Latest Odisha News

BREAKING NEWS

ଆଜି ରାଜ୍ୟରୁ ୪ ହଜାର ୭୬୧ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା କାୟା । କ୍ରମାଗତ ଦ୍ୱିତୀୟ ଦିନରେ ରାଜ୍ୟରୁ ଚାରି ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜାର ୭୬୧ ଆକ୍ରାନ୍ତ । ଏମାନଙ୍କ ଭିତରେ ୨ହଜାର ୭୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୯ଶହ ୭୬ଟି…

ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ପ୍ରବାହ ସମସ୍ତଙ୍କ ନିଦ ହଜାଇ ଦେଲାଣି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଏସବୁକୁ ଦେଖି ସରକାର ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ସହ ସପ୍ତାହନ୍ତ ସଟଡାଉନ୍ ଲାଗୁ କରିଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା…

କୋଭିଡ୍ କଟକଣାରେ ଏବର୍ଷ ଶ୍ରୀକ୍ଷେତ୍ରରେ ସାହି ଯାତ

ପୁରୀ: କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ପୁରୀରେ ସାହି ଯାତ ଅନୁଷ୍ଠିତ ହେବ । ସ୍ୱଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ କରିବା ନେଇ ଜିଲ୍ଲାପାଳ ସାହି ମୁରବୀମାନଙ୍କ ସହ ବୈଠକ ପରେ ନିଷ୍ପତ୍ତି ହୋଇଛି । ଶ୍ରୀରାମ ନବମୀ ଅର୍ଥାତ ଅପ୍ରେଲ ୨୧ ତାରିଖରୁ ମେ ମାସ ୪ତାରିଖ ରାମାଭିଷେକ ଯାଏ ସାହି ଯାତ…

ଘର ଫେରୁଛନ୍ତି ପ୍ରବାସୀ, ବସଷ୍ଟାଣ୍ଡ ଓ ଷ୍ଟେସନରେ ପ୍ରବଳ ଭିଡ଼

ନୂଆଦିଲ୍ଲୀ: ଦିଲ୍ଲୀରେ ସୋମବାର ରାତି ୧୦ଟାରୁ ଆସନ୍ତା ସୋମବାର ଅର୍ଥାତ୍ ଏପ୍ରିଲ୍ ୨୬ ସକାଳ ୫ଟା ଯାଏ ଲକଡାଉନ୍ ଲାଗୁ ହୋଇଛି । ଦିଲ୍ଲୀରେ ଲଗାତାର ବଢ଼ୁଥିବା କୋଭିଡ୍ ମାମଲାକୁ ଦେଖି ଲକଡାଉନ୍ ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ଲକଡାଉନ୍ ଆରମ୍ଭ ହୋଇଯାଇଥିବା ବେଳେ ସୋମବାର ଦିଲ୍ଲୀର…

ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ତରଫରୁ ଅନଲାଇନ କବିତା ଆସର

ଭୁବନେଶ୍ୱର : ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ପାଳନ ଅବସରରେ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର( ଆର୍ . ପି. ଓ.ପି ) ଆନୁକୂଲ୍ୟରେ ଏକ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ସାରସ୍ୱତ ସଭାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ଡ.…

ଗଳ୍ପ : ଦଂଶନ

ଲକ୍ଷ୍ମୀପ୍ରିୟା ଓଝା ଭିଡ଼ ଆପେ ଆଡେଇ ଗଲା । ସାଇରନ ମାରି ମେଣ୍ଟାଲ ହସ୍ପିଟାଲ ଆମ୍ବୁଲାନ୍ସଟା ଅଟକିଗଲା ଦାଣ୍ଡରେ । ନୀଳ ୟୁନିଫର୍ମ ପିନ୍ଧା ଦି ଟା ଯୁଆନ ଖପ ଖାପ ଡେଇଁ ପଡିଲେ ତଳକୁ । ପଛ ଡୋର ଖୋଲି ନୀଳ ଶାଢ଼ୀ ପିନ୍ଧା ନର୍ସଟେ ଟିକେ ଧୀରେ ଓ଼ଲ୍ଲେଇଲା । ବୋଧହୁଏ ଶାଢ଼ୀ ପିନ୍ଧାର ଅଭ୍ୟାସ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୦-୪-୨୦୨୧ ମଙ୍ଗଳବାର ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୨୦ ତାରିଖ ମଙ୍ଗଳବାର ମେଷ ୭ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ପୂନର୍ବସୁ ନକ୍ଷତ୍ର କର୍କଟ ଚନ୍ଦ୍ର ଆଜିର ଘାତ ବାରମକର ରାଶିର ଆଜିର ନିଷେଧ…

ଭୁବନେଶ୍ୱରର କେଉଁ ସ୍ଥାନରେ ନେଇପାରିବେ ଭ୍ୟାକ୍ସିନ୍, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ଭୁବନେଶ୍ୱରର ସରକାରୀ ଓ ବେସରକାରୀ କୋଭିଡ ଟୀକାକରଣ କେନ୍ଦ୍ରର ଏକ ତାଲିକା ଜାରି କରାଯାଇଛି। ଏହି ଟିକା କେନ୍ଦ୍ର ଗୁଡିକ ସକାଳ ୮ଟାରୁ ୧୨ଟା ଏବଂ ୩ଟାରୁ ୬ଟା ଯାଏଁ ଖୋଲା ରହିବ। ତେବେ ୪୫ ବର୍ଷରୁ ଅଧିକ…

ବିଏମସି ତରଫରୁ ଆରମ୍ଭ ହେଲା ସମ୍ପର୍କ ଅଭିଯାନ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: କରୋନାର ଦ୍ଵିତୀୟ ଲହରକୁ ପ୍ରତିହତ କରିବା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ପୁଣି ଥରେ ନିଜର କୋଭିଡ୍ ସଚେତକଙ୍କୁ ସକ୍ରିୟ କରିବା ନିମନ୍ତେ ସମ୍ପର୍କ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଆଜି ବିଏମସି ଦକ୍ଷିଣ ପୂର୍ବ ମଣ୍ଡଳ ଅନ୍ତର୍ଗତ ୱାର୍ଡ…

୧୯୨୯ କଲ୍ ସେଣ୍ଟର ପରିଦର୍ଶନ କଲେ କୋଭିଡ୍ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ୧୯୨୯ କଲ୍ ସେଣ୍ଟରକୁ କାର୍ଯ୍ୟକ୍ଷମ କରାଯାଇଛି । ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକ ତଥା ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶ୍ରମ କମିଶନହ ଡକ୍ଟର ଏନ୍.ତିରୁମାଳା ନାଏକ ୧୯୨୯ କଲ୍ ସେଣ୍ଟର ପରିଦର୍ଶନ କରିଛନ୍ତି । କଲ୍…