Latest Odisha News

BREAKING NEWS

ଟାଇମସ୍ ପତ୍ରିକାର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ଜିଓ ପ୍ଲାଟଫର୍ମସ୍

ଭୁବନେଶ୍ବର : ମୁକେଶ ଅମ୍ବାନିଙ୍କ କଂପାନି ଜିଓ ପ୍ଲାଟଫର୍ମସ୍ “ଟାଇମସ୍ ପତ୍ରିକା’ର ସବୁଠୁ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସ୍ଥାନ ପାଇଛି । ଭାରତରେ ଡିଜିଟାଲ୍ ପରିବର୍ତ୍ତନ ଆଣିଥିବାରୁ ଏହି ତାଲିକାରେ ଜିଓ ପ୍ଲାଟଫର୍ମସ୍‌ର ନାଁ ସାମିଲ ହୋଇଛି । ଟାଇମସ୍ ପତ୍ରିକା ପକ୍ଷରୁ କୁହାଯାଇଛି…

ଝୁରୁଛି ଶଙ୍ଖାରୀ ଗାଁ. . .

ସେ ଥିଲେ ସାହିତ୍ୟର ସ୍ରଷ୍ଟା । ଓଡ଼ିଆ ସାହିତ୍ୟର ମଉଡ଼ମଣି ଆଉ କଥାକାର । ତାଙ୍କର କାଳଜୟୀ ଲେଖା ଏବେ ବି ପ୍ରତିଟି ହୃଦୟ ତନ୍ତ୍ରୀରେ । ଏବେ ସେହି ସ୍ରଷ୍ଟା ବସନ୍ତର ପ୍ରାନ୍ତରେ ପତ୍ରଝଡା ଋତୁଟିଏ ଭଳି ବିଦାୟ ନେଇ ଚାଲିଗଲେ ପୁଣି ଫେରିବାର ପ୍ରତିଶ୍ରୁତି ଦେଇ । ତାଙ୍କର ଲେଖନୀରୁ ନିଃସୃତ ସେହି…

ମନୋଜ ଦାସଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପ୍ରଖ୍ୟାତ ଲେଖକ ତଥା ସ୍ବର୍ଗତ ମନୋଜ ଦାସଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରିବାର ଓ ସମ୍ପର୍କୀୟଙ୍କୁ ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ପୁଡୁଚେରୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋଜଙ୍କ ଶେଷ କୃତ୍ୟ ସମ୍ପନ୍ନ…

ପ୍ରଣାମ ମଧୁ ବାବୁ

କାଳିଆ ଘୋଡାରେ ଚଢିବି , ମଧୁ ବାବୁ ସଙ୍ଗେ ଲଢିବି.. . ଏବେ ବି ଏହି ଧାଡିକ ସମସ୍ତଙ୍କ ମୁହଁରେ ଗୁଣଗୁଣେଇବାର ମନେ ଅଛି । ଓଡ଼ିଆ ଜାତିର ଗର୍ବ ଆଉ ଗୌରବ ତଥା ଓଡ଼ିଶା ପ୍ରଦେଶର ଜନକ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ପ୍ରଥମ ଓଡ଼ିଆ ଭାବେ ଜାତି ତାଙ୍କୁ ନେଇ ଗର୍ବ କରେ । ସେ ଥିଲେ ଖୁବ୍…

ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦାର ପୁନାଓ୍ବାଲାଙ୍କୁ ଓ୍ବାଇ କ୍ୟାଟେଗୋରୀ ସୁରକ୍ଷା

ନୂଆଦିଲ୍ଲୀ : ବଢ଼ିଲା ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଆଦାର ପୁନାଓ୍ବାଲାଙ୍କ ସୁରକ୍ଷା । ତାଙ୍କୁ ଓ୍ବାଇ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ, ଆଦାର ପୁନାଓ୍ବାଲାଙ୍କୁ…

ପାଇଥନ-୫ ମିସାଇଲର ସଫଳ ପରୀକ୍ଷଣ କଲା ଡିଆରଡିଓ

ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପାଇଁ ଆଉ ଏକ ସଫଳତା । ସ୍ବଦେଶୀ ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସର ବାୟୁରେ ଟାର୍ଗେଟ କରିବାର ଅସ୍ତ୍ର କ୍ଷମତାରେ ଯୋଡି ହୋଇଛି ପଞ୍ଚମ ପୀଢିର ପାଇଥନ-୫ ମିସାଇଲ । ଆକାଶରୁ ଆକାଶରେ ଲକ୍ଷ୍ୟଭେଦ କରି ପାରୁଥିବା ପଞ୍ଚମ ପୀଢିର ପାଇଥନ-୫…

କରୋନା ସଂକ୍ରମିତ ବୋଲି ମିଳିଲାନି ଚାରିକାନ୍ଧ, ସାଇକେଲରେ ନେଇ ଶବ ସତ୍କାର କଲା ପୁଅ

ବଲାଙ୍ଗିର: ଭୂତାଣୁ ଭୟରେ ହଜି ଯାଉଛି ମାନବିକତା । ମୃତ୍ୟୁ ପରେ ମିଳୁନି ଚାରିକାନ୍ଧ । ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଖବର ଆସୁଥବା ବେଳେ ବଲାଙ୍ଗିରରୁ ଆସି ହୃଦୟ ବିଦାରକ ଦୃଶ୍ୟ । ବାପାର ମୃତଦେହକୁ ସାଇକଲେରେ ବୋହି ନେଉଛି ପୁଅ । ଏଭଳି ଦୃଶ୍ୟ ସଂକ୍ରମଣ ପାଇଁ ସମ୍ପର୍କ କେତେ…

ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବା ଚେନ୍ନାଇ ସୁପର କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଯାଇଛି । ଟସ୍ ଜିତି ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ମାନେ ମହେନ୍ଦ୍ର ସିଂ ଧୋନୀ…

ଭୁବନେଶ୍ବରରୁ ଆଉ ୧୦୪୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ପାଲଟିଛି କରୋନା ହଟସ୍ପଟ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ୧୦୪୪ ପଜିଟିଭ୍ । କ୍ବାରେଣ୍ଟାଇନରୁ ୨୧୯ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୮୨୫ । ସେହିପରି ଭୁବନେଶ୍ବର ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି ୪୪୭ ଜଣ…

ସବୁ ସୁଖ ସ୍ୱାଛନ୍ଦ୍ୟ ପରିତ୍ୟାଗ କରି ଜୈନ ଧର୍ମ ଦୀକ୍ଷା ଗ୍ରହଣ କଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୂର୍ବତନ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପୂର୍ବତନ ଉପାଧ୍ୟକ୍ଷ ପ୍ରକାଶ ଶାହା ଆଜି ସମସ୍ତ ସୁଖ ସ୍ୱାଛନ୍ଦ୍ୟ ପରିତ୍ୟାଗ କରି ଜୈନ ଧର୍ମୀ ଦୀକ୍ଷା ଗ୍ରହଣ କରିଛନ୍ତି । ଧଳା ପୋଷାକ ପରିଧାନ କରି ପ୍ରକାଶ ଏବଂ ତାଙ୍କ ପତ୍ନୀ ନୈନା ଶାହା ମୁମ୍ବାଇର ବୋରିଭାଲିରେ ଆୟୋଜିତ ଏକ ସମାରୋହରେ ଏହି ଦୀକ୍ଷା…