Latest Odisha News

BREAKING NEWS

ସୁଦର୍ଶନଙ୍କ ସଂଗ୍ରହାଳୟରେ ଅଛି ୪ ହଜାରରୁ ଅଧିକ ପୁରାତନ ସାମଗ୍ରୀ

ଭୁବନେଶ୍ୱର : ନିଜ ଆଗ୍ରହ ଓ ଉଦ୍ୟମ ବଳରେ ଭୁବନେଶ୍ୱରସ୍ଥିତ ଜାଗମରା ଅଞ୍ଚଳର ସୁଦର୍ଶନ ସାହୁ ନିଜ ଘରେ ଏକ ଛୋଟ ସଂଗ୍ରହାଳୟ କରି ପାରିଛନ୍ତି। ସେ ଏହାର ନାମ 'ଗୋପୀନାଥ ହେରିଟେଜ ମ୍ୟୁଜିୟମ ଅଫ ବ୍ରାସ ଆଣ୍ଡ ବେଲ ମେଟାଲ କ୍ରାଫ୍ଟ ଆଣ୍ଡ ନେଗଲେକଟେଡ ଆର୍ଟସ' ରଖିଛନ୍ତି। ସେ ଓଡ଼ିଶାର ବିଭିନ୍ନ…

ଜମିବାଡ଼ି ବିବାଦରୁ ନାବାଳକକୁ ନିର୍ମମ ହତ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଅଭାବନୀୟ ଘଟଣା । ଜମିବାଡ଼ି ବିବାଦକୁ ନେଇ ଗୁରୁବାର ଏକ ନିରୀହ ବାଳକର ମୁଣ୍ଡ ଗଡ଼ିଛି । ବିବାଦ ଯୋଗୁଁ ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ । ହେଲେ ଏଥିରେ ବିଫଳ ହୋଇ ସେହି ପରିବାରର ୮ ବର୍ଷର…

ଚିତ୍ରକୋଣ୍ଡା ଡଙ୍ଗାବୁଡି ମାମଲା, ଜଣେ ଉଦ୍ଧାର

ମାଲକାନଗିରି: ବହୁଚର୍ଚ୍ଚିତ ଚିତ୍ରକୋଣ୍ଡା ମାଛଧରା ଡଙ୍ଗାବୁଡି ମାମଲା । ଗତକାଲି ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଡଙ୍ଗାବୁଡି ଘଟଣାରେ ନିଖୋଜ ତିନିଜଣଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି । ଆଜି ସକାଳେ ଦମକଳ ବାହିନୀ ଜଣକର ମୃତଦେହ ଠାବ କରିବାରେ ସଫଳ ହୋଇଛି । ଗତକାଲିଠୁ ସର୍ଚ୍ଚ ଅପରେସନ୍…

ପୁଣି ଏକ ଦୁଃଖଦ ଖବର, କରୋନାରେ ଆଖି ବୁଜିଲେ ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ବଡ ପୁଅ ଯଶୋବନ୍ତ

ଭୁବନେଶ୍ୱର : ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଆଜି ମୃତ୍ୟୁ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ସମ୍ କୋଭିଡ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ବାପା ରଘୁନାଥ ମହାପାତ୍ରଙ୍କ…

ରକ୍ତ ସଂପର୍କକୁ ଫିକା କରିଦେଉଛି କରୋନା ମହାମାରୀ

ସଇଁନ୍ତଳା: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ମହାମାରୀର ଭୟାବହତା । ଅକାଳରେ ଚାଲିଯାଉଛି ଜୀବନ, ସଂକ୍ରମଣ ଭୟରେ ସଂପର୍କ ଭୁଲିଯାଉଛି ମଣିଷ । ରକ୍ତ ସଂପର୍କ ହେଉ କି ବନ୍ଧୁବାନ୍ଧବ ଅବା ପଡୋଶୀ । କରୋନା ସଂକ୍ରମିତଙ୍କ ମୃତ ଶରୀରକୁ ହାତ ମାରିବାକୁ ସମସ୍ତେ ପଛଘୁଂଚା ଦେଉଛନ୍ତି ।…

ସାହିତ୍ୟରେ କବିତାର ସ୍ଥାନ ସବୁବେଳେ ଶୀର୍ଷରେ : ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ମିତ ସ୍ମୃତି କମିଟି ପକ୍ଷରୁ କବୀ ଆଦ୍ୟଶା ପ୍ରିୟଦର୍ଶିନୀ ଦାସଙ୍କ ପ୍ରଥମ କବିତା ସଙ୍କଳନ 'ଝର୍କା ସେପାଖ' ଉନ୍ମୋଚିତ ହୋଇ ଯାଇଛି। ୱେବିନାର ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।…

ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ହତ୍ୟା

ଭବାନୀପାଟଣା: ରାତିରେ ଘର ଆଗରେ ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ହତ୍ୟା ଅଭିଯୋଗ । ଧାରୁଆ ଅସ୍ତ୍ରରେ ଗଣ୍ଡିରୁ ମୁଣ୍ଡକୁ କେହି ଦୁର୍ବୃତ୍ତ ଅଲଗା କରି ବୀଭତ୍ସ ହତ୍ୟା କରିଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ସିମିଲିଭଟ୍ଟା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ…

ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ !

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ । କିନ୍ତୁ ଏହି ସିରିଜରେ କୋଚ୍ ଭାବରେ ଦଳରେ ସାମିଲ ହେବେ ନାହିଁ ରବି ଶାସ୍ତ୍ରୀ । ତାଙ୍କ ସ୍ଥାନରେ ମୁଖ୍ୟ କୋଚ୍ ଭାବରେ ପୂର୍ବତନ ଅଧିନାୟକ ତଥା ନ୍ୟାସନାଲ୍ କ୍ରିକେଟ ଏକାଡେମୀ ମୁଖ୍ୟ ରାହୁଲ ଦ୍ରାବିଡ ଦଳ ସହ ଶ୍ରୀଲଙ୍କା…

ହ୍ରଦରେ ମାଛ ମଡ଼କ….

ବେଙ୍ଗାଲୁରୁ: ପୁଣି ମାଛ ମଡ଼କ । ହ୍ରଦରେ ମରିପଡ଼ିଛନ୍ତି ହଜା ହଜାର ମାଛ । ପାଣିରେ ପଚିସଢି ଅସହ୍ୟ ଦୁର୍ଗନ୍ଧ ସୃଷ୍ଟି ହୋଇ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଏହି ଦୃଶ୍ୟ ହେଉଛି ଦକ୍ଷିଣ ବେଙ୍ଗାଲୁରୁର ମୋଟାନାଲୁରୁ ହ୍ରଦର । ପାଖରେ ଥିବା ଶିଳ୍ପ ପ୍ରତିଷ୍ଠାନରୁ ବାହାରୁଥିବା ରାସାୟନିକ…

ସରକାରୀ ଡାକ୍ତରଖାନାରେ ଲାଞ୍ଚ କାରବାର

ମାଲକାନଗିରି :ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଲାଞ୍ଚ ମାଗୁଛନ୍ତି ଡାକ୍ତର । ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରୁ ଏବେ ଏପରି ଏକ ଘଟଣା ସାମନାକୁ ଆସିଛି । ବାଲିମେଳା ସହରର ସୌମ୍ୟ ରଞ୍ଜନ ମହାନ୍ତି ନାମକ ଜଣେ ନାବାଳକଙ୍କ ହାତ ଭାଙ୍ଗିବା ପରେ ପରିବାର ଲୋକେ ତାଙ୍କ ହାତକୁ…