Latest Odisha News

କରୋନାକୁ ମାରିବ ଦେଶୀ ମେଡିସିନ୍ 2DG, ଆଣ୍ଟି କରୋନା ଭାଇରାଲ୍ ଔଷଧର ଶୁଭାରମ୍ଭ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼ଇରେ ସାମିଲ ହେଲା ଡିଆରଡିଓ ପ୍ରସ୍ତୁତ ଆଣ୍ଟି ଭାଇରାଲ୍ ଔଷଧ 2DG । ଦିଲ୍ଲୀ ସ୍ଥିତ ଡିଆରଡିଓ ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ମେଡିସର ଶୁଭାରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

ଆସନ୍ତୁ ଜାଣିବା ଶୈତାନ ବାଇବେଲ ସମ୍ପର୍କରେ..

ନୂଆଦିଲ୍ଲୀ: ଖ୍ରୀଷ୍ଟଧର୍ମର ପବିତ୍ର ଗ୍ରନ୍ଥ ହେଉଛି ବାଇବେଲ । ଏହା ବିଷୟରେ ଆପଣମାନେ ନିଶ୍ଚିତ ଭାବେ ଜାଣିଥିବେ । ମାତ୍ର ଡେଭିଲ୍ସ ବାଇବେଲ (ଶୈତାନର ବାଇବେଲ) ବିଷୟରେ ଆସନ୍ତୁ ଜାଣିବା । ଡେଭିଲ୍ସ ବାଇବେଲର ପ୍ରଚ୍ଛଦ ପୃଷ୍ଠାରେ ଏକ ଦୁଷ୍ଟ ଆତ୍ମାର ଚିତ୍ର ରହିଛି । ଏହା ଭିତରେ ବିଭିନ୍ନ…

କରୋନାରେ ଆଖି ବୁଜିଲେ ଓଡ଼ିଆ ସଙ୍ଗୀତର ଯାଦୁଗର ଅମରେନ୍ଦ୍ର ମହାନ୍ତି

ଭୁବନେଶ୍ୱର: ପରଲୋକ ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତି । କରୋନାରେ ସଂକ୍ରମିତ ହୋଇ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ପ୍ରାଣତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । କୋଭିଡ୍…

ଦିନକରେ ଭାରତରୁ ୪୧୦୬ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ୮୧ ହଜାର ୩୮୬ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନା ନେଇଛି ୪ ହଜାର ୧୦୬ ଆକ୍ରାନ୍ତଙ୍କ ଜୀବନ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା…

ଦୀର୍ଘ ସମୟ ଧରି କାମ କରିବା ମଣିଷ ପାଇଁ ଘାତକ ସାଜିପାରେ; ‘ହୁ’

ନୂଆଦିଲ୍ଲୀ: ଦୀର୍ଘ ଘଣ୍ଟା ଧରି କାମ କରିବା ମଣିଷ ପାଇଁ ଘାତକ ସାଜିପାରେ। ଦୀର୍ଘ ସମୟ ଧରି କାମ କରିବା ଦ୍ବାରା ବର୍ଷକୁ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ଯାହା କରୋନା ମହାମାରୀ ହେତୁ ଆହୁରି ତ୍ୱରାନ୍ୱିତ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୋମବାର କହିଛି। ଏନ୍‌ଭର୍‌ମେଣ୍ଟ…

ମମତା ସରକାରଙ୍କୁ ଝଟକା, ମନ୍ତ୍ରୀ ଫିରହାଦ ହାକିମଙ୍କୁ ସିବିଆଇର ଜେରା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ସୋମବାର ବଡ ଝଟକା ଲାଗିଛି । ମନ୍ତ୍ରୀ ଫିରହାଦ ହାକିମଙ୍କୁ ସିବିଆଇ ନାରଦ ଷ୍ଟିଙ୍ଗ ମାମଲାରେ ପଚରା ଉଚରା କରିବା ପାଇଁ ନେଇଯାଇଛି । ହାକିମଙ୍କ ବ୍ୟତୀତ ପୂର୍ବତନ ମେୟର ଶୋଭନ ଚାଟାର୍ଜୀ, ମଦନ ମିତ୍ରା ଓ ସୁବ୍ରତ ମୁର୍ଖାଜୀଙ୍କ ଘରେ…

ଗୁଜରାଟର ଗିର୍ ସୋମନାଥରେ ୪.୫ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ

ଗୁଜରାଟ: ଗୁଜରାଟରେ ସୋମବାର ସକାଳେ ଗିର୍ ସୋମନାଥ ଜିଲ୍ଲାରେ ୪.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଅନୁଭୂତ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ଧନ ଜୀବନ ନଷ୍ଟ ହୋଇନଥିବା ସୂଚନା ମିଳିଛି। ଗାନ୍ଧିନଗର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍…

ଭ୍ୟାକସିନେସନ୍ ଆଟ୍ ଡୋର୍: ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ପାଇଁ ଆଜିଠୁ ବ୍ରହ୍ମପୁରରେ ଆରମ୍ଭ

ବ୍ରହ୍ମପୁର: ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଟିକାକରଣ ପାଇଁ ବ୍ରହ୍ମପୁରରେ ଆଜିଠୁ ଆରମ୍ଭ ହୋଇଛି ଭ୍ୟାକସିନେସନ୍ ଆଟ୍ ଡୋର୍ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି । ୭୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କୁ ଘର ପାଖରେ ଯାଇ ଟିକାକରଣ କରାଯିବ…

୨୪ ଘଣ୍ଟାରେ ରାଜ୍ୟରୁ ୧୦,୭୫୭ କରୋନା ପଜିଟିଭ୍

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୭୫୭ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୧ ହଜାରରୁ ଅଧିକ ପଜିଟିଭ୍ ବାହାରିଛନ୍ତି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୧ ହଜାର ୭୩୨। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬୦୨୪ କ୍ବାରେନଣ୍ଟାଇନ ଓ ୪୭୩୩ ଲୋକାଲ କେସ୍ ରହିଛି।…

ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ପାଇଁ ଆଜିଠୁ ଟେଷ୍ଟିଂ ଓ ଟିକାକରଣ ନେଇ ବିଏମସିର ନୂଆ ବ୍ୟବସ୍ଥା

ଭୁବନେଶ୍ୱର: କରୋନା ଟେଷ୍ଟ ଓ ଟିକାକରଣ ନେଇ ରାଜଧାନୀରେ ଆଜିଠୁ ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହେଉଛି ସ୍ୱତନ୍ତ୍ର ବ୍ୟବସ୍ଥା । ବିଏମସି ପକ୍ଷରୁ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଘରେ ଏକୁଟିଆ ରହୁଥିବେ ଓ ବାହାରକୁ ଏକାକୀ ଆସିବାରେ ସକ୍ଷମ…