Latest Odisha News

BREAKING NEWS

ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ନବ ବର୍ଷ ଏବଂ ମହାବିଷୁବ ଓ ପଣା ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ମୋଦି ଟ୍ୱିଟ୍ କରି ଲେଖିଛନ୍ତି- ନୂଆ ବର୍ଷରେ ଆପଣମାନଙ୍କର ମନସ୍କାମନା ପୂର୍ଣ୍ଣ ହେଉ, ଏହା ହିଁ ମୋର ପ୍ରାର୍ଥନା ।…

ଗଳ୍ପ : ଶୋଷ

ଲିପ୍ସା ପଟେଲ  ଏଇ କିଛି ଦିନ ହେଲା ରୁଦ୍ରାଶିଷ ନିଜ ଭିତରେ ଏକ ଅଦ୍ଭୁତ ପ୍ରକାର ଶୋଷକୁ ଅନୁଭବ କରିପାରୁଛି। ତା'ର କାରଣ ଓ ନିରାକରଣ ବିଷୟରେ ସଂପୂର୍ଣ୍ଣ ରୂପେ ଅଜ୍ଞ ସେ ତଥାପି ଦୌଡି ଚାଲିଛି ଜୀବନ ଦୌଡ। ତାକୁ ଲାଗୁଛି ତା' ଭିତରେ ସମୁଦ୍ରେ ଶୋଷ। ଏଇ ବ୍ୟାକୁଳତା କ'ଣ ପୂର୍ବ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳତା ୧୪-୪-୨୦୨୧ ବୁଧବାର ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୧୪ ତାରିଖ ବୁଧବାର ମେଷ୧ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥି ଦ୍ବିଜା ନକ୍ଷତ୍ର ମେଷ ଚନ୍ଦ୍ର ଆଜିର ଘାତ ବାରକର୍କଟ ରାଶିର ଆଜିର ଘାତ ଚନ୍ଦ୍ର ମେଷ…

ଆସନ୍ତାକାଲିଠାରୁ ସାରା ମହାରାଷ୍ଟ୍ରରେ ୧୪୪ ଧାରା

ମୁମ୍ବାଇ : ଦେଶରେ ମହାମାରୀ କରୋନା ଉପରମୁହାଁ । ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମର । କିନ୍ତୁ ମହାରାଷ୍ଟ୍ରରେ ନିଦ ହଜାଇଲାଣି ଭୂତାଣୁ । ଭାଇରସର ଭୟାବହତାକୁ ନଜରରେ ରଖି ମହାରାଷ୍ଟ୍ରରେ ଲାଗୁ ହୋଇଛି ବଡ଼ କଟକଣା । ଆସନ୍ତାକାଲିଠାରୁ ସାରା ମହାରାଷ୍ଟ୍ରରେ ଲାଗୁ ହେବ ୧୪୪ ଧାରା । ଏନେଇ…

ବାଲୁଚିସ୍ତାନରେ ମା’ଭବାନୀଙ୍କ ଚୈତ୍ର ପୂଜା

ଚୈତ୍ର ମାସରେ ମା’ଙ୍କର କରାଯାଉଛି ରୀତିର ସହ ପୂଜାର୍ଚ୍ଚନା । ପାକିସ୍ତାନ ବାଲୁଚିସ୍ତାନ ହିଙ୍ଗୋଳ ନଦୀ କୂଳରେ ହିଙ୍ଗଲାଜ ଭବାନୀ ମନ୍ଦିର । ଯେଉଁଠି ହୁଏ ଚମତ୍କାର । ଆଉ ସବୁଠୁ ବଡ଼ କଥା ହେଲା ଏହି ମନ୍ଦିର ହେଉଛି ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଏକତାର ପ୍ରତୀକ । ଯେଉଁଠି ଉଭୟ ଧର୍ମର ଶ୍ରଦ୍ଧାଳୁ…

ରସେଲଙ୍କ ୫ ଉଇକେଟରେ ମୁମ୍ବାଇ ଧରାଶାୟୀ, କୋଲକାତା ସମ୍ମୁଖରେ ୧୫୩ ରନର ଲକ୍ଷ୍ୟ

ଚେନ୍ନାଇ:ଆନ୍ଦ୍ରେ ରସେଲଙ୍କ ଚମତ୍କାର ବୋଲିଂ ବଳରେ ଏଠାରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗର ଏକ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ୧୫୩ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୨ ରନ କରି ଅଲଆଉଟ ହୋଇ…

ସମାଜକୁ ସୁସ୍ଥ ଓ ରୋଗମୁକ୍ତ କରିବାକୁ ପ୍ରୟାସ: ଓଡିଶାରେ ଆରମ୍ଭ ହେଲା “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନ । ଭାରତର କୃଷି ଜମିକୁ ରାସାୟନିକ ସାର ଓ ଔଷଧର ବିଷାକ୍ତ ପ୍ରଭାବରୁ ମୁକ୍ତ ସହ ସଂପୂର୍ଣ୍ଣ ସମାଜକୁ ସୁସ୍ଥ ଏବଂ ରୋଗମୁକ୍ତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । “ଭୂମି ସୁପୋଷଣ ଓ ସଂରକ୍ଷଣ” ଅଭିଯାନକୁ…

କରୋନା ପାଇଁ ନୂଆପଡ଼ାରେ ବନ୍ଦ ରହିବ ଦୋକାନ ବଜାର

ନୂଆପଡ଼ା : ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନର ଚିନ୍ତା ବଢ଼ିବା ସହ ଲୋକେ ଭୟଭୀତ ହେଲେଣି । କରୋନା ସଂକ୍ରମଣକୁ ନଜରରେ ରଖି ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ବଡ଼ ନିଷ୍ପତ୍ତି ନେଇଛି ବଣିକ ସଂଘ । ଆସନ୍ତା ଏପ୍ରିଲ ୧୬ ତାରିଖରୁ…

କୋଭିଡ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ୭ଟି ଦୋକାନ ସିଲ୍, ନବରଙ୍ଗପୁର ଜିଲ୍ଲା ପ୍ରଶାସନର କଡା ଯାଞ୍ଚ

ଉମରକୋଟ: ଅମାନିଆ ଦୋକାନୀ ଓ ଗ୍ର।ହକଙ୍କୁ ସାବାର୍ଡ କରିବାକୁ କଡା ଯାଞ୍ଚ କରୁଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଆଜି କୋଭିଡ ନିୟମ ଉଲ୍ଲଙ୍ଘନରେ ଉମରକୋଟ ସହରର ୭ଟି ଦୋକାନକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ଏହାସହ ୫୦,୦୦୦ ଟଙ୍କା ଜରିମାନା ଆଦାୟ କରିଛି । ଏହି ଅଭିଯାନ ଆଗକୁ ମଧ୍ୟ ଜାରି…

ଆଇସୋଲେଶନରେ ୟୁପି ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ନିଜକୁ ଆଇସୋଲେଶନ କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେତେକ କର୍ମଚାରୀ କରୋନା ପଜିଟିଭ ଆସିବା ପରେ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରି କି ଯୋଗୀ ଆଦିତ୍ୟନାଥ କେତେକ କର୍ମଚାରୀଙ୍କ ସଂସ୍ପର୍ଶରେ…