ସୁଶାନ୍ତ ସିଂ ରାଜପୁତ କେସ୍: ସାହିଲ ଶାହକୁ ମୁଖ୍ୟ ଅଭିଯୁକ୍ତ ଘୋଷଣା କଲା ଏନସିବି
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ମୃତ୍ୟୁ ଘଟଣାରେ ଏନସିବି ବୁଧବାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଏହି କେସରେ ମୁଖ୍ୟ ଅଭିଯୁକ୍ତ ଭାବେ ଡ୍ରଗ ଡିଲର ସାହିଲଙ୍କ ନାମ ଘୋଷଣା କରିଛି । ସୁଶାନ୍ତଙ୍କୁ ଫ୍ଲେସକୋ ନାମରେ ପରିଚିତ ସାହିଲ ଡ୍ରଗ୍ସ ସପ୍ଲାୟ କରୁଥିଲା । ୬ ମାସ ଧରି…