Latest Odisha News

BREAKING NEWS

ଦଳ ନିର୍ବାଚନରେ ଜିତିଲେ ସମସ୍ତଙ୍କୁ ମିଳିବ ମାଗଣା ଟିକା; ବଙ୍ଗଳା ବିଜେପି

କୋଲକାତା: ଚାଲିଥିବା ବିଧାନସଭା ନିର୍ବାଚନରେ ​​କ୍ଷମତାକୁ ଆସିବା ପରେ ପଶ୍ଚିମବଙ୍ଗରେ ବିନାମୂଲ୍ୟରେ ଟିକା ପ୍ରଦାନ କରିବ ବୋଲି ବଙ୍ଗଳା ବିଜେପି ଘୋଷଣା କରିଛି। ବଙ୍ଗଳା ବିଜେପି ଶୁକ୍ରବାର ଦିନ ଏକ ଟୁଇଟ୍‌ରେ କହିଛି ଯେ ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାକୁ ଆସିବା ମାତ୍ରେ…

ସପ୍ତାହନ୍ତ ସଟଡାଉନରେ ବନ୍ଦ ରହିବ ‘ମୋ ବସ୍’, ରେଲୱେ ଓ ବିମାନବନ୍ଦରରୁ ମିଳିବ ସେବା

ଭୁବନେଶ୍ୱର: ଆସନ୍ତାକାଲି ଶନିବାର ଓ ରବିବାର ୨ ଦିନ ଲାଗି ରାଜ୍ୟ ସରକାର ସପ୍ତାହନ୍ତ ସଟଡାଉନ୍ ଲାଗୁ କରିଛନ୍ତି । ଫଳରେ ଆଜି ରାତିରୁ ନାଇଟ୍ କର୍ଫ୍ୟୁ ସହ କଟକଣା ସୋମବାର ସକାଳ ଯାଏ ବଳବତ୍ତର ରହିବ । ଏହି ସମୟରେ ‘ମୋ ବସ୍’ ସେବା ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି କ୍ରୁଟ୍ କର୍ତ୍ତୃପକ୍ଷ ।…

ଦୁନିଆର ସର୍ବୋଚ୍ଚ ପର୍ବତରେ ପହଞ୍ଚିଲା କରୋନା; ମାଉଣ୍ଟ ଏଭରେଷ୍ଟରେ ପ୍ରଥମ କୋଭିଡ୍‌ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କୋଭିଡ ଦୁନିଆର ସର୍ବୋଚ୍ଚ ପର୍ବତରେ ପହଞ୍ଚିଛି। ମାଉଣ୍ଟ ଏଭରେଷ୍ଟରେ ପ୍ରଥମ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନରୱେର ଜଣେ ପର୍ବତାରୋହୀ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନାଭାଇରସ୍ ଦୁନିଆର ସର୍ବୋଚ୍ଚ ପର୍ବତକୁ ସ୍ପର୍ଶ କରିଛି। ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପରେ…

ଆଘାତ ସମସ୍ୟା ଯୋଗୁ ଆଇପିଏଲରୁ ଓହରିଲେ ନଟରାଜନ

ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦର ଯୁବ ପେସ ବୋଲର ଆଘାତ ସମସ୍ୟା ଯୋଗୁ ଆଇପିଏଲର ଚଳିତ ସଂସ୍କରଣରୁ ଓହରି ଯାଇଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ସେ ଆଘାତପ୍ରାପ୍ତ ହୋଇଥିଲେ । ୩୦ ବର୍ଷୀୟ ନଟରାଜନ ସନରାଇଜର୍ସ ପକ୍ଷରୁ ୨ଟି ମ୍ୟାଚ ଖେଳିଛନ୍ତି । ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ…

ହସ୍ପିଟାଲ୍‌ରେ କୋଭିଡ୍‌ ରୋଗୀଙ୍କ ଜନ୍ମଦିନ ପାଳନ କଲେ ସ୍ୱାସ୍ଥ୍ୟ କର୍ମୀ; ହୃଦୟସ୍ପର୍ଶୀ ଭିଡ଼ିଓ ଭାଇରାଲ

ଗୁଜରାଟ: ଗୁଜରାଟର ସୁରଟ ସିଭିଲ ହସ୍ପିଟାଲରେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ଜନ୍ମଦିନ ପାଳନ କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମୁମ୍ବାଇର ଲୋକପ୍ରିୟ ଫଟୋଗ୍ରାଫର ଭାଇରାଲ ଭାୟାନି ତାଙ୍କ ଇନଷ୍ଟାଗ୍ରାମରେ ଭିଡିଓର ଏକ କ୍ଲିପ୍ ସେୟାର କରିଛନ୍ତି।…

