Latest Odisha News

BREAKING NEWS

ଅକ୍ସିଜେନ ଅଭାବରୁ ୧୧ କୋଭିଡ୍ ରୋଗୀଙ୍କ ମୃତ୍ୟୁ

ତିରୁପତି: ସୋମବାର ରାତିରେ ଆନ୍ଧ୍ରପ୍ରଦେଶର ତିରୁପତିରେ ଅକ୍ସିଜେନ୍ ଅଭାବରୁ ୧୧ ଜଣ ରୋଗୀ ଆଖି ବୁଜିଛନ୍ତି । ଖୋଦ୍ ଜିଲ୍ଲାପାଳ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି । ଜିଲ୍ଲପାଳ ଏମ୍. ହରି ନାରାୟଣ କହିଛନ୍ତି, ଅକ୍ସିଜେନ୍ ଅଭାବରୁ ୧୧ ଜଣଙ୍କ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ହସ୍ପିଟାଲରେ ଗୋଟିଏ…

ପାଞ୍ଚ ଦିନ ପରେ ଓଡ଼ିଶାରେ ୧୦ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ପାଞ୍ଚ ଦିନ ପରେ ଓଡ଼ିଶାରେ ୧୦ ହଜାର ଖସିଲା ଦୈନିକ ସଂକ୍ରମଣ । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯ହଜାର ୭୯୩ ପଜିଟିଭ୍ । ଏହି ସମୟରେ ରାଜ୍ୟରେ ୪୬ ହଜାର ୨୪୧ଟି କୋଭିଡ୍ ଟେଷ୍ଟ କରାଯାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୫ହଜାର ୫୩୪ ଚିହ୍ନଟ ହୋଇଥିବା ବେଳେ…

କବିତା : ପ୍ରଭାତ

ମଞ୍ଜୁବାଳା ରଥ  କ୍ରମେ ନିଶି ଅନ୍ତେ ପୂରୁବ ଆକାଶେ ଉଦେ ହେଲେ ଦିନକର ବାରୁଣୀ ସୁନ୍ଦରୀ ନାଲି ପାଟ ପିନ୍ଧି ସତେ କି ହେଲା ବାହାର। ଧରାପରେ ପଡି ଶିଶିର ବିନ୍ଦୁଟି ମୁକ୍ତା ପରି ଝଲସାଏ, ଶୀତଳ ସମୀର ଶିରି ଶିରି ବହି ଦେହ ମନ ପୁଲକାଏ। ପିଢ଼ ପରେ ବସି ଉଚ୍ଚ ସ୍ଵରେ ରାବେ କା କା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା ୧୧-୫-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୧୧ ରିଖ ମଙ୍ଗଳ ବାର ମେଷ ୨୮ ଦିନ ବୈଶାଖ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: ମେଷ ରାଶିର ଆଜିର ନିଷେଧ ଖାଦ୍ୟ-: ଆମିଷ…

ପରଲୋକରେ ଜଗନ୍ନାଥ ସଂସ୍କୃତିର ମହାନ ପ୍ରଚାରକ ତଥା ପୂର୍ବତନ ପ୍ରଶାସକ ଗୋପୀନାଥ ମହାନ୍ତି

ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ମହାନ ପ୍ରଚାରକ, ଲେଖକ ତଥା ପୂର୍ବତନ ପ୍ରଶାସକ ଗୋପୀନାଥ ମହାନ୍ତିଙ୍କର ଆଜି ସନ୍ଧ୍ୟାରେ ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତ ଖବର ପାଇ ବହୁ…

ରିଲାଏନ୍ସ ରିଟେଲ,ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର

ଭୁବନେଶ୍ୱର: ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ରିଟେଲ ଲିମିଟେଡ ୨୦୨୧ରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର ଭାବେ ମାନ୍ୟତା ଲାଭ କରିଛି । ଏଥିସହିତ ରିଲାଏନ୍ସ ରିଟେଲ ଏକମାତ୍ର ଭାରତୀୟ ରିଟେଲର ଭାବରେ ବିଶ୍ୱର ୨୫୦ ରିଟେଲର ତାଲିକାରେ ସ୍ଥାନ ପାଇଛି । ବିଶ୍ୱର…

ସ୍ଥପତି ରଘୁନାଥଙ୍କ ନିଆରା ସଉକ…

ଭୁବନେଶ୍ୱର:ନିରବୀ ଯାଇଛି ନିହଣ ସ୍ୱର । ନିରବୀ ଯାଇଛି ସେଇ ନିହଣ ଧରି ଜୀବନ୍ତ କରି ଗଢି ତୋଳୁଥିବା ସ୍ଥପତିର କାରିଗର । ଆଉ ଶୁଭିବ ନାହିଁ ନିହଣ ଶଦ୍ଦ । ଜୀବନ ଯୁଦ୍ଧରେ ହାରିଯାଇଛି ଲଢୁଆ ଶିଳ୍ପୀ । କରୋନା ଲଢେଇରେ ହାର୍ ମାନି ଯାଇଛନ୍ତି ଦ୍ୱିତୀୟ କୋଣାର୍କର ସ୍ୱପ୍ନ ଦେଖିଥିବା ସେହି ଶିଳ୍ପୀ…

ପଶ୍ଚିମବଙ୍ଗରେ ୬୧ ବିଜେପି ବିଧାୟକଙ୍କୁ ମିଳିଲା X କାଟାଗୋରୀ ସୁରକ୍ଷା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବୃଦ୍ଧି ପାଉଥିବା ନିର୍ବାଚନୀ ହିଂସାକୁ ନେଇ ଗୃହ ମନ୍ତ୍ରଣାଳୟର ପଦକ୍ଷେପ । ୬୧ ଜଣ ବିଜେପି ବିଧାୟକଙ୍କୁ X କାଟାଗୋରୀର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି ଗୃହ ମନ୍ତ୍ରଣାଳୟ । ପଶ୍ଚିମବଙ୍ଗର ୬୧ ଜଣ ବିଜେପି ବିଧାୟକଙ୍କୁ ସିଆଇଏସଏଫ ଯବାନ ସୁରକ୍ଷା ଦେବେ ।…

ଆଣିଥିଲି ଘୋଡା, ଦେଇପାରୁନି ଭଡା !

ଅନୁଗୁଳ: ବାହାରେ ଘୁରିବୁଲୁଥିବା ଜୀବଜନ୍ତୁଙ୍କ ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ୬୦ ଲକ୍ଷ ଟଙ୍କାର ସହାୟତା ରାଶି । ରାଜ୍ୟ ସରକାରଙ୍କୁ ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ମିଳିଛି ଭୁରିଭୁରି ପ୍ରଶଂସା । ହେଲେ ଏହାରି ଭିତରେ ଏକ ଖବର ଅନେକ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ଜଣେ…

ଚିହ୍ନଟ ହେଲେ ରାଜ୍ୟର ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ପ୍ରଥମ ବ୍ଲାକ୍ ଫଙ୍ଗସ୍ ରୋଗୀ । କୋଭିଡ ପଜିଟିଭ ଆସିବା ପରେ ଘରେ ସଂଗରୋଧରେ ଥିଲେ ଏହି ରୋଗୀ । ପଜିଟିଭ୍ ଚିହ୍ନଟ ରୋଗୀ ଏବେ ଭୁବନେଶ୍ବରରେ ଚିକିତ୍ସାଧୀନ ଅଛନ୍ତି । ସେ ଏବେ ସମ୍ ଅଲଟିମେଟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା…