Latest Odisha News

BREAKING NEWS

ଯକ୍ଷ୍ମା ନିରାକରଣରେ ଦେଶରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର: ଦେଶରେ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ଓଡିଶାକୁ ଦ୍ୱିତୀୟ ସ୍ଥାନରେ ରହିଛି । ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟକୁ ପୁରସ୍କାର ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି…

ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଚାଲିବ ମେମୁ ଟ୍ରେନ୍

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଗଡିବ ମେମୁ ଟ୍ରେନ୍ । ୭ ଏପ୍ରିଲ ୨୦୨୧ରୁ ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ମେମୁ ଟ୍ରେନ୍ ଚଳାଇବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ୍ ଭୁବନେଶ୍ବରରୁ ସନ୍ଧ୍ୟା ୫ଟା ୫୫ ମିନିଟରେ ଛାଡି ଭଦ୍ରକରେ ରାତି ୯ଟା ୧୫ ମିନିଟରେ…

ପଠାନ ପାଇଁ ଶାହାରୁଖ ନେଇଛନ୍ତି ୧୦୦ କୋଟି !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ତାଙ୍କର ଆଗାମୀ ଫିଲ୍ମ ପଠାନ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ପଠାନ ଫିଲ୍ମ ଶାହାରୁଖ ୧୦୦ କୋଟି ଟଙ୍କା ନେଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହାତ ସତ୍ୟତା ନେଇ ପଠାନ ମେକର୍ସ କିମ୍ବା ଶାହାରୁଖଙ୍କ ପକ୍ଷରୁ କୌଣସି ମନ୍ତବ୍ୟ…

କରୋନା ମୁକାବିଲା ପାଇଁ ପୁରୀ ପୋଲିସର ସତର୍କତା, କୋଭିଡ ନିୟମ ମାନିବାକୁ ପରାମର୍ଶ, ମାସ୍କ ଚେକିଂ କଡାକଡ଼ି

ପୁରୀ: କରୋନା ମୁକାବିଲା ପାଇଁ ପୁରୀ ପୋଲିସ ପକ୍ଷରୁ ପୁଣିଥରେ ମାସ୍କ ଚେକିଂକୁ କଡାକଡି କରାଯାଇଛି । ବିଶେଷ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ଵ, ଶ୍ରୀକ୍ଷେତ୍ରର ପ୍ରମୁଖ ଛକରେ ସକାଳେ ଓ ସନ୍ଧ୍ୟାବେଳେ ଦୁଇଥର କଡାକଡି ଚେକିଂ କରାଯାଉଛି । ପ୍ରାୟ ୫ଶହ ଲୋକଙ୍କୁ ସଚେତନ କରାଯିବା ସହ ମାସ୍କ…

ଆଘାତ ସମସ୍ୟା ଯୋଗୁୂ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓହରିଲେ ଶ୍ରେୟାଶ

ପୁଣେ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାର ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ଶ୍ରେୟାଶ ଓହରିବା ଫଳରେ ଟିମ୍ କମ୍ବିନେଶନରେ ବାଧା ସୃଷ୍ଟି ହୋଇପାରେ ବୋଲି ଆଶା କରାଯାଉଛି । ଏପରି କି ଶ୍ରେୟାଶ ଆଇପିଏଲର କିଛି ମ୍ୟାଚ…

କରୋନା ସଂକ୍ରମଣ ଭୟ: ରାଜଧାନୀରେ ସ୍ଥିତି ପରଖିଲେ ବିଏମସି କମିଶନର

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହରୀ ରାଜ୍ୟକୁ ମାଡି ଆସିଥିବା ବେଳେ ବିଏମସି ପକ୍ଷରୁ ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସ୍ଥିତି ଅନୁଧ୍ୟାନ କରାଯାଇଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସମ୍ବେଦନଶୀଳ ସ୍ଥାନ ଯଥା ଭୁବନେଶ୍ୱର ରେଳ ଷ୍ଟେସନ ଓ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ…

ପୁରୀ ସମୁଦ୍ରକୂଳରେ ଅଘଟଣ, ବୁଡିଯାଉଥିବା ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ 

ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ । ବୁଡିଯାଉଥିବା ଦୁଇ ଜଣ ପର୍ଯ୍ୟଟକଙ୍କୁ ଲାଇଫଗାର୍ଡ ଉଦ୍ଧାର କରିଛନ୍ତି । ବେଳାଭୂମିର ସେକ୍ଟର ୭ ଅଞ୍ଚଳରୁ ପଶ୍ଚିମବଙ୍ଗ ୱେଷ୍ଟ ବର୍ଦ୍ଧମାନ ଅଂଚଳର ରାଜୁ ଘୋଷାଲ ଓ ଶୁଭେନ୍ଦୁ ଘୋଷଙ୍କୁ ଉଦ୍ଧାର କରାଯାଇଛି । ଉଭୟଙ୍କୁ ଚିକିତ୍ସା ପାଇଁ ସଦର…

କୋଭିଡ୍ ନିୟମ ଉଲଘଂନ ଦର୍ଶାଇ ସିଲ୍ ହେଲା ପେଟ୍ରୋଲ ପମ୍ପ

ସୋନପୁର: ଦିନକୁ ଦିନ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । ଏଥି ପାଇଁ ରାଜ୍ୟ ସରକାର କରୋନା ନିୟମକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଆଜି କୋଭିଡ ନିୟମ ଉଲଘଂନ କରିବା ଅଭିଯୋଗରେ ସୋନପୁରର ଏକ ପେଟ୍ରୋଲ ପମ୍ପକୁ ସିଲ୍ କରାଯାଇଛି । ଦୁଇ ଦିନ ତଳେ…

ସର୍ବିୟା ମଡେଲଙ୍କର ଚାଂଚଲ୍ୟକର ବୟାନ, ଜୋକୋଭିଚଙ୍କୁ ଫସାଇବା ଯଚା ଯାଇଥିଲା ୫୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ସର୍ବିୟାର ମଡେଲ ନାତାଲିୟା ସ୍କେକିଚଙ୍କ ଚାଂଚଲ୍ୟକର ବୟାନ ସାରା ବିଶ୍ୱର ଗଣମାଧ୍ୟମକୁ ସ୍ତବ୍ଧ କରିଦେଇଛି । ନାତାଲିୟା କହିଛନ୍ତି ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚଙ୍କୁ ଫସାଇବା ଏବଂ ଫିଲ୍ମ ତିଆରି କରିବା ପାଇଁ ୬୦,୦୦୦ ୟୁରୋ(୫୧ ଲକ୍ଷ ଟଙ୍କା) ଯଚା…

ପୁରୀରୁ ୨.୩୬ଲକ୍ଷ ଟଙ୍କାର କୋରେକ୍ସ ଜବତ, ୧୨ ଗିରଫ

ପୁରୀ: ପୁରୀର ବିଭିନ୍ନ ସ୍ଥାନରେ ପୋଲିସ ଆଜି ଚଢଉ କରି ୨୧୪୯ ବୋତଲ କୋରେକ୍ସ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୩୬ ହଜାର ୩୯୦ ଟଙ୍କା ହେବ ବୋଲି ଜଣାପଡିଛି । ଏଥି ସହ ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ବାସେଳୀ ସାହିରୁ…