ଏହି ପିଢିର ସବୁଠୁ ଦାମିକା ଅଭିନେତା ହେଲେ କାର୍ତ୍ତିକ ଆର୍ଯ୍ୟନ୍!
ମୁମ୍ବାଇ: ବର୍ତ୍ତମାନର ବଲିଉଡରେ ସବୁଠୁ ଦାମିକା ଅଭିନେତା ଦୌଡରେ କାର୍ତ୍ତିକ ଆର୍ଯ୍ୟନ୍ ବେଶ୍ ଆଗରେ ରହିଥିବା ଜଣାପଡ଼ିଛି। ସେ ରାମ ମାଧବାନୀଙ୍କ ଆତଙ୍କୀ-ଥ୍ରୀଲର 'ଧମାକା' ପାଇଁ ୨୦ କୋଟି ପାରିଶ୍ରମିକ ନେଇଛନ୍ତି।
ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ପ୍ୟାର କା ପଞ୍ଚନାମା' ସେ ୧.୨୫ ଲକ୍ଷ…