Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ଆନିମେଟେଡ୍ ସିରିଜ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି ‌ଧୋନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି “କ୍ୟାପଟେନ ୭” ନାମକ ଏକ ଆନିମେଟେଡ୍ ସିରିଜ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ସିରିଜର ପ୍ରଥମ ସିଜନ୍, ବର୍ତ୍ତମାନ ପ୍ରି-ପ୍ରଡକ୍ସନ୍‌ରେ ଅଛି। ଏହି ସିରିଜ୍‌ ଧୋନିଙ୍କ ଉପରେ ଆଧାରିତ ହେବ ବୋଲି ନିର୍ମାତାମାନେ ଏକ…

ରାଜ୍ୟରେ ଅଧିକ କଡ଼ାକଡ଼ି ହେବ ନାଇଟ୍ କର୍ଫ୍ୟୁ, କାମ ନଥାଇ ବାହାରିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ କର୍ଫ୍ୟୁ । ବର୍ତ୍ତମାନ ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ଯାଏ ଏନଫୋର୍ସମେଣ୍ଟ ଅଧିକ କଡ଼ାକଡ଼ି କରାଯାଉଛି । ପଡୋଶୀ ଛତିଶଗଡ଼ରୁ ସୀମାବର୍ତ୍ତି ଜିଲ୍ଲାକୁ ଆସୁଥିବା ଲୋକଙ୍କ ବାବଦାରେ ଅନୁଧ୍ୟାନ କରାଯାଉଛି । ଏନେଇ ଜିଲ୍ଲାପାଳ ଓ ପୋଲିସ…

କରୋନା ଟିକା ନେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: କରୋନା ଟିକା ନେଲେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରେ ଭାରତୀୟ ଜନତା ପାର୍ଟି ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀସ୍ଥିତ ଆଶ୍ଳୋକ ହସ୍ପିଟାଲଠାରେ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି।…

ବିଜାପୁର ବର୍ବରତା: ମାଓ ସଙ୍ଗଠନ ଜାରି କଲା ବନ୍ଦୀ ଯବାନଙ୍କ ସଦ୍ୟ ଫଟୋ !

ମାଲକାନଗିରି: ବିଜାପୁର ଟେକେଲଗୁଡା ଏନକାଉଣ୍ଟର ମାମଲା । ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିଲେ କୋବ୍ରା ଯବାନ ରାଜେଶ୍ୱର ସିଂ ମାନହାସ । ଏହି ଘଟଣାକୁ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । ଏପରିକି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ମାମଲାରେ ପରୋକ୍ଷ ଭାବେ ସାମିଲ ହୋଇଥିଲେ…

ଆସିଲା ଜୁନିଅର୍ ବାବୁସାନ୍‌, ବାପା ହେଲେ ଓଲିଉଡର ଲଭର ବୟ 

ଭୁବନେଶ୍ୱର: ବାପା ହେଲେ ଓଲିଉଡ ଅଭିନେତା ତଥା ସୁପରଷ୍ଟାର ବାବୁ ସାନ୍ ମହାନ୍ତି । ତାଙ୍କ ସ୍ତ୍ରୀ ତୃପ୍ତି ପଟିଆ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଉଭୟେ ମା’ ଏବଂ ପୁଅ ସୁସ୍ଥ ଥିବା ଜଣାପଡିଛି । ଆସନ୍ତା ୨ଦିନ ମଧ୍ୟରେ ତୃପ୍ତିଙ୍କୁ ଡିସ୍‌ଚାର୍ଜ କରାଯିବ ।…

ପିପିଲିରେ ଭର୍ଚୁଆଲ୍ ପ୍ରଚାର କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଚାଲିବ । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲରେ ଭୋଟ୍ ମାଗିବେ ନବୀନ । କେଉଁ ତାରିଖରେ ପ୍ରଚାର କରିବେ…

୧୦ କୋଟି ଟଙ୍କାରେ ଉର୍ବଶୀ ସାଇନ କଲେ ତାମିଲ ଫିଲ୍ମ

ମୁମ୍ବାଇ:ବଲିଉଡରେ ନାମ କମାଇବା ପରେ ଏବେ ଉର୍ବଶୀ ରୌତଲା ସାଉଥ ଫିଲ୍ମ ଆଡେ ମୁହାଁଇଛନ୍ତି । ତାମିଲର ଏକ ଫିଲ୍ମରେ ଅଭିନୟ କରିବା ପାଇଁ ଉର୍ବଶୀଙ୍କୁ ୧୦ କୋଟି ଟଙ୍କା ମିଳିଛି । ଫିଲ୍ମର ନାମ ଘୋଷଣା ହୋଇ ନ ଥିଲେ ମଧ୍ୟ ଏହାର ଶୁଟିଂ ଆରମ୍ଭ ହୋଇଯାଇଛି । ସାଉଥର ଏହି ଫିଲ୍ମରେ ସେ ଜଣେ…

‘ଅନୱାର୍ଡ ଓଡ଼ିଶା’ ରେ ଅଂଶଗ୍ରହଣ କଲେ ୬୧ଜଣ ଚିତ୍ରଶିଳ୍ପୀ

ଭୁବନେଶ୍ୱର : ଭୋପାଳ, ମଧ୍ୟପ୍ରଦେଶରେ ଅବସ୍ଥିତ ଫାଉଣ୍ଡେସନ ଅଫ ଆର୍ଟ ଆଣ୍ଡ କଲଚର ଦ୍ୱାରା ଓଡ଼ିଶାର ଚିତ୍ର ଓ ଭାସ୍କର୍ଯ୍ୟଶିଳ୍ପୀଙ୍କ କଳାକୃତିକୁ ନେଇ 'ଅନୱାର୍ଡ ଓଡ଼ିଶା' ଶୀର୍ଷକରେ ଏକ ଅନଲାଇନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଅନୁପ କୁମାର ଚାନ୍ଦ ଓ ପୁନମ ଜୈନଙ୍କ ତତ୍ତ୍ୱାବଧାନରେ…

IPL ପୂର୍ବରୁ ବାଙ୍ଗାଲୋର ଟିମର ଆଉ ଜଣେ ଖେଳାଳି କରୋନା ପଜିଟିଭ୍

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାସମର । ଆଇପିଏଲକୁ ଏବେ କରୋନା ଭୟ । ଜଣଙ୍କ ପରେ ଜଣେ ଖେଳାଳି ସଂକ୍ରମିତ ହେଉଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ଆଉ ଜଣେ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟର ତଥା ଆରସିବିର…

ସୁନ୍ଦରଗଡ ଏସପି ସାଗରିକା ନାଥ କରୋନା ପଜିଟିଭ

ସୁନ୍ଦରଗଡ: ସୁନ୍ଦରଗଡରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ବୁଧବାର ଦିନ ସୁନ୍ଦରଗଡ଼ରେ ସର୍ବାଧିକ ୧୪୭ଟି କରୋନା ମାମଲା ରିପୋର୍ଟ ହୋଇଛି। ସୂଚନାନୁସାରେ, ସୁନ୍ଦରଗଡ ଏସପି ସାଗରିକା ନାଥ କରୋନା ପଜିଟିଭ୍ ହୋଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ ପୃଥକ୍‌ ରଖିଛନ୍ତି।…