ଆସନ୍ତୁ ଜାଣିବା କେଉଁଠାରେ ଭକ୍ତ ପ୍ରତି ବିପଦ ଆସିଲେ ଭୈରବ ବାବାଙ୍କ ମୂର୍ତିରୁ ଲୁହ ଝରେ

କାଙ୍ଗଡା: ହିମାଚଳ ପ୍ରଦେଶର କାଙ୍ଗାଡାରେ ଥିବା ବ୍ରଜେଶ୍ୱରୀ ଦେବୀ ମନ୍ଦିର ରହସ୍ୟରେ ଭରପୂର । କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିରକୁ ପାଣ୍ଡବମାନେ ନିର୍ମାଣ କରିଥିଲେ । ୫୧ ଶକ୍ତୀପୀଠରେ ଏହି ମନ୍ଦିର ଗଣତି ହୋଇଥାଏ । ମୋଗଲ ଶାସନ କାଳରେ ଏହି ମନ୍ଦିରକୁ ବାରମ୍ବାର ଲୁଣ୍ଠନ କରାଯାଇଥିଲା ।…

ଲଦାଖର ରହସ୍ୟମୟ ମ୍ୟାଗ୍ନେଟିକ ହିଲ

ଲଦାଖ: ଜମ୍ମୁ-କଶ୍ମୀରର ଲଦାଖ ଏବହ ଲେହ ଅଂଚଳ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୂର । ଏହି ଅଂଚଳରେ ଥିବା କରାମତି ପାହଡ ଶୃଙ୍କଳରେରେ ଏପରି ଏକ ସ୍ଥାନ ଅଛି ଯାହାକୁ ମ୍ୟାଗ୍ନେଟିକ ହିଲ କୁହାଯାଏ । ଏହି ଅଂଚଳରେ ତୀବ୍ର ଚୁମ୍ବକୀୟ କ୍ଷେତ୍ରର ଅନୂଭୁତି ପରିଲକ୍ଷିତ ହୁଏ । ଗଡାଣିଆ ସ୍ଥାନରେ ପ୍ରାୟତଃ…

ବହୁ ଚର୍ଚ୍ଚିତ ସିମାଞ୍ଚଳ ହତ୍ୟାକାଣ୍ଡ, କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି

କଳାହାଣ୍ଡି:ସିମାଞ୍ଚଳ ହତ୍ୟାକାଣ୍ଡ, ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ, କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି । କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ସୀମାଞ୍ଚଳ ମହାପାତ୍ର ହତ୍ୟାକାଣ୍ଡ ଘଟଣା । ଦିର୍ଘ କୋଡ଼ିଏ ଦିନ ଉପରେ ବିତି ଯାଇଥିଲେ ସୁଦ୍ଧା ଅପରାଧୀ କୁ ଠାବ କରି ପାରିନାହିଁ ଜୟପାଟଣା ପୋଲିସ।…

ଟିକା ଅଭାବ; ୫୦ରୁ ଅଧିକ ଟିକାକରଣ କେନ୍ଦ୍ର ବନ୍ଦ

ନୂଆଦିଲ୍ଲୀ: ଟିକା ଅଭାବ ହେତୁ ମୁମ୍ବାଇରେ ଅତି କମରେ ୫୪ ଟି କୋଭିଡ୍ ଟିକାକରଣ କେନ୍ଦ୍ରରେ ଶୁକ୍ରବାର ଦିନ ଟିକାକରଣ ଅଭିଯାନ ବନ୍ଦ ରହିଥିବା ସୂଚନା ମିଳିଛି। ମୁମ୍ବାଇରେ ବର୍ତ୍ତମାନ ୧୩୨ ଟିକାକରଣ କେନ୍ଦ୍ର ରହିଛି। ରିପୋର୍ଟ ଅନୁଯାୟୀ ମୁମ୍ବାଇ ବର୍ତ୍ତମାନ କିଛି ସମୟ ପାଇଁ ଟିକା…

ଉଚ୍ଛେଦ ନେଇ ତୁମୁଳ କାଣ୍ଡ

କେନ୍ଦୁଝର:ଉଚ୍ଛେଦ ନେଇ ଗାଁରେ ତୁମୁଳ କାଣ୍ଡ । ପୁଲିସ ଓ ଗାଁ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କାନପୁର ଜଳସେଚନ ପ୍ରକଳ୍ପ ପାଇଁ ଉଚ୍ଛେଦ କରାଯାଉଛି । କେନ୍ଦୁଝର, ଯୋଡା, ଧୋବାକଚଡା ଆଦି ୩୧୪ ଘର ଉଚ୍ଛେଦ କରାଯିବାକୁ ଥିବା ବେଳେ ବିରୋଧ କରିଛନ୍ତି ଲୋକେ । ପୁଲିସ…