Latest Odisha News

BREAKING NEWS

ସୌରୀବଂଧୁ ଥିଲେ ସମସ୍ତଙ୍କ ବଂଧୁ

ପରମେଶ୍ୱର ଧଳ (ସୌରୀବଂଧୁ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ) ଗତ ତା ୧୩.୦୪.୨୦ ରିଖ ରାତି ୧୧ଟା ଓ.ଟି.ଭି ଖବର ପ୍ରସାରଣରେ ଦେଖିବାକୁ ମିଳିଲା ଶ୍ରୀ ସୌରୀବଂଧୁ କରଙ୍କ ପରଲୋକ ଗମନ ଖବର । ତା’ ପରଦିନ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ବିଶିଷ୍ଟ ଶ୍ରମିକ ନେତାମାନେ ତାଙ୍କ…

‘ଶାଦୀ ମୁବାରକ୍‌’ ଆକ୍ଟର ମାନବ ଗୋହିଲ କରୋନା ପଜିଟିଭ

ମୁମ୍ବାଇ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଲୋକପ୍ରିୟ ସୋ 'ଶାଦୀ ମୁବାରକ'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ମାନବ ଗୋହିଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ରହିଛି। ସେ ଏବେ ସଙ୍ଗରୋଧରେ ରହିଛନ୍ତି। ଶୋ’ର ଅନ୍ୟ ଦଳର ସଦସ୍ୟମାନଙ୍କର ମଧ୍ୟ…

ମହାମାରୀ‌ ଚାପରୁ ମୁକ୍ତି ପାଇବା ପାଇଁ ନୂଆ ଥେରାପି ବାହାର କରିଛନ୍ତି ଅଭିନେତ୍ରୀ ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ: ମହାମାରୀ ଏବଂ ଲକଡାଉନ୍ ଆମ ଜୀବନର ପଦ୍ଧତିକୁ ଅନେକ ମାତ୍ରାରେ ବଦଳାଇଦେଇଛି। କିନ୍ତୁ ଏପରି କଠିନ ସମୟ ଦେଇ ଗତି କରିବାର ଏକମାତ୍ର ମନ୍ତ୍ର ହେଉଛି ନିଜ ଉପରେ ବିଶ୍ୱାସ କରିବା ଏବଂ ଏକ ସକାରାତ୍ମକ ମନୋଭାବ ଆଣିବା। ତେବେ ଏହି ମହାମାରୀ ଚାପରୁ ମୁକ୍ତି ପାଇବା ପାଇଁ ବଲିଉଡ୍‌…

ହାଇଦର ଫେରାର୍ ଷଡ଼ଯନ୍ତ୍ରରେ ସଲ୍ଲୁ ସାମିଲ୍, ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ

କଟକ: ଏସସିବିରେ ସାଧାରଣ ରୋଗୀଙ୍କୁ ବେଡ୍ ମିଳୁନି, କିନ୍ତୁ କୁଖ୍ୟାତ ଅପରାଧୀଙ୍କୁ ମିଳୁଛି କ୍ୟାବିନ୍ । ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା । ସେ କହିଛନ୍ତି- ଏସସିବିରେ ଚିକିତ୍ସା ପାଇଁ କ୍ୟାବିନ୍ ଆବେଦନ କରିଥିଲା ନିଜେ ହାଇଦର ।…

ଗାନ୍ଧୀ ମୂର୍ତି ସମ୍ମୁଖରେ ଧାରଣାରେ ବସିଲେ ମମତା !

