Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ମନ ମୁତାବକ କରୋନା

କବି କୁଳାଙ୍ଗାର ମାଗଣା ମିଳୁ ମାଗଣା ମିଳୁ ବୋଲି ଆମେ ସବୁବେଳେ କରୁ କାମନା; ଇଶ୍ବର ଶେଷରେ ବିରକ୍ତ ହୋଇକି ମାଗଣାରେ ଦେଲେ କରୋନା! ବଡ ଦହଗଞ୍ଜେ ଚଳୁ, ତଥାପି ଆଶା ମାଗଣା ଟୀକା ମିଳୁ!! ଛୁଟି କାଟିବାକୁ ମନ ସଭିଁକର କାମଦାମ ବେଶି ଚାହୁଁନୁ; ଇଶ୍ବର ତେଣୁ ବ୍ୟବସ୍ଥା…

କବିତା : ଶ୍ରେଷ୍ଠ ଉପହାର

ଯଶୋବନ୍ତୀ ରାଉତ  କେବେ କେବେ ଚେଇଁ ଉଠେ ଗଣତନ୍ତ୍ର ଜାତୀୟ ଦିବସ ନାଁରେ, ସଭା ସମିତିରେ, ସରକାରୀ ଅଫିସ ଆଉ କାର୍ଯ୍ଯାଳୟ ସାମନାରେ ! ଏଠି ଏମିତି ବର୍ଷ ତମାମ୍ ନୀରବି ଯାଇଥିବା ପାଦଚିହ୍ନମାନଙ୍କର ସମୀକ୍ଷା ଚାଲେ, ଫୁଲମାଳଟେ, ଧୂପକାଠିଟେ ଦେଇ ସେମାନଙ୍କୁ ପୁନର୍ବାର ଆସନ୍ତା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୪-୪-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୨୪ ତାରିଖ ଶନିବାର ମେଷ ୧୧ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ଉତ୍ତର ଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଦିନ ୧୨ଟା ପର୍ଯ୍ୟନ୍ତ ତାପରେ କନ୍ୟା ଚନ୍ଦ୍ର ଭୋଗ ହେବ ଆଜିର ଘାତ ବାରବୃଷ,…

ଅନଲାଇନ ମାଧ୍ୟମରେ ଇଂରାଜୀ ପୁସ୍ତକ ‘ଭୁବନେଶ୍ୱର’ ଉନ୍ମୋଚିତ

ଭୁବନେଶ୍ୱର : ମହାଦେବଙ୍କ ମହିମାକୁ କେନ୍ଦ୍ର କରି 'ସରନା ଏଜୁକେସନାଲ ଏଣ୍ଡ କଲଚରାଲ ସର୍ଭିସେସ' ଆନୁକୂଲ୍ୟରେ ଇଂରାଜୀ ଭାଷାରେ ରଚିତ ଓ ପ୍ରସ୍ତୁତ 'ଭୁବନେଶ୍ୱର-ଲର୍ଡ ଶିବଜ ଇଷ୍ଟର୍ଣ୍ଣ ଆବୋଡ଼' ଶୀର୍ଷକ ପର୍ଯ୍ୟଟନ କୈନ୍ଦ୍ରିକ ପୁସ୍ତକର ଉନ୍ମୋଚନ ଅନଲାଇନ ମାଧ୍ୟମରେ ହୋଇଯାଇଛି। ଏହି ପୁସ୍ତକଟି…

ବିଜନେସ୍ ଟାଇକୁନ୍ ରତନ ଟାଟା

ବିଜନେସ୍ ଟାଇକୁନ୍ ରତନ ଟାଟା । ଜଣେ ଶିଳ୍ପପତି ଆଉ ସମାଜସେବୀ । ପ୍ରଥମେ ଆଇବିଏମ୍‌ରୁ ଚାକିରୀ ଛାଡି ଟାଟା ଷ୍ଟିଲରୁ କାମ ଆରମ୍ଭ କରିଥିଲେ ରତନ । ଦେଶର ସମସ୍ୟା ଆଉ ସଙ୍କଟ କାଳରେ ସବୁବେଳେ ସହଯୋଗ ପାଇଁ ଆଗକୁ ଆସିଛନ୍ତି । ଏପରିକି କରୋନା ଭଳି ବିପତ୍ତି ସମୟରେ ମଧ୍ୟ ପ୍ରତିଦିନ ୩ଶହ ଟନ୍…

