Latest Odisha News

BREAKING NEWS

କ୍ୟାନ୍ସର ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା !

ବଲାଙ୍ଗୀର: ସମଗ୍ର ରାଜ୍ୟରେ ତାଣ୍ଡବ ରଚିଛି ୟାସ୍ । ପୂର୍ବରୁ ଘର ଦୁଆର ସାମ୍ନାରେ ଜଗି ରହିଛି କରୋନା ସଂକ୍ରମଣି । ଉଭୟ କରୋନା ଓ ୟାସ୍ ଲୋକଙ୍କ ଜୀବନକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲାବେଳେ ଟିକ୍ରାପଡାରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । କ୍ୟାନ୍ସର ଦେଉଥିଲା ଅସହ୍ୟ ପୀଡା । ବୋଧ ହୁଏ…

ସାଇକ୍ଲୋନ୍ ୟାସ୍ ଅପଡେଟ୍: ସାହସ ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ

ବାଲେଶ୍ବର: ବାତ୍ୟାର ତାଣ୍ଡବଲୀଳା ସମୟରେ ସାହସ ଦେଖାଇଲେ ଆମ୍ବୁଲାନ୍ସ କର୍ମଚାରୀ। ବାତ୍ୟା ଲ୍ୟାଣ୍ଡଫଲ ସମୟରେ ରାସ୍ତାରେ ପଡିଥିବା ଗଛକୁ କାଟି ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ। ବାଲେଶ୍ବର ସଦର ବ୍ଳକ ଅନ୍ତର୍ଗତ ସିନ୍ଧିଆ ଗାଁରେ ଜଣେ ହଠାତ ଅସୁସ୍ଥ ହୋଇପଡିଥିଲେ। ସିନ୍ଧିଆର ଚନ୍ଦ୍ରିକା…

ସିବିଆଇର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ସୁବୋଧ କୁମାର ଜୈସୱାଲ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଡିଜିପି ସୁବୋଧ କୁମାର ଜୈସୱାଲ ବୁଧବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ତଥା ଭାରତର ପ୍ରଧାନ ବିଚାରପତି…

୧୧ ବର୍ଷ ମଧ୍ୟରେ ଖାଇବା ତେଲର ଦାମ ସର୍ବାଧିକ ବୃଦ୍ଧି

ନୂଆଦିଲ୍ଲୀ: କରୋନା ମହାମାରୀ ସହ ଲଗାତାର ଦରବୃଦ୍ଧି ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦେଶରେ ଖାଇବା ତେଲର ଦାମ ନିୟମିତ ବଢ଼ି ଚାଲିଛି । ସରକାରୀ ତଥ୍ୟ ଅନୁସାରେ, ଚଳିତ ମାସରେ ଖାଇବା ତେଲର ଦାମ ଗତ ୧୦ ବର୍ଷ ମଧ୍ୟରେ ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସୋମବାର ଖାଦ୍ୟ ଓ…

କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ବାଦିକ

ଭୁବନେଶ୍ୱର: କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ବାଦିକ। ଗତ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସାମ୍ବାଦିକ ପ୍ରବୁଦ୍ଧ ଜଗଦେବଙ୍କ ଆଜି ସକାଳେ ଶେ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେଲା ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ । ସେହିଠାରେ…

ବଢୁଛି ବାବା ରାମଦେବଙ୍କ ଅଡୁଆ; ଯୋଗଗୁରୁଙ୍କୁ ଆଇଏମ୍ଏର ୧୦୦୦ କୋଟି ଟଙ୍କାର ମାନହାନି ନୋଟିସ୍

ନୂଆଦିଲ୍ଲୀ: ଏଲୋପାଥି, ବୈଜ୍ଞାନିକ ଔଷଧକୁ କୋଭିଡ୍‌-୧୯ ଚିକିତ୍ସାରେ ବ୍ୟବହାରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଯୋଗ ଗୁରୁ ବାବା ରାମଦେବଙ୍କୁ ୧୦୦୦ କୋଟି ଟଙ୍କାର ମାନହାନି ନୋଟିସ୍ ଦେଇଛି। ବାବା ରାମଦେବଙ୍କୁ ମାନହାନି ନୋଟିସ୍ ଆଇଏମଏର…

ବାତ୍ୟା ଯିବା ପରେ ପୁନରୁଦ୍ଧାର ଜୋରଦାର: ଲାଗିଛନ୍ତି ଉଦ୍ଧାରକାରୀ ଟିମ୍, ଦେଖନ୍ତୁ ଫଟୋ

ଭୁବନେଶ୍ୱର: ବାତ୍ୟା ୟାସ୍ ଓଡ଼ିଶା ଉପକୂଳ ଛାଡୁଛି । ତିନି ଚାରି ଘଣ୍ଟା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରକୋପ ଦେଖାଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୟାସ୍ ପ୍ରଭାବ ପକାଇଛି । ବେଶୀ କ୍ଷୟକ୍ଷତି ହୋଇଛି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା । ବିଭିନ୍ନ…

ସିଲେରୁ ନଈରେ ଡଙ୍ଗା ବୁଡ଼ି ଘଟଣା, ନିଖୋଜ ୨ ଜଣଙ୍କ ମୃତଦେହ ଠାବ

ମାଲକାନଗିରି: ଚିତ୍ରକୋଣ୍ଡା ସିଲେରୁ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁସଂଖ୍ୟା 8କୁ ବୃଦ୍ଧି ପାଇଛି । ଗତକାଲି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ନିଖୋଜ ଥିଲେ । ଗତକାଲି ମୃତ୍ୟୁବରଣ କରିଥିବା ୬ ଜଣଙ୍କ ମଧ୍ୟରେ ୫ ଜଣ ଶିଶୁଙ୍କ ସହ ଜଣେ ମହିଳା ଥିଲେ। ଗତ ୬ ମାସ ତଳେ…

ଝାଡଖଣ୍ଡ ଓ ଛତିଶଗଡରେ ହେଉଛି ଭାରୀ ପରିମାଣର ଟିକା ନଷ୍ଟ

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ଟିକାର ଘୋର ଅଭାବ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ଦେଶର କିଛି ସ୍ଥାନରେ ବହୁ ପରିମାଣର ଟିକା ଅପଚୟ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଝାଡଖଣ୍ଡ ଏବଂ ଛତିଶଗଡରେ ପ୍ରାୟ ୩୦ ପ୍ରତିଶତ ଟିକା ନଷ୍ଟ ହୋଇଛି।…

କରୋନା ରେଡ୍ ଜୋନରୁ ବାହାରିଲା ନୂଆପଡ଼ା ଜିଲ୍ଲା, ରେଡ୍ ଜୋନରେ ୨୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରୁ ୧୨ ହଜାର ରହୁଛି । କିନ୍ତୁ ନୂଆପଡ଼ା ଜିଲ୍ଲାରେ ଏବେ ଖସିବାରେ ଲାଗିଛି ଦୈନିକ ସଂକ୍ରମଣ । କରୋନା ରେଡ୍ ଜୋନରୁ ବାହାରିଛି ନୂଆପଡ଼ା ଜିଲ୍ଲା । ୟେଲୋ ଜୋନକୁ ଆସିଛି । ଅର୍ଥାତ କରୋନାକୁ ତାବୁ ପାଉଛି…