କୋଲକାତା: ନିର୍ବାଚନ ରାଲୀରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଂଟା ପାଇଁ ପ୍ରଚାର କରିପାରିବେ ନାହିଁ ବୋଲି କଟକଣା ଲଗାଇଥିଲେ । ଏହାକୁ ବିରୋଧ କରି ଟିଏମସି ମୂଖ୍ୟ କୋଲକାତା ଗାନ୍ଧୀ ମୂର୍ତି ତଳେ ଧାରଣାରେ ବସିଛନ୍ତି ।…

CBSE ପରୀକ୍ଷା ବାତିଲ୍ ଲାଗି କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସିବିଏସଇ ପରୀକ୍ଷା ବାତିଲ୍ ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ୍ ପାଇଁ ଅନୁରୋଧ କରିଛନ୍ତି କେଜ୍ରିୱାଲ୍ ।…

କୋଭିଡ୍ ନିୟମ ଉଲ୍ଲଂଘନ: ୬ ଦିନରେ ରାଜ୍ୟରୁ ୧ କୋଟି ୮୮ ଲକ୍ଷ ଫାଇନ୍ ଆଦାୟ

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ପାଇଁ ପୋଲିସ ଚଳାଇଛି ସ୍ପେଶାଲ୍ ଡ୍ରାଇଭ୍ । ଅମାନିଆଙ୍କୁ ସାବାଡ କରାଯାଉଛି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଗତ ୬ ଦିନରେ ରାଜ୍ୟରୁ ଆଦାୟ ହୋଇଛି ୧କୋଟି ୮୮ ଲକ୍ଷ ୪୫ହଜାର ୧୫୦ ଟଙ୍କା । ୬୬ହଜାର ୪୬ ଜଣ ଉଲ୍ଲଂଘନକାରୀଙ୍କ ବିରୋଧରେ…

ବନ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ନିସ୍ତୁକ ମାଡ଼, ପୋଡୁ ଚାଷ ଓ ଜଙ୍ଗଲ କଟାକୁ ବିରୋଧ କରିବାରୁ ଗଛରେ ବାନ୍ଧି ମାରିଲେ…

ମାଲକାନଗିରି: ମାଲକାନଗିରି ତେଲେଙ୍ଗାନା ସୀମାନ୍ତ କୋତ୍ତାଗୁଡେମା ଜିଲ୍ଲାରେ ଅଭାବନୀୟ ଘଟଣା । ବନ କର୍ମଚାରୀଙ୍କୁ ଆଦିବାସିଙ୍କ ଆକ୍ରୋଶର ସାମନା କରିବାକୁ ପଡିଛି । ଫରେଷ୍ଟରଙ୍କ ହାତକୁ ଦୌଡିରେ ବାନ୍ଧି ଜଙ୍ଗଲ ଭିତରେ ଏକ ଗଛରେ ବାନ୍ଧି ଠେଙ୍ଗାରେ ନିସ୍ତୁକ ଭାବେ ମାଡ ମାରିଛନ୍ତି ଆଦିବାସି…

ପିପିଲି ଉପନିର୍ବାଚନ: ଆଶ୍ରିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ୍ ଶୋ

ପୁରୀ: ପିପିଲି ଉପନିର୍ବାଚନ ଲାଗି ଜମିବାରେ ଲାଗିଛି ପ୍ରଚାର । ଗତକାଲି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଚାର କରିଥିଲେ । ଆଜି ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରୁଛନ୍ତି ଦଳର…

ଯୁଦ୍ଧ ପାଇଁ ଚୀନ ଉସକାଉଛି, ତାଇୱାନ ନିକଟରେ ଉଡାଇଲା ୨୫ ଯୁଦ୍ଧ ବିମାନ

ବେଜିଂ: ତାଇୱାନ-ଚୀନ ଓ ରୁଷ-ୟୁକ୍ରେନ ବିବାଦ ଧିରେ ଧିରେ ବିଶ୍ୱରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି । ମଙ୍ଗଳବାର ଚୀନ ତାଇୱାନ ସୀମା ନିକଟରେ ୨୫ ଯୁଦ୍ଧ ବିମାନକୁ ପରୀକ୍ଷଣ ଭାବେ ଉଡାଇବା ସହ ଅନୁପ୍ରବେଶ ମଧ୍ୟ କରିଛି । ଏଥିରେ ୱାଇ-୮ ଆଟିଂ ସବ ମେରାଇନ ଏୟାରକ୍ରାଫ୍ଟ, ଜେ-୧୬ ଓ ଏଚ-୬…