ନିଆରା ନବୀନ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତି ରଣକ୍ଷେତ୍ରରେ ଦୀର୍ଘ ୨୦ବର୍ଷ ଧରି କରୁଛନ୍ତି ରାଜ୍ । ୫ ମାର୍ଚ୍ଚ ୨୦୦୦ରୁ ନବୀନ ବିଜୁ ଜନତା ଦଳର ଅପ୍ରତିଦ୍ୱନ୍ଦୀ ନେତା ହେଉଛନ୍ତି ନବୀନ । କରୋନା କାଳରେ ମୁକାବିଲା ନେଇ ଆଗକୁ ବାହାରିଛନ୍ତି । ଏନେଇ ଜାତୀୟ ସ୍ତରରେ ମଧ୍ୟ ନବୀନଙ୍କୁ ଭୁରି…

ଭୁବନେଶ୍ୱରର ୪୩ଟି ସ୍ଥାନରେ ଓ କଟକର ୨୫ଟି ସ୍ଥାନରେ ପୋଲିସର ନାକାବନ୍ଦୀ

ଭୁବନେଶ୍ୱର: ଟ୍ୱିନ୍ ସିଟିରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି । ଶନିବାର ସକାଳୁ ସପ୍ତାହନ୍ତ ସଟଡାଉନ୍ ଆରମ୍ଭ ହୋଇ ସୋମବାର ସକାଳ ଯାଏ ବଳବତ୍ତର ରହିବ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଟ୍ୱିନସିଟିରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି…

ବ୍ରିଟେନ ରାଜପରିବାରର ପ୍ରସିଦ୍ଧ କଂଟ୍ରି କ୍ଲବ ଷ୍ଟୋକ ପାର୍କ କିଣିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀ ଶୁକ୍ରବାର ବ୍ରିଟେନ ରାଜପରିବାରର ଖ୍ୟାତନାମା କଂଟ୍ରି କ୍ଲବ ଷ୍ଟୋର୍କ ପାର୍କକୁ କିଣିଛନ୍ତି । ୩୦୦ ଏକର ପରିବ୍ୟାପ୍ତ ଏହି କ୍ଲବକୁ କିଣିବା ପାଇଁ ମୁକେଶଙ୍କୁ ୫୯୨ କୋଟି ଟଙ୍କା ଦେବାକୁ ପଡିଥିଲା । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ…

ଖୁସି ଖବର : ଖୁବ୍ ଶୀଘ୍ର ଜର୍ମାନୀରୁ ଆସିବ ୨୩ ଅକ୍ସିଜେନ ଉତ୍ପାଦନ କ୍ଷମତା ପ୍ଲାଂଟ

ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ଭାରତକୁ ଅସ୍ତବ୍ୟସ୍ତ କରି ଦେଲାଣି । ଏହି ସଙ୍କଟ ବେଳେ ମୂଖ୍ୟ ସମସ୍ୟା ଭାବେ ଉଭା ହୋଇଛି ଅକ୍ସିଜେନ । ଶୁକ୍ରବାର ଜର୍ମାନୀରୁ ୨୩ଟି ଅକ୍ସିଜେନ କ୍ଷମତା ରଖିଥିବା ପ୍ଳାଂଟ ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଜର୍ମାନୀରୁ ବିମାନ ଯୋଗେ…

ପଶ୍ଚିମବଙ୍ଗକୁ ଲାଗିଥିବା ବାଲେଶ୍ୱରର ସମସ୍ତ ସୀମା ସିଲ୍, ଯାଞ୍ଚ କଡ଼ାକଡ଼ି

ବାଲେଶ୍ୱର: ପଶ୍ଚିମବଙ୍ଗରେ କରୋନାର ତ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ପରେ ଓଡ଼ିଶା ସରକାର ଜାରି କରିଛନ୍ତି କଡ଼ା କଟାକଣା । ପଶ୍ଚିମବଙ୍ଗର ଆସୁଥିବା ସମସ୍ତଙ୍କ ଲାଗି ୧୪ ଦିନିଆ କ୍ୱାରେଣ୍ଟାଇନକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରଶାସନ ପକ୍ଷରୁ ପଶ୍ଚିମବଙ୍ଗ…