ଘାଇକୁ ଖସିପଡ଼ିଲା କାର୍; ଗୋଟିଏ ପରିବାରର ୫ ମୃତ
ନୂଆଦିଲ୍ଲୀ: ଶନିବାର ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ବଦ୍ରିନାଥ ଜାତୀୟ ରାଜପଥରେ ଏକ ଦୁର୍ଘଟଣାରେ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ମୃତ ପାଞ୍ଚଜଣ ବିବାହ ସମାରୋହରୁ ଫେରୁଥିବାବେଳେ ଗାଡିର ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଯାହା ପରେ ଶନିବାର ରାତିରେ…