Latest Odisha News

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳତା ୧୮-୪-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୧୮ ତାରିଖ ରବିବାର ମେଷ୫ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଆଜିର ଘାତ ବାରମେଷ ରାଶିର ଆଜିର ଘାତ ଚନ୍ଦ୍ର  କନ୍ୟା ରାଶି ପୁରୁଷ ବିଛା କୁମ୍ଭ ରାଶି…

ସାହିତ୍ୟରେ ପ୍ରତ୍ୟେକ ଅନୁବାଦ ଏକ ଅନୁସୃଜନ : ପ୍ରଦୀପ କୁମାର ରାୟ

ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି । କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ । ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ , ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ । କିନ୍ତୁ ଅନୁବାଦ ଏତେ ସହଜ ନୁହେଁ । ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ…

ହାଇଦରର ଆଉ ୩ ସହଯୋଗୀ ଗିରଫ

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଯୁବକ ଥିବା ବେଳେ, ଜଣେ ଯୁବତୀ ଅଛନ୍ତି । ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ହାଇଦର ଫେରାର ପଛରେ ଏହି ୩ ଜଣଙ୍କର ସଂପୃକ୍ତି ଥିବା…

କୁମ୍ଭ ମେଳା ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ବାରେଣ୍ଟାଇନ୍

ଭୁବନେଶ୍ବର : କୁମ୍ଭ ମେଳାକୁ ଯାଇଥିଲେ ୧୪ ଦିନ କ୍ବାରେଣ୍ଟାଇନରେ ରହିବେ ସଂପୃକ୍ତ ବ୍ୟକ୍ତି । ହୋମ୍ କ୍ବାରେଣ୍ଟାଇନ କିମ୍ବା କ୍ଲଷ୍ଟର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।…

ଭାରତ ଫେରିବେ ନୀରବ ମୋଦି

ଶେଷରେ ଭାରତ ଫେରିବେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି । ନୀରବ ମୋଦିକୁ ବ୍ରିଟେନରୁ ଭାରତ ଅଣାଯିବାର ବାଟ ସଫା ହୋଇଯାଇଛି । ଏନେଇ ପ୍ରତ୍ୟାପଣ ପାଇଁ ଅନୁମତି ଦେଇଛନ୍ତି ବ୍ରିଟେନ ସରକାର । ପିଏନବି ବ୍ୟାଙ୍କ ଘୋଟାଲାରେ ପଳାତକ ସାଜିଥିଲେ ନୀରବ ଆଉ ତାଙ୍କ ମାମୁଁ ମେହୁଲ। ତେବେ ନୀରବଙ୍କ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଭାବପୂର୍ଣ୍ଣ ଫଟୋର ଅସଲ କାହାଣୀ !

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ହଟଚମଟ ସୃଷ୍ଟି କରିଛି ଏକ ଛୋଟ ପିଲାର ଫଟୋ । ଦାବି ହୋଇଛି ଏହି କୁନି ମାସ୍କ ବିକ୍ରେତା ନିଜ ମାଆଙ୍କ ନିର୍ଦ୍ଦେଶରେ ଅସହାୟଙ୍କୁ ମାଗଣାରେ ବି ମାସ୍କ ପ୍ରଦାନ କରୁଛନ୍ତି । ହେଲେ ଫଟୋ ପଛରେ ଥିବା କାହାଣୀର ସତ୍ୟତା କିନ୍ତୁ ସମ୍ପୁର୍ଣ୍ଣ ଭିନ୍ନ ।

ମେ ୧୩ରେ ପିପିଲି ଉପନିର୍ବାଚନ

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ସାନି ତାରିଖ । ଆସନ୍ତା ମେ ୧୩ ତାରିଖରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ । ଏପ୍ରିଲ ୧୯ ରେ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ ୨୬ ତାରିଖରେ ପ୍ରାର୍ଥିପତ୍ର ଦାଖଲର…

୨୦୨୮ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବ ଭାରତର ମହିଳା, ପୁରୁଷ କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ଯଦି କ୍ରିକେଟ ଖେଳକୁ ସାମିଲ କରାଯିବ ତାହାହେଲେ ଭାରତ ଉଭୟ ପୁରୁଷ ଏବଂ ମହିଳା ଟିମ୍ ପଠାଇବା ପାଇଁ ନିଷ୍ପତି ନେଇଛି । ଶୁକ୍ରବାର ବିସିସିଆଇର ଭର୍ଚୁଆଲ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇଛି । ଏହି ଅବସରରେ ହରମନପ୍ରୀତ କୌରଙ୍କ…

ରାଜ୍ୟରୁ ସୁସ୍ଥ ହେଲେ ୧୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ବଢୁଛି ଚିନ୍ତା । କିନ୍ତୁ ଏହାରି ଭିତରେ ଆସିଛି ଏକ ଖୁସି ଖବର । ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୧୩୦୩ ଜଣ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆଜି ନୂଆପଡ଼ାରୁ ସର୍ବାଧିକ ୨୩୩ ଜଣ ସୁସ୍ଥ…

ନାଇଟ୍ କର୍ଫ୍ୟୁ ପାଇଁ ବଦଳିଲା ମୋ ବସ୍ ଚଳାଚଳ ସମୟ

ଭୁବନେଶ୍ବର : ନାଇଟ୍ କର୍ଫ୍ୟୁ ପାଇଁ ବଦଳିଲା ମୋ ବସ ଚଳାଚଳ ସମୟ । କରୋନା ସଂକ୍ରମଣ ପାଇଁ ସାରା ରାଜ୍ୟରେ ଆଜିଠାରୁ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ଏହାକୁ ଦୃଷ୍ଟିରେ ରଖି ମୋ ବସ୍ ଚଳାଚର ସମୟକୁ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ…