Latest Odisha News

BREAKING NEWS

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିରୋଧୀ ଦଳ ମୁଖ୍ୟ ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମସ ଡାକ୍ତରୀ ଦଳଙ୍କ ସହ ଆଲୋଚନା କରି ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଦୀପ୍ତ ନାୟକ ବର୍ତ୍ତମାନ…

ଖଣି ଅଞ୍ଚଳରେ ସଂସ୍କାର

ବେଙ୍ଗାଲୁରୁ: କରୋନା ସ୍ଥିତି ବେଶ୍ ଭୟଙ୍କର ହେବାରେ ଲାଗଛି । ମହାମାରୀ ତା’ର କାୟା ବିସ୍ତାର କରିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି ।ସବୁଠୁ ବଡ଼ ଦୟନୀୟ ଚିତ୍ର ହେଉଛି ମୃତ ଦେହ ଦାହ ପାଇଁ ମିଳୁନି ଜାଗା । ଦେଶର କିଛି ରାଜ୍ୟରେ ମୃତ ଦେହ ସତ୍କାର କରିବାରୁ ଶ୍ମଶାନରେ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫୬୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୭୫୫୪ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧୨୯୧ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୭୩୨ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି

ଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି ହୋଇଛି । ଦିଲ୍ଲୀ ଓ ଗୋଆ ସରକାରଙ୍କ ପକ୍ଷରୁ ଏହି ଏସଓପି ଜାରି କରାଯାଇଛି । ଦେଶର ଯେ କୌଣସି ସ୍ଥାନରୁ ଗୋଆ ଯାଉଥିବା ଯାତ୍ରୀଙ୍କ ପାଇଁ ଉଭୟ ସରକାର ଏହି ନିୟମ କରିଛନ୍ତି । ଯାତ୍ରୀ ମାନେ ଗୋଆରେ ପ୍ରବେଶ କରିବାର ୭୨ଘଣ୍ଟା ମଧ୍ୟରେ…

କୋଭିଡ୍ ପରିଚାଳନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କିପରି କରୋନା ସଂକ୍ରମଣକୁ ରୋକାଯାଇ ପାରିବ ତାଉପରେ ଗୁରୁତ୍ବ ଦେଇଛନ୍ତି । ମହାମାରୀକୁ ରୋକିବାରେ ଟିକାକରଣକୁ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି…

ତିନୋଟି ରାଜ୍ୟରେ ଚାଂଚଲ୍ୟ ଖେଳାଇଲା ଧଳା ସ୍କୋର୍ପିଓ

ମାଲକାନଗିରି: ତିନିତିନୋଟି ରାଜ୍ୟର ସୁରକ୍ଷା ବଳୟ ଭାଙ୍ଗିଲା ଏକ ଧଳା ସ୍କୋର୍ପିଓ ଗାଡି । ଆନ୍ଧ୍ରପ୍ରଦେଶ, ଓଡିଶା ଓ ଛତିଶଗଡ ସୀମାକୁ ଭେଦ କରିବା ସହ ପୋଲିସର ସାତଟି ବ୍ୟାରିକେଡ ଭାଙ୍ଗି ଶେଷରେ ସିଆରପିଏଫ୍ ଗୁଳିରେ ଅଟକିଥିଲା । ମିିଳିଥିବା ସୂଚନା ଅନୁଯାୟୀ ଏକ ଅମାନିଆ ସ୍କୋର୍ପିଓ…

ପ୍ରିୟଙ୍କା ଚୋପ୍ରାଙ୍କ ଜ୍ୟାକେଟରେ ମାଆ କାଳୀଙ୍କ ଫଟୋ !

ମୁମ୍ବାଇ: ନିକ ଜୋନ୍ସଙ୍କୁ ବିବାହ କରିବା ପରେ ବଲିଉଡର ସଫଳ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସର୍ବଦା ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି । ଏଥିନେଇ ସେ ଉଭୟ ପ୍ରଶଂସା ଓ ସମାଲୋଚନା ସାଉଁଟି ଚାଲିଛନ୍ତି । ଏବେ ନ୍ୟୁୟର୍କରେ ନିକଙ୍କ ସହ ତାଙ୍କର ଏକ ଫଟୋ ଭାଇରାଲ ହୋଇଛି । ଏହି ଫଟୋରେ ପ୍ରିୟଙ୍କା…

ଘରୋଇ ହସ୍ପିଟାଲ୍ ନିର୍ଦ୍ଧାରିତ ଫି’ ଠାରୁ ଅଧିକ ନେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ରାଜ୍ୟରେ ବୃଦ୍ଧି ପାଉଛି ମହାମାରୀ କରୋନାର ପ୍ରଭାବ । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ…

ଫାଇବର ଜରିଆରେ ଓଡ଼ିଶାର ସବୁ ପଞ୍ଚାୟତରେ ମିଳିବ ଇଣ୍ଟରନେଟ୍ ସୁବିଧା

ଭୁବନେଶ୍ୱର: ବ୍ୟାପକ ହେବ ଇଣ୍ଟରନେଟ ବ୍ୟବସ୍ଥା। ୨୦୨୧ ଶେଷ ସୁଦ୍ଧା ସବୁ ପଂଚାୟତରେ optic fibre ଜରିଆରେ ଇଣ୍ଟରନେଟ ସୁବିଧା ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା। ସୂଚନା ଅନୁଯାୟୀ, ଏହାଦ୍ବାରା ଛାତ୍ରଛାତ୍ରୀ ମାନଙ୍କର ଅନଲାଇନ୍…

ମୁମ୍ବାଇ ପୋଲିସରୁ ସଚ୍ଚିନ ଭାଜେ ବହିଷ୍କୃତ

ମୁମ୍ବାଇ: ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚ୍ଚିନ ଭାଜେ । ଆଜି ମୁମ୍ବାଇ ପୋଲିସ ତାଙ୍କୁ ବହିଷ୍କୃତ କରିଛି । ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖିବା ସଂପୃକ୍ତିରେ ସଚ୍ଚିନ ଭାଜେ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି (ଏନ୍‌ଆଇଏ) ଦ୍ୱାରା ଗିରଫ ହୋଇଥିଲେ ।…