶିଶୁ, ମରିବାର ୧୮ ଘଣ୍ଟାରୁ ଅଧିକ ହେଲାଣି । ହେଲେ ମାଆର ମନ ମନୁନି । ତାର ପୁଅ ବଞ୍ଚିବ ଆଉ ଏନେଇ ଗୁଣିଆର ସାହାରା ନେଇଛି । ପୁଅର ମୃତ ଦେହକୁ…

ଅନଲାଇନରେ ହେବ ବିଶ୍ବବିଦ୍ୟାଳୟ କ୍ଲାସ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଅନଲାଇନ୍ କ୍ଲାସ୍ ଜୁନ୍ ୧ରୁ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ଅନୁଯାୟୀ ଶାରୀରିକ ଭାବେ ଶ୍ରେଣୀଗୃହରେ କୌଣସି ଶିକ୍ଷାଦାନ ହେବ…